ପାଟଣାଗଡ଼ ହତ୍ୟା ମାମଲା, ଗଣହତ୍ୟାର ଗ୍ୟାଙ୍ଗଲିଡର୍ ଗଙ୍ଗୁୱା !ପତିଆରା ପାଇଁ ହେଉଥିଲା ଗଣ୍ତଗୋଳ
ବଲାଙ୍ଗୀର/ପାଟଣାଗଡ଼ : ବଲାଭ୍ଗୀର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ା ଗଣହତ୍ୟା ମାମଲାର ଗ୍ୟାଙ୍ଗଲିଡର ପଛରେ ଏବେ ବଲାଙ୍ଗୀର ପୁଲିସ। ଗ୍ୟାଙ୍ଗ ଲିଡର ଆଉ କେହି ନୁହଁ, ମୃତ ବୁଲୁ ଜାନୀଙ୍କ ପାଖପଡ଼ୋଶୀ ଗଙ୍ଗୁୱା ମାଝୀ। ବଲାଙ୍ଗୀର ପୁଲିସ ଏବେ ଗଙ୍ଗୁୱା ଓ ତା ପୁଅଙ୍କୁ ଖୋଜୁଛି। ଆଉ ହତ୍ୟା ମାମଲାରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...