Daily Archives

November 17, 2020

ଆଗମନ ଆରମ୍ଭ: ଗୋଟିଏ ଅଲିଭ୍‌ ରିଡ୍‌ଲେ ଦେଇଛି ୧୪୨ ଅଣ୍ଡା

ବ୍ରହ୍ମପୁର/ଗଞ୍ଜାମ: ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ଗଣଅଣ୍ତାଦାନ ପାଇଁ ପ୍ରସିଦ୍ଧ ଗଞ୍ଜାମ ଉପକୂଳରେ ଚଳିତ ବର୍ଷ ଅଲିଭ୍ ‌ରିଡ୍‌ଲେଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇ ଯାଇଛି। ଗଞ୍ଜାମ ଉପକୂଳକୁ ପ୍ରଥମ ଅଲିଭ୍‌ ରିଡ୍‌ଲେ ଆସି ୧୪୨ଟି ଅଣ୍ଡାଦାନ କରିଛି। ସମୁଦ୍ରରେ ଅଗଭୀର ଜଳରାଶିରେ କାଁ ଭାଁ…
ଅଧିକ ଖବର ଦେଖନ୍ତୁ...

ନକଲି ଇଂଜିନ ଅଏଲ: ଦଲାଲ ସାଜିଛନ୍ତି ଗ୍ୟାରେଜ ସାଇଡ୍‌ ଦୋକାନ, ଜିଏସଟି ଏନଫୋର୍ସ ଟିମ୍‌ ହାତରେ ଲାଗିଛି ବଡ ଲିଙ୍କ୍‌

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ବେଆଇନ ଭାବେ ବିକ୍ରି ହେଉଛି ନକଲି ଇଞ୍ଜିନ ଅଏଲ। ଯେଉଁ ଇଞ୍ଜିନ ଅଏଲର ଦାମ୍‌ ସୋରୁମରେ ୨୬୦ ଟଙ୍କା। ବାହାରେ ତାହାକୁ ୪୦ ଟଙ୍କା କମ୍‌ କରି ବିକ୍ରି କରୁଛନ୍ତି ସହରରେ ଗଳିକନ୍ଦିରେ ଗ୍ୟାରେଜ ସାଇଡରେ ରହିଥିବା ଲୁବ୍ରିକାଣ୍ଟ ଓ ପାର୍ଟସ ଦୋକାନୀ। ଦେଶର ଏକ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ମୁହାଁ କଳାହାଣ୍ଡି ଧାନ: ମାତ୍ର ୪ଟି ମଣ୍ଡି ଆରମ୍ଭ ହୋଇଛି, ଦଲାଲ ହାତରେ ଚାଷୀଙ୍କ ଧାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ନଭେମ୍ବର ୧୫ ତାରିଖ ଠାରୁ ଧାନ ମଣ୍ଡି ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୪ ଟି ମଣ୍ଡି ଆରମ୍ଭ ହୋଇଥିବା ବେଳେ ଅନ୍ୟ ମଣ୍ଡି ଗୁଡିକ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ଯୋଗୁଁ ଚାଷୀମାନେ ଅଣ୍ଡରରେଟ ରେ ଦଲାଲ…
ଅଧିକ ଖବର ଦେଖନ୍ତୁ...

କଲେଜ ପାଚେରି ପାଇଁ ଗଛ କଟା ପ୍ରସଙ୍ଗ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଓ ଠିକା ସଂସ୍ଥା ପରିଚାଳକଙ୍କୁ ପଚରାଉଚରା

ସୁନ୍ଦରଗଡ଼ : ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସାଢ଼େ ୪ କୋଟି ବ୍ୟୟ ଅଟକଳରେ ସୁନ୍ଦରଗଡ଼ କଲେଜ ପାଚେରୀ ନିର୍ମାଣ ପାଇଁ ୧୫ ତାରିଖରେ ନିଅଁ ଖୋଳିବାକୁ ଯାଇ ଟେଣ୍ଡର ପ୍ରାପ୍ତ ସଂସ୍ଥା କଟକର ଡିପିଏସ କନଷ୍ଟ୍ରକ୍ସନ ପ୍ରାୟ ୫ ଶହ ଗଛ ଉପାଡ଼ି ଦେଇଥିଲେ। ଏଥିପାଇଁ ସେ ବନବିଭାଗର ଅନୁମତି ନେଇ ନଥିବା…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣା : ପାଲଲହଡ଼ାରେ ୨ ଯୁବକ ଗୁରୁତର, ଚନ୍ଦାହାଣ୍ଡିରେ ବାଇକରୁ ଖସି ଚାଳକ ଗୁରୁତର

ପାଲଲହଡ଼ା : ୪୯ ନମ୍ବର ଜାତୀୟ ରାଜପଥ ପାଲଲହଡ଼ାରୁ କେନ୍ଦୁଝର ଆଡ଼କୁ ଯାଇଥିବା ଟାଉନ୍ ଠାରୁ ୫ କିମି ଦୂର କନ୍ତଲା ଗ୍ରାମ ଛକ ନିକଟ ରେ ଆଜି ଅପରାହ୍ନ ୩ଟା ରେ ଏକ ବାଇକ୍ ଦୁର୍ଘଟଣା ରେ ପାଲଲହଡ଼ା ଥାନା ବଡ଼ ଝାର୍ ଗାଁ ର ୨ ଜଣ ଯୁବକ ଗୁରୁତର ଆହତ ହେବା ସହ ତାଙ୍କୁ ଘଟଣାସ୍ଥଳରୁ କାନ୍ତଲା…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣାରେ କଳାକାରମାନଙ୍କ ଜୀବନ ଦୁର୍ବିସହ; ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି କେବେ ମିଳିବ

ଭଞ୍ଜନଗର: ବିବାହ ବ୍ରତ ଠାରୁ ଆରମ୍ଭ କରି ପର୍ବପର୍ବାଣରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମାହୋଲ ସୃଷ୍ଟି କରୁଥିବା କଳାକାର ମାନେ ଆଜି ନିରବି ଯାଇଛନ୍ତି। ରଙ୍ଗିନ୍‌ ଆଲୋକ ସାଜସଜ୍ଜାରେ ବିଭିନ୍ନ ମ୍ୟୁଜିକାଲ୍‌ ଉପକରଣ ଦ୍ବାରା ଲୋକ ମାନଙ୍କ ମନକୁ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ବାରିପଦା: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲାର ୯ଟି ନିର୍ବାଚନୀ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଉଅଛି । ଏହି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାର ପ୍ରଥମ ଶୁଖିଲା ବର୍ଯ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ଉଦଘାଟିତ

ବାରିପଦା: ସ୍ୱଚ୍ଛଭାରତ ମିଶନ ଆନୁକୂଲ୍ୟରେ ବାରିପଦା ପୌରପାଳିକାର ୨୮ଟି ୱାର୍ଡ ପାଇଁ ୬ ଗୋଟି ଶୁଖିଲା ବର୍ଯ୍ୟବସ୍ତୁ ପୃଥକୀକରଣ କେନ୍ଦ୍ରର ସ୍ଥାପନ ପାଇଁ ପ୍ରସ୍ତାବ ରହିଛି। ସେଥିମଧ୍ୟରୁ ସର୍ବପ୍ରଥମେ ଶୁଖିଲା ବର୍ଯ୍ୟବସ୍ତୁ କେନ୍ଦ୍ର ସ୍ଥାନୀୟ ୨୨ ନମ୍ବର ୱାର୍ଡ ରଘୁନାଥପୁର ଠାରେ ସ୍ଥାପିତ…
ଅଧିକ ଖବର ଦେଖନ୍ତୁ...

ପୌରପରିଷଦରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଶୁଦ୍ଧତାକୁ ନେଇ ପ୍ରଶ୍ନବାଚୀ, ଚେଇଁ ଶୋଇଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ

ବାରିପଦା: ବାରିପଦା ପୌରବାସୀଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ପାନୀୟ ଜଳର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ । ପୌରପରିଷଦରେ ଥିବା ବିଭିନ୍ନ ପମ୍ପ ହାଉସଗୁଡ଼ିକ ଲଟାବୁଦା, ଅପରିଷ୍କାର ଓ ପୋକ ସାଲୁବାଲୁ ପରିବେଶ ମଧ୍ୟରେ ରହିଛି । ପମ୍ପ ହାଉସର ପରିସରକୁ ସଫାସୁତରା…
ଅଧିକ ଖବର ଦେଖନ୍ତୁ...

ଦୁବାଇର ଏହି ହୋଟେଲରେ ହନିମୁନ ପାଇଁ ନେହା କକ୍କର ଦିନକ ଲାଗି ଦେଉଛନ୍ତି ଏକ ଲକ୍ଷ ଟଙ୍କା

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ବିବାହ ପରେ ହନିମୁନ ପାଇଁ ଦୁବାଇରେ ପହଞ୍ଚିଛନ୍ତି। ନେହା ସୋସିଆଲ ମିଡିଆରେ ହନିମୁନ୍ ଫଟୋ ସେୟାର କରୁଛନ୍ତି। ଆଉ ତାଙ୍କ ଫଟୋରେ ଟ୍ୟାଗ୍ ହୋଇଥିବା ସ୍ଥାନ ହେଉଛି ଦୁବାଇର ଆଟଲାଣ୍ଟିସ୍ ଦି ପାମ | ଯେଉଁଠାରେ ଦିନକ ପିଛା…
ଅଧିକ ଖବର ଦେଖନ୍ତୁ...