Daily Archives

November 18, 2020

ବଡ଼କୁଟରୁ ଧାନ ମଣ୍ଡି ପରିଦର୍ଶନ କଲେ ଯୋଗାଣ ଅଧିକାରୀ, ୨ ଦିନ ହେଲା ମଣ୍ଡିରେ ପଡ଼ିଛି ଧାନ; ଶୀତ କାକରରେ ଚାଷୀ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ବଡ଼କୁଟରୁ ଏବଂ ମଣ୍ଡଳ ପ୍ରାଥମିକ ସେବା ସମବାୟ ସମିତି ଅଧୀନରେ ଥିବା ବଡ଼କୁଟରୁ ଓ ମଣ୍ଡଳ ମଣ୍ଡିରେ ଗତ ୧୬ ତାରିଖରୁ ଧାନ ପଡ଼ିରହିଛି। ଖୋଲା ଆକାଶରେ ଶୀତ କାକରରେ ମଣ୍ଡିରେ ଜଗି ରହିଛି ଚାଷୀ। ଟୋକନ୍‌ ପାଇଲା ପରେ ସେହି ଅନୁସାରେ ଧାନକୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପିପୁଲ୍‌ସ ପ୍ଲାନ୍‌ କ୍ୟାମ୍ପେନ୍‌, ଯକ୍ଷ୍ମା ରୋଗୀଙ୍କୁ ଫୋକସ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସ˚କ୍ରମଣ ଶିଖର ଛୁଇଁବା ପରେ ଏବେ ହ୍ରାସ ପାଇବାରେ ଲାଗିଛି। କୋଭିଡ଼୍ ପ୍ରତିଷେଧକ ବ୍ୟବସ୍ଥା ଆସି ନ ଥିବାରୁ ସଚେତନତା ହିଁ ଏକମାତ୍ର ରକ୍ଷାକବଚ। ତେବେ କୋଭିଡ଼୍ ଟିକାକୁ ନେଇ ଚର୍ଚ୍ଚା ଲାଗି ରହିଛି। ପ୍ରଥମ ପର୍ଯ୍ୟାୟରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ପାଗଳ ଓ ପାଗଳୀଙ୍କ ଭିନ୍ନ ଏକ ପୂଜାସ୍ଥଳ

ରାଉରକେଲା: ମା’ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତୀ ଓ ଫଟୋ ସୁସଜ୍ଜିତ ଅବସ୍ଥାରେ ଥିଲା। ପାଖରେ ଥିଲା ଏକ କଳସ। ତା’ ଉପରେ ଏକ ଛିଟ ଲାଲ କପଡ଼ାରେ ଗୁଡ଼ାଯାଇ ଏକ ନଡ଼ିଆ ରହିଥିଲା। ଝୁଣା ଧୂପ ଦେବା ଭଳି ସେ ସ୍ଥାନ ଥିଲା ଧୂଆଁମୟ। ପାଖ‌େର ଥିଲେ ଜଣେ ମହିଳା ଏବଂ ତାଙ୍କ ଠାରୁ କିଛି…
ଅଧିକ ଖବର ଦେଖନ୍ତୁ...

ଗ୍ରାମରକ୍ଷୀମାନଙ୍କର ଦାବି ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କଲେ କଳାହାଣ୍ଡି…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗ୍ରାମରକ୍ଷୀ ସଂଘ ତରଫରୁ ଜିଲ୍ଲା ସଭାପତି ରାମେଶ୍ୱର କରଙ୍କ ନେତୃତ୍ୱରେ ଏକପ୍ରତିନିଧି ଦଳ ଭବାନୀପାଟଣା ଅମଲାଭବନଠାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ସାକ୍ଷାତ କରି…
ଅଧିକ ଖବର ଦେଖନ୍ତୁ...

ମାନବିକତା ଦେଖାଇଲେ ପୁଲିସ ଓ ସାମ୍ବାଦିକ: ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି…

ନବରଙ୍ଗପୁର : ଲୁହ ରଡ୍ ରେ ମାଡ ଖାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୋଷେଇ ଘରେ ପଡି ରହିଥିଲେ ମହିଳା। ଖବର ପାଇ ପୁଲିସ ଓ ସାମ୍ବାଦିକ ମାନବିକତା ଦେଖାଇ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ୮.୩୦ ଟା ବେଳେ ସଇଲେସ…
ଅଧିକ ଖବର ଦେଖନ୍ତୁ...

ଅମାନିଆ ବାଇକ ଚାଳକ : ଫାଇନ୍ ଦେଇ ନାହାନ୍ତି ୯୩ ପ୍ରତିଶତ ନିୟମ ଉଲ୍ଲଂଘନକାରୀ

ରାଉରକେଲା : ମୋବାଇଲ ଯାଞ୍ଚ ବ୍ୟବସ୍ଥାକୁ ନେଇ ଉଠିଲାଣି ପ୍ରଶ୍ନ। ଯେଉଁ ଉଦ୍ଦେଶ୍ୟ ନେଇ ରାଉରକେଲା ପୁଲିସ ଏହି ନୂଆ ଯୋଜନା ଆରମ୍ଭ କରିଥିଲା ତାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଇବା କଷ୍ଟକର ହୋଇ ପଡ଼ିଛି। କାରଣ ନିୟମ ଉଲଂଘନକାରୀମାନେ ପୁଲିସର ଏହି ନିୟମକୁ ବେଖାତିର କରି ଚାଲିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଦିବାସୀଙ୍କ ପ୍ରତି ବଢୁଥିବା ଅନ୍ୟାୟ ଓ ଅତ୍ୟାଚାରକୁ ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ବିକ୍ଷୋଭ

ଫୁଲବାଣୀ: ହିନ୍ଦୁ ନୁଅନ୍ତି ଆଦିବାସୀ। ହେଲେ ସରକାର ଆଦିବାସୀଙ୍କୁ ହିନ୍ଦୁ କହି ଶୋଷଣ କରୁଛନ୍ତି। ଆଉ ଆଦିବାସୀଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ବଢି ଚାଲିଛି ବୋଲି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ଆଜି ସଂଗଠନ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଫୁଲବାଣୀ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ଧାନ ରୋକିବାକୁ ଗଠନ କରାଗଲା ୪ ସ୍ବତନ୍ତ୍ର ସ୍କ୍ୱାର୍ଡ‌

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଛତିଶଗଡ଼ର ଧାନ ପ୍ରବେଶ ରୋକିବାକୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୪ଟି ସ୍ବତନ୍ତ୍ର ସ୍କ୍ୱାର୍ଡ‌ ଗଠନ କରାଯାଇଛି। ପ୍ରତି ସ୍କ୍ୱାର୍ଡ‌‌ରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍‌, ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ସେମାନେ ଜିଲ୍ଲାର ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଉଡ଼ାଇ ନେଇଥିଲା ଘର ଛାତ; ଏହି ବ୍ୟକ୍ତିଙ୍କୁ ଦୀପାବଳିରେ ସ୍କୁଲ ସାଙ୍ଗ ଦେଲେ ଘର ଉପହାର

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ଯୋଗୁଁ ଅନେକଙ୍କ ଚାକିରି ଚାଲି ଯାଇଛି। ଯେଉଁଥିପାଇଁ ସେମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କ‌ରୋନା ହେତୁ ତାମିଲନାଡୁ ପୁଡୁକ୍କୋଟ୍ଟୋଇରେ ବସବାସ କରୁଥିବା ମୁଥୁକୁମାରଙ୍କ ପାରିଶ୍ରମିକ ବି…
ଅଧିକ ଖବର ଦେଖନ୍ତୁ...

ଆଖିବୁଜିଲେ ୧୦୭ ବର୍ଷର ଧର୍ମପରାୟଣା ମହିଳା

ରେମୁଣା: ରେମୁଣା ବ୍ଲକ ସାହାଜୀପାଟଣା ଗ୍ରାମରେ ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ଦ୍ବାରିକା ନାୟକଙ୍କ ଧର୍ମପତ୍ନୀ ପଦ୍ମାବତୀ ନାୟକଙ୍କର ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୭ ବର୍ଷ ହୋଇଥିଲା। ପଦ୍ମାବତୀଙ୍କ ବିୟୋଗ ଖବର ଶୁଣି ରେମୁଣା ଅଞ୍ଚଳର ବହୁ ମାନ୍ୟଗଣ୍ୟ…
ଅଧିକ ଖବର ଦେଖନ୍ତୁ...