Daily Archives

November 18, 2020

ନବମ ଶ୍ରେଣୀ ଛାତ୍ର ଶକ୍ତି ପ୍ରସାଦ ମୃତ୍ୟୁ ଘଟଣା: ଡିଆଇଜିଙ୍କୁ ଭେଟି ନ୍ୟାୟ ମାଗିଲେ ମାଆ

ବ୍ରହ୍ମପୁର: ଗଞ୍ଜାମ ବ୍ଲକ୍‌ ହୁମ୍ମା ନିକଟ କଳାଯମୁନା ସ୍ଥିତ ସାଇ ସରସ୍ବତୀ ବିଦ୍ୟାମନ୍ଦିର ନବମ ଶ୍ରେଣୀର ଛାତ୍ର ଶକ୍ତିପ୍ରସାଦ ତ୍ରିପାଠୀ(୧୩)ଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ପାଣିରେ ବୁଡ଼ି ଶକ୍ତିଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଛେଦ ରିପୋର୍ଟରେ ଉଲ୍ଲେଖ ରହିଛି।…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଫୁଟାଇ ଲୁଟିଲେ : ଲୁଟେରାଙ୍କ ଆକ୍ରମଣରେ ସୁନା ଦୋକାନୀ ଗୁରୁୁତର, ବନ୍ଧୁକ ଓ ବାଇକ୍‌ ଜବତ, ୨ ଲୁଟେରା ଗିରଫ

ଦଶରଥପୁର: ମଙ୍ଗଳପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାରର ଲକ୍ଷ୍ମୀଗଶେଣ ସୁନା ଦୋକାନ ମାଲିକଙ୍କୁ ବନ୍ଧୁକରେ ଆକ୍ରମଣ କରି ଆଜି ରାତିରେ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟେରାଙ୍କ ମାଡ଼ରେ ଗୁରୁତର ଆହତ ହୋଇ ସୁନା ଦୋକାନ ମାଲିକ ଏହି ଥାନା…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ କରି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବଞ୍ଚାଇଲେ ରୋଗୀଙ୍କ ଜୀବନ

ସମ୍ବଲପୁର: ରକ୍ତ ଦେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବଞ୍ଚାଇଲେ ୧୩ ବର୍ଷିୟ ରୋଗୀଙ୍କ ଜୀବନ। ସୂଚନା ଅନୁଯାୟୀ, ରେଢାଖୋଲର ସୁଦର୍ଶନ ପ୍ରଧାନଙ୍କ ପୁଅ ସଚ୍ଚିତାନନ୍ଦ ପ୍ରଧାନ(୧୩) ଜ୍ବର ଏବଂ ଦୁର୍ବଳତା ଜନିତ ରୋଗରେ ପୀଡ଼ିତ ହୋଇ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

କାମ କରୁଥିବା ସମୟରେ ଘର ଛାତ କଣା କରି ଆକାଶରୁ ଖସିଲା ଉଲକା; ଗରିବ ବ୍ୟକ୍ତି ହୋଇଗଲେ ୧୦କୋଟି ଟଙ୍କାର ମାଲିକ !

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜଣେ ବ୍ୟକ୍ତିଙ୍କ ଭାଗ୍ୟ ରାତାରାତି ଚମକି ଉଠିଥିବା ଦେଖିବାକୁ ମିଳିଛି। ଜୋସୁଆ ହୁତାଗଲଙ୍ଗୁ ନାମକ ଜଣେ ବ୍ୟକ୍ତି କଫିନ ନିର୍ମାଣ କରନ୍ତି। ଏକଦା ସେ ଘରେ କାମ କରୁଥିବା ବେଳେ ଆକାଶରୁ ଏକ ଅଦ୍ଭୁତ ସାମଗ୍ରୀ ଖସି ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଜୋସୁଆ ଏ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ ଦଙ୍ଗା: ୪୩ ସ୍ଥାନରେ ତଲାସ କଲା ‘ଏନ୍‌ଆଇଏ’

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ଦଙ୍ଗା ସଂକ୍ରାନ୍ତ ମାମଲାରେ ବେଙ୍ଗାଲୁରୁର ପୂର୍ବତନ ମେୟର୍‌ ସମ୍ପତ ରାଜ ଗିରଫ ହେବାର ଦୁଇ ଦିନ ପରେ ‘ସୋସିଆଲ୍‌ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ’ (ଏଡିପିଆଇ) ଏବଂ ‘ଦି ପଲିଟିକାଲ୍‌ ୱିଙ୍ଗ୍ ଅଫ୍ ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍ ଇଣ୍ଡିଆ’ର (ପିଏଫ୍‌ଆଇ) ଚାରିଟି…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ଜେଲ, ୧୫ ହଜାର ଟଙ୍କାର ଜରିମାନା  

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଜଣେ ନାବାଳିକାକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ଅପରାଧୀକୁ ୨୦ବର୍ଷ ଜେଲ ଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି ବିଚାରପତି | ବୁଧବାର ଜିଲ୍ଲାର ସ୍ବତନ୍ତ୍ର ପୋକସୋ କୋର୍ଟର ବିଚାରପତି ବି ମହାପାତ୍ର ଏହି ଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ଥାନା ସମ୍ମୁଖ ହାଟରେ ଧଳାଜହର କାରବାର: ଜଳେଶ୍ବର ପଥରପୁରା ଗାଁର ମିର୍‌ ସିଦ୍ଦିକ୍‌ ଗିରଫ

ବାଲେଶ୍ବର/ଓଲମରା: ଧଳାଜହର କାରବାରର ପେଣ୍ଠ କୁହାଯାଉଥିବା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଥାନା ଅଞ୍ଚଳରୁ ଆଜି ପୁଣି ବ୍ରାଉନସୁଗାର ଜବତ ହୋଇଛି। ନଗଦ ୨ ଲକ୍ଷ ୨୨ ହଜାର ଟଙ୍କା ସହ ୬୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ପଥରପୁରା ହାଟର ମଡ଼ିଆ ଓରଫ୍‌ ମିର୍‌ ସିଦ୍ଦିକ(୪୮)କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ ଏଏସଆଇ

ଧଉଳି: ଧଉଳି ଥାନାର ଏଏସଆଇ ତୋଫାନ ଗୁରୁ ଏକ ଜାଗାବାଡ଼ି ମାମଲାର ଫଇସଲା ପାଇଁ  ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସ୍ଥାନୀୟ ଜୟପୁର ଗ୍ରାମର ପ୍ରଶାନ୍ତ ସାହୁ (୨୭) ନାମକ ଜଣେ ଯୁବକଙ୍କ ନିକଟରୁ ଉକ୍ତ ଟଙ୍କା ନେଉଥିଲେ । ଭୁବନେଶ୍ବର ଭିଜିଲାନ୍ସ…
ଅଧିକ ଖବର ଦେଖନ୍ତୁ...

ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କଲା ପୁଲିସ, ୬ ମୋବାଇଲ ଜବତ

ରାଉରକେଲା: ପ୍ଳାଣ୍ଟସାଇଟ୍‌ ପୁଲିସ ଆଜି ସହରର ଦୁଇ ମୋବାଇଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଲୁଟେରା ହେଲେ ରେଲୱେ କଲୋନିର ସଞ୍ଜୟ ପାଶ୍ବାନ(୨୫) ଏବଂ ନାଲାରୋଡର ମହମ୍ମଦ ଇକ୍‌ବାଲ (୩୦)। ଏମାନଙ୍କ ନିକଟରୁ ୬ଟି ଦାମି ମୋବାଇଲ ଜବତ ହୋଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ନିୟମିତ ଦାବିରେ କନିଷ୍ଠ ଶିକ୍ଷକଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ୨୦୧୨-୧୩ରେ ନିଯୁକ୍ତି ପାଇଥିବା ୨ ଶହରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏଯାବତ ନିୟମିତ ହୋଇପାରିନାହାନ୍ତି। ସେହିପରି ୩୧୧ରୁ ଅଧିକ ଏମଏଲଇ(ଏସଏସ) ନିୟମିତ ହେବାକୁ ଅପେକ୍ଷା କରିଛନ୍ତି । ୨୦୧୫ରେ ନିଯୁକ୍ତି ପାଇଥିବା ୪ ଶହରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ…
ଅଧିକ ଖବର ଦେଖନ୍ତୁ...