Daily Archives

November 19, 2020

ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ଘଟଣା: ଜେଲ ଗଲେ ସାଲେପାଲି ସରପଞ୍ଚ  

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନାରେ ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣାରେ ଜେଲ ଯାଇଛନ୍ତି । ଗତକାଲି ଥାନାରେ ପିଡିତାଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି ।…
ଅଧିକ ଖବର ଦେଖନ୍ତୁ...

୧୦ ଗୁଣା ଟିକସ୍ ଓ ୧୦୦ ଗୁଣା ସେବାକର ବୃଦ୍ଧି: ଜାନୁଆରିରୁ ଲାଗୁ ‌ପାଇଁ ନୋଟିସ୍ ମାରିଲା ପୌର ପ୍ରଶାସନ

ଫୁଲବାଣୀ: ଆସନ୍ତା ଜାନୁଆରି ମାସରୁ ବଢିବ ଟିକସ ଓ ସେବାକର। ୧୦ ଗୁଣା ଟିକସ ଓ ଜବରଦଖଲକାରୀଙ୍କଠାରୁ ୧୦୦ ଗୁଣା ସେବା କର ବି ଆଦାୟ ହେବ। ସରକାରଙ୍କ ଏଭଳି ନିର୍ଦ୍ଦେଶ ପରେ ଫୁଲବାଣୀ ପୌର ପ୍ରଶାସନ ପକ୍ଷରୁ ସମସ୍ତ ୱାର୍ଡରେ ନୋଟିସ ମରାଯାଇଛି। ଏହାକୁ ନେଇ  ବିଭିନ୍ନ ମହଲରେ ତୀବ୍ର…
ଅଧିକ ଖବର ଦେଖନ୍ତୁ...

ଭିତ୍ତିଭୁମି ବିକାଶ ଉପରେ ସରକାରଙ୍କ ଗୁରୁତ୍ବ, ଜୀବିକା ଚିନ୍ତାରେ କୋଟିଆବାସୀ

କୋରାପୁଟ : କୋଟିଆରେ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ପରେ ଏହା ଉପରେ ଓଡ଼ିଶା ସରକାରଙ୍କ ଶୁଭଦୃଷ୍ଟି ପଡିଥିଲା। ବିକାଶର ଛାଇ ଦେଖି ନ ଥିବା ଏହି ବିବାଦୀୟ ଅଂଚଳର ବିକାଶ ପାଇଁ ଟଙ୍କା ଅଜାଡି ଦେଇଥିଲେ ରାଜ୍ୟ ସରକାର। ୧୫୦ କୋଟି ଟଙ୍କାର ପ୍ୟାକେଜ ଦେଇ ଆରମ୍ଭ କରିଥିଲେ ଉନ୍ନୟନମୂଳକ କାମ।…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଏସଏଚଜିକୁ ମିଳୁନି ଋଣ: ବ୍ୟାଙ୍କରେ ପଡ଼ିଛି ୧୦୨୩ ଆବେଦନ

ରାୟଗଡ଼ା: ଗୁଡାରି ବ୍ଲକ୍ ବଡପଙ୍କାଳ ଗାଁର ଜିହୋ ବାଜୁରି ସ୍ବଂୟ ସହାୟକ ଗୋଷ୍ଠୀ। କୃଷିଜାତ ଦ୍ରବ୍ୟ ବିକ୍ରି କରୁଥିବା ଏହି ଗୋଷ୍ଠୀ ଅଧୀନରେ କାମ କରୁଛନ୍ତି ୧୦ ମହିଳା। ୨୦୧୭ ମସିହାରୁ ଋଣ ପାଇଁ ଗୋଷ୍ଠୀ କର୍ତ୍ତୃପକ୍ଷ ବ୍ୟାଙ୍କକୁ ଦୌଡ଼ୁଛନ୍ତି। କିନ୍ତୁ ବିଭିନ୍ନ ଆଳ ଦେଖାଇ ସିରିଗୁଡା…
ଅଧିକ ଖବର ଦେଖନ୍ତୁ...

ବେଆଇନ ପିଡିଏସ୍ ଚାଉଳ କାରବାର: ଚେର ଲମ୍ଭିଛି କୋରାପୁଟରୁ ଛତିଶଗଡ

ଜୟପୁର: ଜୟପୁର ଉପଖଣ୍ଡରେ ବ୍ୟାପକ ଭାବେ ଚାଳିଛି ବେଆଇନ୍ ପିଡିଏସ୍ ଚାଉଳ କାରବାର। ଏପରିକି ଏହାର ଚେର କୋରାପୁଟ ଜିଲ୍ଲାରୁ ଛତିଶଗଡ ଯାଏଁ ଲମ୍ବିଥିବା ଅଭିଯୋଗ ହୋଇଛି। ଜୟପୁର ଉପଖଣ୍ଡର ବିଭିନ୍ନ ମିଲ୍ ଓ ଦଲାଲମାନେ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହାକୁ କିଣି ରିସାଇକ୍ଲିଂ କରି ପୁଣି…
ଅଧିକ ଖବର ଦେଖନ୍ତୁ...

ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ଅପରାଧ, କନ୍ଧମାଳ ଜିଲ୍ଲାରେ ବୁଲିଲା ସଚେତନତା ରଥ

ଫୁଲବାଣୀ:କିଏ ସନ୍ତାନ ଦାନ କରିବା ହେଉ କି କିଏ ପୋଷ୍ୟ ସନ୍ତାନ ଗ୍ରହଣ ହେଉ। ଏ ନେଇ ସରକାରୀ ନିୟମ ଅନୁଯାୟୀ ପାଳନ କରିବା ଦରକାର। ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନିର୍ଦ୍ଦେଶ ଅଛି। ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ କରିବା ବଡ ଅପରାଧ। ଏନେଇ ସମସ୍ତେ ସଚେତନ ହେବା ଜରୁରୀ। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଗରିବ ପିଲାଙ୍କୁ ମାଗଣାରେ ମିଳିବ ହୃଦରୋଗ ଚିକିତ୍ସା, ରାଜ୍ୟ ସରକାର ସ୍ବାକ୍ଷର କଲେ ଏମଓୟୁ

ଭୁବନେଶ୍ୱର: ଅହମଦାବାଦର ସତ୍ୟ ସାଇ ହାର୍ଟ ହସ୍ପିଟାଲରେ ଆସନ୍ତା ୨ ବର୍ଷ ପାଇଁ ଓଡ଼ିଶାର ଗରିବ ଏବଂ ଅଭାବୀ ପିଲାମାନଙ୍କୁ ମାଗଣା ହୃଦରୋଗ ଚିକିତ୍ସା ସେବା ଦିଆଯିବା ପାଇଁ ଓଡ଼ିଶା ସରକାର ଆଜି ପ୍ରଶାନ୍ତି ମେଡିକାଲ ସର୍ଭିସେସ୍‌ ଏବଂ ରିସର୍ଚ୍ଚ ଫାଉଣ୍ଡେସନ୍‌ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର…
ଅଧିକ ଖବର ଦେଖନ୍ତୁ...

ବାଲ୍ୟ ବିବାହ ମୁକ୍ତ କନ୍ଧମାଳ ପାଲଟିଛି ପ୍ରହସନ : ପୁଣି୧୪ ବର୍ଷର ନାବାଳିକା ଗର୍ଭବତୀ

ଫୁଲବାଣୀ:କନ୍ଧମାଳ ହେବ ବାଲ୍ୟ ବିବାହ ମୁକ୍ତ। ଏଭଳି ଭାଷଣ ବାଜି ଜିଲ୍ଲା ପ୍ରଶାସନ ଦେଉଥିବା  ବେଳେ ସଚେତନ କରୁଥିବା ବିଭିନ୍ନ ସଂଗଠନ ବି ବାହାସ୍ପୋଟ ମାରି ଚାଲିଛନ୍ତି। ହେଲେ ଏବେ ବି ଲୁଚାଛପାରେ ଚାଲିଛି ବାଲ୍ୟ ବିବାହ। ଜଣେ ଯୁବକ ୧୪ ବର୍ଷର ନାବାଳିକାକୁ ଲୁଚିଛପି ବିବାହ କରିବା ଏବଂ…
ଅଧିକ ଖବର ଦେଖନ୍ତୁ...

ରାଣୀଗଡ ଗାଁର ବିବିଧ ସମସ୍ୟାକୁ ନେଇ ଗ୍ରାମବାସୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ସ୍ମାରକପତ୍ର

ଜୟପୁର: ଦେଶ ସ୍ବାଧୀନତାର ଏତେ ବର୍ଷ ପରେ ବି ସାଧାରଣ ମୌଳିକ ସୁବିଧା ନ ଥିବା ଏମିତି ଏକ ଗାଁ ହେଉଛି ରାଣୀଗଡ। ଏହି ଗାଁଟି ରହିଛି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅର୍ନ୍ତଗତ ରଣସପୁର ପଂଚାୟତରେ। ଗ୍ରାମବାସୀମାନେ ଗାଁର ସମସ୍ୟାକୁ ନେଇ ଏଥି ପୂର୍ବରୁ ମୁଖ୍ୟମନ୍ତ୍ରୀ, ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ଉପଖଣ୍ଡ ଅଧୀନ ବିଧାନସଭା ନିର୍ବାଚନମଣ୍ଡଳୀରେ ଚିଠା ଭୋଟର ତାଲିକା ପ୍ରକାଶ ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ୱର: ଭୁବନେଶ୍ୱର ଉପଖଣ୍ଡ ଅଧୀନ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା- ବିଧାନସଭା ନିର୍ବାଚନ ମଣ୍ଡଳୀ ନଂ.୧୧୧ (ଜୟଦେବ), ୧୧୨…
ଅଧିକ ଖବର ଦେଖନ୍ତୁ...