Daily Archives

November 20, 2020

ଖୁଣ୍ଟଗାଁରେ ହେବ ‘ଟସର ସିଲ୍କ ପାର୍କ’, ସୁନ୍ଦରଗଡ଼ ଟସରର ବ୍ରାଣ୍ଡିଂ ଉପରେ ଗୁରୁତ୍ୱ

ସୁନ୍ଦରଗଡ଼: ଅନେକଙ୍କୁ ଅଜଣା ଥିବ ଯେ ସୁନ୍ଦରଗଡ ଜିଲ୍ଲାରୁ ଉତ୍ପାଦିତ ହେଉଛି ରାଜ୍ୟର ସର୍ବୋତ୍କୃଷ୍ଟ ଟସର ଖୋସା। ଏହି ଖୋସାରୁ ସୂତା ବାହାର କରି ସେଥିରୁ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସୁନ୍ଦରଗଡ଼ ଟସର ଏକ ନୂଆ ପରିଚୟ ପାଇପାରିବ। ସୁନ୍ଦରଗଡ଼ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଏଏନଏମ କର୍ମୀଙ୍କ ଆନ୍ଦୋଳନ ତୃତୀୟ ଦିନରେ, ସୋମବାର ସୁଦ୍ଧା ଦାବି ପୂରଣ ନକଲେ ବାରିପଦା ବନ୍ଦ କରିବ ମାସାଆର୍ମି

ବାରିପଦା: ପୁନଃନିଯୁକ୍ତି ଦାବିରେ ଚାଲିଥିବା ଏଏନଏମ କର୍ମୀଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଖରା ବର୍ଷାକୁ ଖାତିର ନକରି ଶତାଧିକ ଏଏନଏମ କର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନପାଇବା…
ଅଧିକ ଖବର ଦେଖନ୍ତୁ...

ଦେଓଗାଁ ବ୍ଲକ୍‌ରେ ପିଆଜ ଚାଷ ବାଟବଣା: ୨ ବର୍ଷରେ ୧୩ ଜଣଙ୍କୁ ମିଳିଛି ପିଆଜ ଘର, ପିଆଜ ବଦଳରେ ରହୁଛି ଶଗଡ଼, ପାୱାର…

ଦେଓଗାଁ : ପିଆଜ ଚାଷ କରି ତାକୁ ସାଇତି ରଖିବା ପାଇଁ ସବସିଡ଼ିରେ ଚାଷୀଙ୍କୁ ପିଆଜ ଘର ଯୋଗାଇ ଦିଆଯାଉଛି। ହେଲେ ଦେଓଗାଁ ବ୍ଲକ୍‌ରେ ତିଆରି ହୋଇଥିବା ପିଆଜ ଘରଗୁଡ଼ିକ କିଭଳି ବ୍ୟବହାର ହେଉଛି ତାକୁ ଦେଖିଲେ ତାଜୁବ ଲାଗୁଛି। ଏହି ପିଆଜ ଘର କେଉଁଠି ଗାଈ ଗୁହାଳ ପାଲଟିଛି ତ ପୁଣି କେଉଁଠି ଶଗଡ଼…
ଅଧିକ ଖବର ଦେଖନ୍ତୁ...

ତମିଆଁ-ମୁଦଲସର ସୁକତେଲ ପୋଲ ଭୁଶୁଡ଼ିବା ଘଟଣା: ଠିକାଦାର ସଂଜୟଙ୍କ ବୟାନ ରେକର୍ଡ କଲା ଭିଜିଲାନ୍ସ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆଁ- ମୁଦଲସର ପୋଲ ଭଙ୍ଗା ଘଟଣାର ଭିଜିଲାନ୍ସ ତଦନ୍ତ ଚାଲିଛି। ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଶୁକ୍ରବାର ଠିକାସଂସ୍ଥା ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରା.ଲି.ର ମୁଖ୍ୟ ଠିକାଦାର ସଂଜୟ ଅଗ୍ରୱାଲଙ୍କୁ କାର୍ଯ୍ୟାଳୟକୁ ଡାକି ବୟାନ ରେକର୍ଡ କରିଛି।…
ଅଧିକ ଖବର ଦେଖନ୍ତୁ...

ପାଣି ମୁନ୍ଦିଏ ପାଇଁ ଡହଳବିକଳ ସାରା ଗାଁ

ଲେଫ୍ରିପଡ଼ା(ସୁନ୍ଦରଗଡ଼): ଆଦିବାସୀମାନଙ୍କ ଜୀବନଜିବୀକାରେ ଉନ୍ନତି ଆଣିବା ସହିତ ସେମାନଙ୍କୁ ସହଜ ଓ ସୁବିଧାରେ ସରକାରୀ ସେବା ସୁବିଧା ଯୋଗାଇ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି। ତେବେ ସ୍ବାଧୀନତାର ସାତ ଦଶନ୍ଧି ଅତିକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣରେଖା କେନାଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ନେଇ ଉଦାସୀନତା

ବାରିପଦା: ସୁବର୍ଣ୍ଣରେଖା କେନାଲ ଦ୍ଵାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ନେଇ ହେଉଥିବା ଉଦାସୀନତାକୁ ଦୃଢ଼ ବିରୋଧ କରିଛି ଜେଏମଏମ। ଚାଷୀଙ୍କୁ ଉପଯୁକ୍ତ ପରିମାଣରେ ସହାୟତା ରାଶି ପ୍ରଦାନ କରାଯାଉନଥିବା ଅଭିଯୋଗ କରି ଆଜି ଜେଏମଏମର ବାରିପଦା ସଦର ସଭାପତି ଶଙ୍କର ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ଜିଲ୍ଲାର ୨୦ଟି ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷିତ

ବାରିପଦା: ବାଲ୍ୟବିବାହ ରୋକିବା ଦିଗରେ ଜିଲ୍ଲାରେ ଆସିଛି ଏକ ଖୁସି ଖବର। ମୟୂରଭଞ୍ଜର ବିଭିନ୍ନ ବ୍ଲକ୍ର ୨୦ଟି ଗ୍ରାମକୁ ବାଲ୍ୟବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ବିଶ୍ୱ ଶିଶୁ ଦିବସ ଅବସରରେ ଏକ ୱେବିନାର୍ ମାଧ୍ୟମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଗ୍ରାମବାସୀଙ୍କ ଦାବୀକୁ ଅନୁମୋଦନ…
ଅଧିକ ଖବର ଦେଖନ୍ତୁ...

ବିହାରୀ ସମ୍ପ୍ରଦାୟଙ୍କ ଗଣପର୍ବ ଛଠ୍ ପର୍ବ ପାଳିତ, ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ

ବାରିପଦା: ବାରିପଦା ପୌରପରିଷଦରେ ବିହାରୀ ସମ୍ପ୍ରଦାୟ ପକ୍ଷରୁ ସେମାନଙ୍କର ଗଣପର୍ବ ଛଠ୍ ମହୋତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି । ଆଜି ବ୍ରତଧାରୀମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅତ୍ୟନ୍ତ ନିଷ୍ଠା, ଭକ୍ତି ଏବଂ ପାରମ୍ପରିକ ବିଧିବିଧାନ ଅନୁସାରେ ପୂଜା କରିବା ସହିତ ଅର୍ଘ୍ୟ ଅର୍ପଣ…
ଅଧିକ ଖବର ଦେଖନ୍ତୁ...

ଯୁଯୁମୁରା : ହାତୀ ଉପଦ୍ରବରେ ଘର ଭାଙ୍ଗିଲା

ଯୁଯୁମୁରା : ଯୁଯୁମୁରା ବ୍ଲକ ଅଂଚଳରେ ବଣୁଆ ଦନ୍ତା ହାତୀଙ୍କ ଉପଦ୍ରବ ଥମିବାର ନା ନେଉନି। ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଠରଲି ଗାଁରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ହାତୀପଲ ଉପଦ୍ରବ କରିଛନ୍ତି। ବିଘ୍ନରାଜ ବାଙ୍କ, ଲାଲବିହାରୀ…
ଅଧିକ ଖବର ଦେଖନ୍ତୁ...

ମରିଗଲା ମାନବିକତା, ପାଣି ନ ପାଇ ଆଖି ବୁଜିଲେ ଯୁବକ 

ଜୟପୁର: ସମାଜର ଅନ୍ଧ ଗଳିରେ ମରିଗଲା ମାନବିକତା। ପାଣି ମୁନ୍ଦାଏ ନ ପାଇ ଟଳି ପଡିଲେ ଜଣେ ଯୁବକ। ଛଟପଟ ହୋଇ ଯୁବକଟିର ଜୀବନ ଚାଲି ଯାଉଥିବାବେଳେ ଦେଖି ନ ଦେଖିଲା ପରି ହେଲେ ଉପସ୍ଥିତ ଥିବା ଜନତା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରର ମୁଖ୍ୟରାସ୍ତାରେ।…
ଅଧିକ ଖବର ଦେଖନ୍ତୁ...