Daily Archives

November 20, 2020

ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମନ୍ବୟ ବୈଠକ 

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମ‌ୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦିଲ୍ଲୀପ ପଣ୍ଡା ସଭା ପ୍ରାରମ୍ଭରେ…
ଅଧିକ ଖବର ଦେଖନ୍ତୁ...

ବୀରମିତ୍ରପୁର ଆଇଆଇସିଙ୍କ ସମେତ ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ଡିଜିପି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ  ସ୍ମୃତିପ୍ରଭାଙ୍କ ସମେତ ପୁରୀ ଜିଲ୍ଲା ବାସେଳୀସାହି ଥାନାର ଏସ୍‌ଆଇ ବିପ୍ଲବ କୁମାର ପ୍ରଧାନ, କନଷ୍ଟେବଳ…
ଅଧିକ ଖବର ଦେଖନ୍ତୁ...

ପୂର୍ବ କେନ୍ଦ୍ରମନ୍ତ୍ରୀଙ୍କ ଦର୍ପଣ ସାଗର ଅଞ୍ଚଳ ଗସ୍ତ, ଜଳାଶୟର କିସମ ରେକର୍ଡ ତଦନ୍ତ ହେଉ : ଭକ୍ତ ଦାସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଦର୍ପଣ ସାଗରକୁ ପୋତା ଯାଇ ଜମି ମାଫିଆ ମାନେ ପ୍ଲଟିଂ କରୁଥିବା ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଦର୍ପଣ ସାଗର ଗସ୍ତ କରିଥିଲେ । ଦୀର୍ଘ ଦେଢ଼ସହ ବର୍ଷ ଧରି…
ଅଧିକ ଖବର ଦେଖନ୍ତୁ...

ଉଦଘାଟନକୁ ଆଉ କିଛି ଦିନ ଗଲେ ପୂରିବ ଦୁଇବର୍ଷ ତଥାପି ଆରମ୍ଭ ହୋଇନି ବସଷ୍ଟାଣ୍ଡ୍

ଭଞ୍ଜନଗର: କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଥିଲା ବସ୍ ରହିବ ବୋଲି। ଆଉ ଯାତ୍ରୀ ଆସିବେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେକ। ବିସ୍ତିର୍ଣ୍ଣ ସ୍ଥାନ ସାଙ୍ଗକୁ ଯାତ୍ରୀ ମାନଙ୍କ ରହଣି ପାଇଁ ସୁନ୍ଦର ବିଶ୍ରାମାଗାର, ଶୌଚାଳୟ ସହ ବଜାର ପାଇଁ ଦୋିକାନ ଗୃହ ତିଆରି ହୋଇଥିଲା। ହେଲେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଛଟପୂଜା: କିଏ ଘରେ, କିଏ ଘାଟରେ ସୂର୍ଯ୍ୟଙ୍କୁ ଢାଳିଲେ ଅର୍ଘ୍ୟ

ସୁନ୍ଦରଗଡ଼, ଆଜି ସୁନ୍ଦରଗଡ଼ରେ ବିହାରୀମାନଙ୍କ ପାରମ୍ପରିକ ପର୍ବ ଛଟପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରାଶାସନିକ କଟକଣା ମଧ୍ୟରେ କିଏ ଘରେ ଓ କିଏ ନଦୀଘାଟରେ ସମବେତ ହୋଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଢାଳିଛନ୍ତି। ଭାରତରେ ଅନେକ ପର୍ବ ମଧ୍ୟରେ ଏହା ଅନ୍ୟତମ। ୪ ଦିନ ଧରି ପାଳିତ ହେଉଥିବା ଏହି…
ଅଧିକ ଖବର ଦେଖନ୍ତୁ...

ବାରିପଦା ରେଳ ଷ୍ଟେସନରେ ହେବ ହେରିଟେଜ୍ ମ୍ୟୁଜିୟମ, ଐତିହ ସଂରକ୍ଷଣ ନିମନ୍ତେ ଅଣ୍ଟାଭିଡ଼ିଲା ରେଳ ମନ୍ତ୍ରାଳୟ

ବାରିପଦା: ରେଳ ଚଳାଚଳ କ୍ଷେତ୍ରରେ ବାରିପଦାର ରହିଛି ଗୌରବମୟ ଐତିହ୍ୟ। ରାଜ୍ୟରେ ଅଗ୍ରଣୀ ଧାରକ ଭାବେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୫ ଜାନୁଆରୀ ୨୦ରେ ରୁପ୍ସା-ବାଙ୍ଗିରିପୋଷି ୫୨ କି.ମି. ନ୍ୟାରୋଗେଜ୍ ରେଳ ଲାଇନ ବିଛାଇ ଥିଲେ । ଏହି ଇତିହାସକୁ ସମୃଦ୍ଧ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବରଗଡ଼ : ସ୍ତ୍ରୀ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ସ୍ୱାମୀ ବେକରେ ପ୍ଲାଷ୍ଟିକ ରଶି ଦେଇ ଆତ୍ମହତ୍ୟା କରିବା ଘଟଣା ବରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଭଟଲି ବ୍ଳକ୍‌ ଅନ୍ତପାଲି ଗ୍ରାମର। ଘରୋଇ କଳହ ଯୋଗୁଁ ଏହି ଘଟଣା ଘଟିଥିବା କୁହାଯାଉଛି। ଅନ୍ତପାଲି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

୩୫ ଲକ୍ଷ ଚେକ୍‌ ବାଉନ୍ସ ମାମଲା: ବ୍ୟବସାୟୀ ଗିରଫ

ରାଉରକେଲା: ଚେକ୍‌ ବାଉନ୍ସ ଘଟଣାରେ ଆଜି ଝିରପାଣି ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ପରେ ବ୍ୟବସାୟ ଜଣକ କୋର୍ଟରୁ‌ ବେଲ୍‌ରେ ଯାଇଥିବା ଜଣାପଡିଛି। ଗିରଫ ଯୁବକ ଜଣକ ହେଲେ କୋଏଲନଗର ସି ବ୍ଲକର ସତୀଶ ଚୌଧୁରୀ। ମିଳିଥିବା ସୂଚନା ମୁତାବକ କୋଏଲନଗର ସି ବ୍ଲକରେ ସତୀଶଙ୍କର ବନ୍ଦି…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଧକ୍କାରେ ବାଇକ୍‌ ଆରୋହୀ ମୃତ, ଶବ ରଖି ସଂପର୍କୀୟଙ୍କ ବିକ୍ଷୋଭ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଗନ୍ଧର୍ଲା ପଞ୍ଚାୟତ ମାଳପଡ଼ା ନିକଟରେ ଶୁକ୍ରବାର ଟ୍ରାକ୍ଟର ଧକ୍କାରେ ବାଇକ୍‌ ଆରୋହୀ ସୁରଡ଼ା ଗାଁର ଶଙ୍ଖା ବଗର୍ତ୍ତି (୩୦ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସଂପର୍କୀୟମାନେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ୬୫ବର୍ଷ ପରେ ଦ୍ବିତୀୟ ଥର ବିବାହ କଲେ ବୃଦ୍ଧ ଦମ୍ପତି

ନୂଆଦିଲ୍ଲୀ: ବୟସ ବଢ଼ିବା ସହିତ ଜୀବନରେ ଅନେକ ପରିବର୍ତ୍ତନ ବି ଆସିଥାଏ। ଏହି କ୍ରମରେ କେତେକ ବୃଦ୍ଧ ଦମ୍ପତି ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବେ ବୁଝି ଥାଆନ୍ତି। ମହାରାଷ୍ଟ୍ରର ୟବତମାଲା ଜିଲ୍ଲା ଆର୍ନି ତହସିଲରେ ୮୧ବର୍ଷର ବୃଦ୍ଧଙ୍କ ସହିତ ୭୨ବର୍ଷର ବୃଦ୍ଧାଙ୍କ ବିବାହ ହୋଇଛି।…
ଅଧିକ ଖବର ଦେଖନ୍ତୁ...