Daily Archives

November 21, 2020

ପ୍ରକୃତିଠୁ ବଳି ପଡ଼ୁଛି ପ୍ରଶାସନର ମାଡ଼: ଖୋଲା ଆକାଶ ତଳେ କ୍ବିଣ୍ଟାଲ-କ୍ବିଣ୍ଟାଲ ଧାନ, ଚିନ୍ତାରେ ଚାଷୀ

ସମ୍ବଲପୁର: ପ୍ରକୃତି ଚେତାବନୀ ଦେଲା, ପ୍ରଶାସନ ସୁଧୁରି ଯାଉ ନହେଲେ ଚାଷୀ ବରବାଦ ହୋଇଯିବ। ଅଦିନିଆ ବର୍ଷା ସହିତ ବିଳମ୍ବିତ ଧାନ ବିକ୍ରି ଚାଷୀର ଚିନ୍ତା ବଢାଇ ଦେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ତେବେ ବର୍ଷା ପରିମାଣ ବେଶି ନଥିବାରୁ ବଡ଼ କ୍ଷତିରୁ…
ଅଧିକ ଖବର ଦେଖନ୍ତୁ...

ରାଇଘର : ନିଆଁ ଲାଗି ଜଳିଗଲା  ଧାନଗଦା

ରାଇଘର : ଅସାବଧାନତା ଯୋଗୁଁ ନିଆଁ ଲାଗି ଜଳିଗଲା ଧାନ ଗଦା, ଚାଷୀ ଜଣକ ଭାଗ୍ୟକୁ ଆଦରି  ମୁଣ୍ଡରେ ହାତ ଦେଇ ବସିଛନ୍ତି।ଏପରି  ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରୀ ପଂଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମରେ। ସୂଚନା ଅନୁଯାୟୀ ଚିତ୍ରକୁଟ ଗ୍ରାମର ପିଲାଦାସ…
ଅଧିକ ଖବର ଦେଖନ୍ତୁ...

ଧାନକିଣି ୮ ବର୍ଷ ହେଲା ଯୋଗାଣ ନିଗମର ଦେଢ଼ କୋଟି ବାକି; ଖିଲାପି ମିଲର୍‌ ଓ ଅଧିକାରୀଙ୍କୁ ସୁରକ୍ଷା ଦେଉଛି କିଏ?

ବ୍ରହ୍ମପୁର: ଉତ୍ପାଦିତ ଫସଲର ଉଚିତ ପ୍ରାପ୍ୟ ଦେବା ଲାଗି ସରକାର ପ୍ରତି ବର୍ଷ ଯୋଗାଣ ନିଗମ ଜରିଆରେ ଚାଷୀଙ୍କଠାରୁ ଧାନ କିଣୁଛନ୍ତି। କେତେ ଜଣ ବିଭାଗୀୟ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଏବଂ କିଛି ଚାଉଳ କଳ ମାଲିକଙ୍କ ଖାମଖିଆଲି ମନୋବୃତ୍ତି ଲାଗି ନିଗମ ଧାନ କିଣି କ୍ଷତି ସହୁଛି। ଗତ ୮ବର୍ଷ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ  ଆର୍‌ଓ ପ୍ଲାଣ୍ଟ୍‌ ଖତ ଖାଉଛି 

ଲେଫ୍ରିପଡ଼ା : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥାରେ ଅଦ୍ୟାବଧି ସମସ୍ୟା ରହିଥିବାରୁ ସ୍ଥାନୀୟ ଲୋକେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ରହିଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ସମସ୍ତଙ୍କୁ ପାଣି ଯୋଗାଇବାରେ ସକ୍ଷମ ହୋଇ ପାରି ନ ଥିବା ସ୍ଥଳେ ଆଧୁନିକ…
ଅଧିକ ଖବର ଦେଖନ୍ତୁ...

କରୋନାରେ ଜୀବନ ହାରିଲେ ଯୁବ କୋଭିଡ୍ ଏଲ୍‌ଟି

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ରେ କରୋନା ମୁକାବିଲା ଓ ସ୍ବାବ୍ ସଂଗ୍ରହରେ ନିୟୋଜିତ ଯୁବ ଲ୍ୟାବ୍ ଟେକ୍ନିସିଆନ୍ କାହ୍ନୁଚରଣ ପ୍ରଧାନ (୨୫)ଙ୍କ କରୋନାରେ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ୬ଟାରେ ବ୍ରହ୍ମପୁର ଏମକେସିଜି କୋଭିଡ୍ ହସ୍ପିଟାଲ୍‌ରେ କାହ୍ନୁଚରଣ ଶେଷ…
ଅଧିକ ଖବର ଦେଖନ୍ତୁ...

କୁତ୍ରା : ପଲିଥିନ୍‌ ଜଳାଶୟରେ ଛଟ୍‌ ପର୍ବ 

କୁତ୍ରା (ସୁନ୍ଦରଗଡ଼): କୋଭିଡ୍‌ କଟକଣା ମଧ୍ୟରେ ବିହାରୀ ସଂପ୍ରଦାୟଙ୍କ ମହାନ୍‌ ପର୍ବ ଛଟ୍‌ ପାଳିତ ହୋଇଛି। ଏହି ପର୍ବର ନିୟମ ଅନୁଯାୟୀ ବିଭିନ୍ନ ଜଳାଶୟ ଏବଂ ନଦୀ ତୁଠରେ ଉଦିତ ଏବଂ ଅସ୍ତର୍ଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥାଏ। ମାତ୍ର ଚଳିତ ବର୍ଷ କରୋନା ପାଇଁ ସର୍ବସାଧାରଣ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼କୁ ଧାନ ଚୋରା ଚାଲାଣ, ଦୁଇଟି ସ୍ଥାନରେ ସ୍କ୍ବାଡର ଚଢ଼ଉ, 

ନୂଆପଡ଼ା: ଛତିଶଗଡ଼ ରାଜ୍ୟକୁ ଧାନ ‌ଚୋରା ଚାଲାଣ କରୁଥିବା ବେଳେ ନୂଆପଡ଼ା ସ୍କ୍ବାଡ୍‌ ଦୁଇଟି ସ୍ଥାନରେ ଚଢ଼ଉ କରି ୧୨୩୫ ବସ୍ତା ଧାନ ଜବତ କରିଛି ବୋଲି ନୂଆପଡ଼ା ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଜଣେ ଦଲାଲଙ୍କୁ ମଧ୍ୟ ଅଟକ ରଖାଯାଇଛି। ଯୋଗାଣ ଅଧିକାରୀଠାରୁ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଉଜ୍ବଳା ଫେଲ୍, ଜାଳେଣି ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ଲୋକେ 

ଲେଫ୍ରିପଡ଼ା (ସୁନ୍ଦରଗଡ଼): ଆଦିବାସୀ ଅଧ୍ୟୁଷିତ ଲେଫ୍ରିପଡ଼ା ବ୍ଲକ୍‌ରେ କେତେକ ଗାଁ ଗହଳ ପାଇଁ ଆଜି ବି ବିକାଶ  ସ୍ବପ୍ନ ହୋଇ ରହିଛି। ବିଶେଷ ଭାବେ ଉପାନ୍ତ ଓ ଦୁର୍ଗମ ଅ‌ଳରେ ରହିଥିବା ଗାଁ ଗୁଡ଼ିକରେ ପ୍ରାତଃ ଆଠ ଟାରେ ସକାଳ ହୁଏ ଏବଂ ସଂଧ୍ୟା ୫ ଟାରେ ରାତି ହୋଇଥାଏ। ସେମାନେ ଆଧୁନିକତାର…
ଅଧିକ ଖବର ଦେଖନ୍ତୁ...

୬ ବର୍ଷର ଶିଶୁ କନ୍ୟା ଓ ବାଇକ୍‌ ନେଇ ଯୁବକ ଫେରାର

ସାହାଜପାଲ : ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ କମ୍ପରା ଗ୍ରାମରୁ ଜଣେ ଯୁବକ ୬ ବର୍ଷର ଶିଶୁ କନ୍ୟା, ବାଇକ ଓ ମୋବାଇଲ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଶିଶୁ କନ୍ୟାର ପରିବାର ଲୋକ ବାଉଁଶୁଣି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଯୁବକ ଜଣକ ଏକ ଅଜଣା ନମ୍ବରରୁ…
ଅଧିକ ଖବର ଦେଖନ୍ତୁ...

ବିଲରେ ପଡ଼ିଛି କଟା ଧାନ:ଦାଉ ସାଜିଲା ଅଦିନିଆ ବର୍ଷା, ଚିନ୍ତାରେ ଚାଷୀ

ବାରିପଦା: ଧାନ କଟା ହୋଇ ବିଲରେ ପଡ଼ିଛି। ଖଳାକୁ ଉଠାହୋଇପାରିନାହିଁ। ମାତ୍ର ଅଦିନିଆ ବର୍ଷା ଦାଉ ସାଜିଲା। ଯାହାକି ଚାଷୀଭାଇଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଏବେ କେମିତି ପାଣି ଜମିଥିବା ବିଲରୁ ଅମଳ କରିବେ ତାକୁ ନେଇ ଅକଳରେ ପଡ଼ିଛନ୍ତି ଚାଷୀ। ପୁଣି ଧାନର ମାନ ଠିକ ନରହିଲେ ବିକ୍ରିବେଳେ…
ଅଧିକ ଖବର ଦେଖନ୍ତୁ...