କୋରାପୁଟ: ଘର ଓ ଜନସଂଖ୍ୟା ବଢ଼ୁଥିଲେ ବି ୩୪ବର୍ଷ ତଳର ବେଂଚମାର୍କ ଭେଲ୍ୟୁକୁ ଧରି ଆଦାୟ ହେଉଛି ହୋଲ୍ଡିଂ ଟ୍ୟାକ୍ସ
ଜୟପୁର: କୋରାପୁଟ ଜିଲ୍ଲାର ବଡ଼ ସହର ଜୟପୁରରେ ଦିନକୁ ଦିନ ହୁହୁ ହୋଇ ବଢ଼ୁଛି ଜନସଂଖ୍ୟା। ଆଉ ସେହି ମାତ୍ରାରେ ଘର ସଂଖ୍ୟା ବି ବଢ଼ିଚାଳିଛି। ଅଥଚ ୩୪ବର୍ଷ ତଳର ବେଂଚମାର୍କ ଓ ସର୍ଭେକୁ ନେଇ ସହରର ବହୁ ପୁରୁଣା ସାହି, ଗଳି ଓ ଅଂଚଳରୁ ଏବେ ବି ସେହି ୩୪ବର୍ଷ ତଳର ଧାର୍ଯ୍ୟ ଦରର ଟ୍ୟାକ୍ସ ହିଁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...