Daily Archives

November 22, 2020

ଗୁପ୍‌ଚୁପ୍ ବିକାଳିଙ୍କୁ ଗୁଳି: ଅଭିଯୁକ୍ତ ଗିରଫ, ବିହାରରୁ ଆଣିଥିଲା ପିସ୍ତଲ, ଗୁରୁତର କଟକ ସ୍ଥାନାନ୍ତର

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ରୁମାଗଡ଼-ମନ୍ଦାର ରାସ୍ତା ଡିମିରିପଲ୍ଲୀ ଛକରେ ଗତକାଲି ଗୁପ୍‌ଚୁପ୍ ବିକାଳି ତଥା ବିହାରର ଧ୍ୟାନେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ମାମଲାରେ ପୁଲିସ ଅଭିଯୁକ୍ତ ବିକାଶ ସିଂହକୁ ଗିରଫ କରିଛି। ତା'ଠାରୁ ୨ଟି ପିସ୍ତଲ ଓ ୨ଟି ଗୁଳି ଜବତ…
ଅଧିକ ଖବର ଦେଖନ୍ତୁ...

ଅପରେସନ୍ ଥିଏଟରରେ ‘ବିଗବସ’ ଦେଖୁଥିଲେ ରୋଗୀ, ମସ୍ତିଷ୍କ ଅପରେସନ କଲେ ଡାକ୍ତର

ବିଶାଖାପାଟଣା: ଗୁରୁତର ରୋଗରେ ପୀଡିତ ରୋଗୀର ଅପରେସନ୍ କରିବା କିଛି ଡାକ୍ତରଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ | ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଡାକ୍ତରମାନେ ରୋଗୀଙ୍କୁ ଅଚେତ ନ କରି ଅପରେସନ କରିଥିଲେ, ଆଉ ରୋଗୀଙ୍କର ଧ୍ୟାନ ଯେମିତି ଅପରେସନ ପ୍ରତି ନ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍ ଖେଳିବା ବେଳେ ପିଚ୍ ଉପରେ ଟଳି ପଡ଼ିଲେ ଯୁବକ 

ବେଗୁନିଆପଡ଼ା/ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧୀନ ବୁରୁଝରି ଗ୍ରାମରେ ଆଜି କ୍ରିକେଟ୍ ଖେଳୁଥିବା ଜଣେ ଯୁବକଙ୍କ ଅକାଳ ବି‌ୟୋଗ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକଜଣକ ହେଲେ, ନାରାୟଣ ଗୌଡ଼ (୨୮)। ଚିଙ୍ଗୁଡ଼ିଖୋଲ ଗ୍ରାମର ବାସିନ୍ଦା ନାରାୟଣ ଆଜି ଅପରାହ୍‌ଣରେ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ଼ ଗ୍ରାମର ଦିବ୍ୟାଙ୍ଗ ବୃଦ୍ଧା ସାଇବାଣୀ ମଲ୍ଲିକ ଦେଢ଼ ମାସ ହେଲା ନିଖୋଜ ଥିଲେ। ଆଜି ତାଙ୍କ ଗଳିତ ଶବ ଘଞ୍ଚ ଜଙ୍ଗଲରୁ ମାଟି ତଳୁ ଉଦ୍ଧାର କରାଯାଇଛି। ଗୁଣିଆ ସନ୍ଦେହରେ ହିଁ ଗ୍ରାମର କିଛି ବ୍ୟକ୍ତି ଘରେ ପଶି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କାର ଓଲଟି ୩ ଗୁରୁତର, ୨ ଜଣଙ୍କୁ ବଂଚାଇ ଦେଲା ବେଲୁନ୍‌, ଆହତଙ୍କୁ ନିଜ କାର୍‌ରେ ଡାକ୍ତରଖାନା ନେଲେ ପୂର୍ବତନ ସାଂସଦ…

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଡୋଳିଆମ୍ବା ଗାଁ ନିକଟରେ ଆଜି ଅପରାହ୍ନ ସାଢେ ୪ଟାରେ ଏକ କ୍ରେଟା କାର୍‌ (ଓଡି୦୨-ଜେଡ୍‌-୬୬୯୯) ଦୁର୍ଘଟଣା ଘଟିବାରୁ ଏଥିରେ ୪ଜଣ ଲୋକ ଆହତ ହୋଇଛନ୍ତି। କିନ୍ତୁ କାରର ବେଲୁନ ୨ ଜଣଙ୍କ ଜୀବନକୁ ସୁରକ୍ଷା ଦେଇଛି। ଆହତଙ୍କ ମଧ୍ୟରୁ ତିନିଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ବିଜେପିର ଚେହେରା ସାଜିବେ କି ରଜନୀକାନ୍ତ!

ଚେନ୍ନାଇ: ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ । ଆଉ ତାମିଲନାଡୁରେ ବିଜେପିର ପ୍ରସ୍ତୁତି ବାବଦରେ ସମୀକ୍ଷା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଚେନ୍ନାଇରେ ପହଞ୍ଚିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ଏଆଇଡିଏମକେ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ | ତେବେ ତାମିଲନାଡୁରେ…
ଅଧିକ ଖବର ଦେଖନ୍ତୁ...

‘ମୁଁ ଡରୁଆ ନୁହେଁ, ବାପା ମତେ କ୍ଷମା କରିଦେବ’ ଲେଖି ଆତ୍ମହତ୍ୟା କଲେ ଛାତ୍ର

ଆଗ୍ରା: 'ବାପା ମୁଁ ଡରୁଆ ନୁହେଁ, ମତେ କ୍ଷମା କରିଦେବ' ମୃତ୍ୟୁ ପୂର୍ବରୁ କିଛି ଏଭଳି ଶେଷ କଥା ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର | ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ମାନସିକ ନିର୍ଯାତନାର ଶିକାର ହୋଇ ଜଣେ ଆଇଟିଆଇ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନାନୁସାରେ, ଲାଲଗଞ୍ଜର…
ଅଧିକ ଖବର ଦେଖନ୍ତୁ...

୧୦୧ କିଲୋ ଗଂଜେଇ ଜବତ, ଡ୍ରାଇଭର ଫେରାର

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ପୋଲିସ ଦ୍ବାରା ଏକ କାରରୁ ୧୦୧ କିଲୋ ଗଂଜେଇ ଜବତ କରାଯାଇଛି। ପୁଲିସ ପେଟ୍ରୋଲିଂ ବେଳେ ବୈପାରିଗୁଡା ଜୟପୁର ରାସ୍ତାର ନୂଆଗୁଡା ଛକ ଠାରେ ଏକ କାରରୁ ସର୍ଛ କରିବା ସହ ୧୦୧ କିଲୋ ଗଂଜେଇ ଜବତ କରିଛନ୍ତି। ଜବତ ଧଳା ରଙ୍ଗର ହଣ୍ଡା ସିଟି କାର୍ ଓଡି ୧୦…
ଅଧିକ ଖବର ଦେଖନ୍ତୁ...

୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ

ଲେଫ୍ରିପଡ଼ା (ସୁନ୍ଦରଗଡ଼): ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବିଛୁଆଁବାହାଲ ଗ୍ରାମରେ ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜନୈକ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସରଫଗଡ଼ ପଞ୍ଚାୟତର ବିଛୁଆଁବାହାଲ ଗ୍ରାମ ନିବାସୀ ଗଣ୍ତା ରାଉତ (୬୫) ନିଜ ଧାନ କ୍ଷେତକୁ ବୁଲିବାକୁ…
ଅଧିକ ଖବର ଦେଖନ୍ତୁ...

ମହାବୀର ମୋଟର୍ସ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର, ୩୨ ୟୁନିଟ ରକ୍ତ ସଂଗ୍ରହ

ଘୁ.ଉଦୟଗିରି: ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହ ଠାରେ ଆଜି ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୩୨ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି। ଏସ୍‌ଡ଼ିପିଓ ଡି. ତିରୁପତିରାଓ ପଟ୍ଟନାୟକ, ଥାନାଧିକାରୀ ନରେଶ କୁମାର ସାହୁ, ପୂର୍ବତନ ଏନ୍ଏ‌ସି ଉପାଧ୍ୟକ୍ଷା…
ଅଧିକ ଖବର ଦେଖନ୍ତୁ...