Daily Archives

November 23, 2020

ଶିକ୍ଷୟିତ୍ରୀଙ୍କ ଘରୁ ସୁନାଗହଣା ଲୁଟିନେଲେ ଦୁଇ ମହିଳା

ଚକାପାଦ: ଟିକାବାଲି ସହରର ଡିଆଇଟି ସମ୍ମୁଖରେ ରାସ୍ତା ଆରପଟେ ଘର ଭଡ଼ାରେ ରହୁଥିବା ଡିଆଇଟିର ଶିକ୍ଷୟିତ୍ରୀଙ୍କ ଘରୁ ସୋମବାର ଦିନ ଦିପହରେ ହିନ୍ଦୀ ଭାଷା କହୁଥିବା ଦୁଇ ମହିଳା ୫୦ଗ୍ରାମ ସୁନା ସହ ଦୁଇ ହଜାର ଟଙ୍କା ଚୋରି କରି ନେଇ ଯାଇଥିବା ନେଇ ଶିକ୍ଷୟତ୍ରୀଙ୍କ ସ୍ଵାମୀ ଶଶାଙ୍କ ଶେଖର ସାହାଣୀ…
ଅଧିକ ଖବର ଦେଖନ୍ତୁ...

ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ଠକେଇ: ପ୍ରଦୀପଙ୍କ ସମେତ ୩ ଦିନକ ପାଇଁ ଛତ୍ରପୁର ପୁଲିସ ରିମାଣ୍ଡ୍‌ରେ  

ଛତ୍ରପୁର: ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଆଜି ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ, ପୋଲସରା ଷଣ୍ଢ ସାହିର ମନୋଜ ପଟ୍ଟନାୟକ ଏବଂ ବାଲେଶ୍ବର ଦହିସୋର ଗ୍ରାମର ଶ୍ରୀକୃଷ୍ଣ ଚନ୍ଦ୍ର ପାଢ଼ୀ ଆଜି ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ଛତ୍ରପୁର…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥଙ୍କ ଜମିରେ ଖଣି ଚୋରି ରୋକିବାକୁ ଗଠିତ ହେବ ଗାଁ କମିଟି

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ବିଭିନ୍ନ ସ୍ଥାନରେ ବିଶେଷତଃ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ପଥର ଖନନ ଓ ଚାଲାଣ ବୃଦ୍ଧି ପାଉଛି। ଏନେଇ ସମ୍ବାଦରେ କ୍ରମାଗତ ଖବର ପ୍ରକାଶିତ ହେବା ପରେ ଏ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହା ସତ୍ୱେ ଖଣି ଚୋରି ରୋକାଯାଇ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧୫ରୁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଠାରୁ କିଣାଯିବ ମାଣ୍ଡିଆ

ଛତ୍ରପୁର : ଚଳିତ ବର୍ଷ ଚାଷୀଙ୍କ ଠାରୁ ମାଣ୍ଡିଆ କଣିବେ ସରକାର। ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଠାରୁ ମାଣ୍ଡିଆ କିଣିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ୪୮୪୩ ଜଣ ଚାଷୀଙ୍କ ଠାରୁ ୫୦୦୦ କ୍ୱିଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଗତ ଅକ୍ଟୋବର ୨୭ ତାରିଖ…
ଅଧିକ ଖବର ଦେଖନ୍ତୁ...

ଆର୍‌ଟିଓରେ ବେଆଇନ ନିଯୁକ୍ତି ! ପ୍ରତ୍ୟେକ ବିଭାଗରେ ନକଲି କର୍ମଚାରୀ, ଧରା ପଡିବାକୁ ତଥ୍ୟ ଦେଉ ନାହାନ୍ତି କର୍ତ୍ତୃପକ୍ଷ

ରାଉରକେଲା : ବର୍ଷ ବର୍ଷ ଧରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ରାଉରକେଲାରେ ଚାଲିଥିବା ଦଲାଲ୍‌ରାଜ। ପରିବହନ ଅଫିସ୍‌କୁ କାମ କରିବାକୁ ଆସୁଥିବା ସାଧାରଣ ଗାଡି ଚାଳକଟିଏ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ…
ଅଧିକ ଖବର ଦେଖନ୍ତୁ...

କୋମାକୁ ନେଇଗଲା କରୋନା, ଜୀବନ ସହ ସଂଗ୍ରାମ କରୁଛନ୍ତି ଡା. ଶ୍ରୀମନ୍ତ ସାହୁ

ବଲାଙ୍ଗୀର : କରୋନାରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ବଲାଙ୍ଗୀର ମାଟିରେ ଜନ୍ମିତ ଡା. ଶ୍ରୀମନ୍ତ ସାହୁ। ସେ ଦିଲ୍ଲୀ ରାମମୋହନ ମେଡିକାଲ କଲେଜରେ ମେଡିସିନ ପ୍ରଫେସର (ଯକୃତ ସଂମ୍ବନ୍ଧୀୟ ରୋଗ ବିଶେଷଜ୍ଞ) ଭାବେ କାର୍ଯ୍ୟରତ ଥିଲେ। ଗତ ୫ ତାରିଖ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଫେମିନା ମିସ ଇଣ୍ଡିଆ: ଓଡ଼ିଶା ଟପ୍‌ ଫାଇଭରେ ବଲାଙ୍ଗୀର ବିଚାରପତିଙ୍କ ଝିଅ

ବଲାଙ୍ଗୀର: ଚଳିତ ବର୍ଷ ଫେମିନା ମିସ୍‌ ଇଣ୍ଡିଆ ତରଫରୁ ଆୟୋଜିତ ହେବାକୁ ଥିବା ମିସ୍‌ ଇଣ୍ଡିଆ-୨୦୨୦ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ଚୟନ କରାଯାଇଥିବା ଟପ୍‌ ଫାଇଭ ଭିତରେ ରହିଛନ୍ତି ବଲାଙ୍ଗୀର ଜିଲ୍ଲାର ଶୁଭଶ୍ରୀ ରାୟଗୁରୁ। ଶୁଭଶ୍ରୀ ହେଉଛନ୍ତି ବଲାଙ୍ଗୀର ସ୍ପେସାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ ନେଲା ଜୀବନ: ବାପା ଡାକ ଶୁଣିବା ଆଗରୁ ଚାଲିଗଲେ ନାରାୟଣ, ନବବଧୂ ରୀତାଙ୍କ ମଥାରୁ ଲିଭିଗଲା ସିନ୍ଦୂର 

ବେଗୁନିଆପଡ଼ା: ଦଇବ ଦାଉ ସାଧିଲା। ଯେଉଁ କ୍ରିକେଟ୍‌ ଖେଳକୁ ସେ ଜୀବନଠୁ ଅଧିକ ଭଲ ପାଉଥିଲେ ସେହି ଖେଳ ହିଁ ତାଙ୍କ ପାଇଁ କାଳ ସାଜିଲା। କ୍ରିକେଟ୍‌ ଖେଳିବା ବେଳେ ଟଳି ପଡ଼ିଥିବା ନାରାୟଣଙ୍କ ବାହାଘରକୁ ପୂରି ଥିଲା ମାତ୍ର ୧୦ ମାସ। ହସଖୁସିରେ ଚାଲିଥିଲା ନୂଆ ସଂସାର। ମନରେ ଥିଲା ଅନେକ ଆଶା ଓ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ସୁନାଦୋକାନୀଙ୍କୁ ବୋମାମାଡ଼, ମେଡିକାଲରେ ଭର୍ତ୍ତି

ଦିଗପହଣ୍ଡି/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ସୋମବାର ରାତିରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୁନା ଦୋକାନର ମାଲିକ ମଧୁସୂଦନ ପାତ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କଳାମୁଖା ପିନ୍ଧିଥିବା ଦୁଇ ଦୁର୍ବୁତ୍ତ ଏକ ବାଇକ୍‌ରେ ଆସି ଆକ୍ରମଣ କରିଛନ୍ତି। ଠେଙ୍ଗାରେ ମାଡ଼ ମରିବା…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରେ ଅଖା ଜାଲିଆତି ନେଇ ଧାରଣା 

ଖୋର୍ଦ୍ଧା: ଧାନମଣ୍ଡି ଗୁଡ଼ିକରେ ଚାଷୀ ଯେଉଁ ଅଖାରେ ଧାନ ନେଇ ଆସେ ସେମାନଙ୍କୁ ନିୟମାନୁସାରେ ଅଖାର ପ୍ରାପ୍ୟ ମିଳୁନଥିବା ଓ ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ କରି ଆଜି ସୂଚନା ଅଧିକାର କର୍ମୀ ବିଭୂତି ଭୂଷଣ ଦାଶ ଜିଲ୍ଳାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାଧିକାର…
ଅଧିକ ଖବର ଦେଖନ୍ତୁ...