Daily Archives

November 23, 2020

କୋଭିଡ-୧୯ ବିରୋଧରେ ଭାରତର ଲଢ଼େଇରେ ଫଳପ୍ରଦ ମୁଖ୍ୟ ଆୟୁଧ ସାଜିବ ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଆଶ୍ୱାସନାମୂଳକ ସକରାତ୍ମକ ଖବର। କୋଭିଡ୍‌-୧୯ ଟିକା ବିକାଶରେ ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକାର ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ବୋଲି ସୋମବାର ଘୋଷଣା କରିଛି ଅକ୍ସଫୋର୍ଡ। କରୋନାଭାଇରସ୍‌ ବିରୁଦ୍ଧରେ କୌଣସି ପ୍ରକାରର ଗମ୍ଭୀର ପାର୍ଶ୍ୱ…
ଅଧିକ ଖବର ଦେଖନ୍ତୁ...

କନ୍ଦେଇଲା ଗ୍ରେସି: ସମ୍ମାନର ସହ ଶେଷକୃତ୍ୟ କଲା ପୁଲିସ

କୋରାପୁଟ: ପୁଲିସ ପାଇଁ ଯେତେବେଳେ ଅଡୁଆ ସ୍ଥିତି ଉପୁଜେ, ସେତେବେଳେ ଖୋଜାପଡେ ଗ୍ରେସି। ଚୋରଙ୍କୁ ଧରିବାଠାରୁ ଆରମ୍ଭ କରି ବହୁ ଜଘନ୍ୟ ଅପରାଧର ଖିଅ ଦେବାରେ ସେ ସଫଳ ବି ହେଉଥିଲା। ଖେଳକୁଦରେ ବି ଥିଲା ଏକ ନମ୍ବର। ସେଥିପାଇଁ ସେ ଥିଲା ସବୁରି ପ୍ରିୟ। କିନ୍ତୁ ହଠାତ ଆଜି କୋରାପୁଟ ପୁଲିସର…
ଅଧିକ ଖବର ଦେଖନ୍ତୁ...

କୋରେଇ : ଧରାପଡ଼ିଲେ ଲୁଟେରାଙ୍କ ମାଷ୍ଟରମାଇଣ୍ତ ବାପ-ପୁଅ

କୋରେଇ : କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ତେଲଙ୍ଗା ବସ୍ତିରୁ ଗିରଫ ହୋଇଥିବା କୁଖ୍ୟାତ ଲୁଟେରାଙ୍କ ମାଷ୍ଟର ମାଇଣ୍ତକୁ ଆଜି କୋରେଇ ପୁଲିସ୍‌ ଗିରଫ କରିବାରେ ସଫଳ ହୋଇଛି। କୋରେଇ ଅଞ୍ଚଳରେ ବହୁଦିନ ଧରି ଚାଲିଥିବା ଲୁଟ୍ ଓ ରାହାଜାନି ଭଳି ଅପରାଧ ଘଟାଉଥିବା ଅଭିଯୁକ୍ତମାନେ ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ମାଟି ପକାଇ ଅନାବାଦୀ ଜାଗାକୁ ଅକ୍ତିଆର ପାଇଁ ଚାଲିଛି ମସୁଧା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ସରକାରୀ ଜମିକୁ ଜମି ମାଫିଆମାନେ ରାଜସ୍ୱ ବିଭାଗର ଜାଣତରେ ନିଜ ଅକ୍ତିଆରକୁ ଆଣୁଥିବା ବେଳେ ବିଭାଗି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଖୋଦ ଭବାନୀପାଟଣା ସହରର ଜାତୀୟ ରାଜପଥ  ୨୬ ପାର୍ଶ୍ଵରେ ଥିବା ତ୍ରିଶୁଳ ମୁଣ୍ଡାର ୫୪…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ହେବାକୁ ‘ଆଶୀର୍ବାଦ’ ଦେବା ପାଇଁ ଭୂମି ଉପରେ ଶୋଇଥିବା ଶତାଧିକ ମହିଳାଙ୍କ ଉପରେ ଚାଲିଲେ ପୁରୋହିତ: ଭିଡିଓ…

ରାୟପୁର: ଛତିଶଗଡର ଧାମତରୀ ଜିଲ୍ଲାରେ ଘଟିଥିବା ଏକ ବିଚିତ୍ର ତଥା ଅଭାବନୀୟ ରୀତିନୀତି ସଂପ୍ରତି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଆଲୋଡ଼ନ ସୃଷ୍ଟି କରିଛି। ଗର୍ଭବତୀ ହେବାକୁ ଚାହୁଁଥିବା ଶହ ଶହ ମହିଳା ଭୂମି ଉପରେ ଶୋଇଥିବା ବେଳେ ସେମାନଙ୍କୁ ଆଶୀର୍ବାଦ ଦେବାପାଇଁ ପୁରୋହିତମାନେ…
ଅଧିକ ଖବର ଦେଖନ୍ତୁ...

ନୃଶଂସ ବାପାର ଅମାନବୀୟ କର୍ମ: ଚେଙ୍କରେ ୧୮ଦିନର ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ

ଜୟପୁର: ନୃଶଂସ ବାପାର ଅମାନବୀୟ କର୍ମ। ନିଆଁ ଚେଙ୍କରେ ୧୮ଦିନର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଚେଙ୍କ ଦେଇ ଶିଶୁକନ୍ୟାକୁ ନିଜେ ବାପା ମାରିଦେଇଥିବାବେଳେ ଟାଉନଥାନାରେ ଅଭିଯୋଗ କରିଛନ୍ତି ଶିଶୁକନ୍ୟାର ମା ଚୁମୁକି ମୁଦୁଲି। ତେବେ କାହିଁକି ଏହି ଶିଶୁକନ୍ୟାକୁ ବାପା ଜଣକ ଚେଙ୍କ ଦେଲେ ତାହାକୁ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପରେ ମହିଳାଙ୍କୁ ଫିଙ୍ଗିଦେବା ଘଟଣା: ଜଣେ ଅଟକ

ଛତିଆ : ଧାନମଣ୍ତଳରେ ରହୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ରାସ୍ତା‌ କଡ଼ରେ ମୁମୂର୍ଷୁ ଅବସ୍ଥାରେ ଫିଙ୍ଗି ଦିଆଯିବା ଘଟଣାରେ ପୁଲିସ ଜଣକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି। ଦୁଷ୍କର୍ମ ପରେ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ପୀଡିତାର…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ଜ‌େଲ୍‌ ଗଲେ ଓଏଏସ୍ ଅଧିକାରୀଙ୍କ ଶ୍ବଶୁର 

ଯାଜପୁର/ଟାଉନ୍‌ : ବିଏମସିର ‌ଡେପୁଟି ଜୋନାଲ୍ କମିସନର୍ ପ୍ରମୋଦ ପୃଷ୍ଟିଙ୍କ ଘରେ ଚାକିରାଣୀ ଭାବେ କାମ କରୁଥିବା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଚିକିତ୍ସାଧୀନ ଥିବା ତାଙ୍କ ଶ୍ବଶୁର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କୁ ଆଜି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗତ…
ଅଧିକ ଖବର ଦେଖନ୍ତୁ...

ଝରିଗାଁ : ଚିକିଲି ନଦୀ କଡ଼ରୁ ଯୁବକର ମୃତଦେହ ଉଦ୍ଧାର ,ହତ୍ୟା ସଂଦେହ

ଝରିଗାଁ :  ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ କଟରିଛାପର ପଂଚାୟତ କୁରୁଲୁଭଟା ଗ୍ରାମର ଜଣେ ୨୪ ବର୍ଷ ଯୁବକର ମୃତଦେହ ଗାଁ ନିକଟସ୍ଥ ଚିକିଲି ନଦୀ କଡ଼ରେ ପଡ଼ିଥିବା ଦେଖିବାକୁ ମିଳଛି । ଏ ସମ୍ପର୍କରେ ପରିବାର ପକ୍ଷରୁ  ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଘଟଣା ସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଜୟପୁର : ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଜୟପୁର : ଗତ ୪ବର୍ଷ ହେବ ସ୍ଥାନୀୟ ଓଡିଆ ମେଦିରି ସାହି ଅଂଚଳର ପ୍ରଭାତି ନାୟକ ନାମ୍ନୀ ଯୁବତୀଙ୍କ ସହ ଅଭିଯୁକ୍ତ ରତ୍ନାକର ସ୍ବାଇଁ ନାମକ ଯୁବକ ପ୍ରେମ ସଂପର୍କ ସ୍ଥାପନ କରିଥିଲେ। ତାଙ୍କୁ ପ୍ରେମ ଜାଲରେ ଫସାଇ ଶାରିରୀକ ସଂପର୍କ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଡରାଇ ଧମକାଇ ଶାରିରୀକ…
ଅଧିକ ଖବର ଦେଖନ୍ତୁ...