Daily Archives

November 24, 2020

ସାମାଜିକ ବାସନ୍ଦ କାରଣରୁ ୬ ଘଣ୍ଟା ପଡ଼ି ରହିଲା ଶବ, ଭିନ୍ନ ଜାତିରେ ବାହା ହୋଇଥିବାରୁ କାନ୍ଧ ଦେଲେନି ଜାତିଭାଇ

ସମ୍ବଲପୁର: ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ୬ ଘଣ୍ଟା ଧରି ପଡ଼ି ରହିବା ଭଳି ଅଭାବନୀୟ ଘଟଣା ଘଟିଛି ରେଂଗାଲି ବ୍ଲକ୍‌ ବାବୁଖିଣ୍ଡା ଗାଁରେ। ଗାଁ’ର ସୁଶୀଲ ବାଗ (୪୨) କିଛି ବର୍ଷ ତଳେ ଭିନ୍ନ ଜାତିର ଜଣେ ମହିଳାଙ୍କୁ ବିବାହ…
ଅଧିକ ଖବର ଦେଖନ୍ତୁ...

ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣା, ସ୍ୱାଧର ଗୃହରୁ ଘରକୁ ଫେରିଲେ ପୀଡିତା

ଭବାନୀପାଟଣା : ଆବାସ ଯୋଜନାରେ ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣାରେ ସାଲେପାଲି ପଞ୍ଚାୟତ ସରପଞ୍ଚ ଜେଲ ଯାଇଛନ୍ତି । ଏହି ଘଟଣାରେ ପୀଡିତା ଘରେ ବାପା ମାଁ ନ ଥିବା ଯୋଗୁଁ ଭବାନୀପାଟଣା ସ୍ୱାଧର ଗୃହରେ ରହୁଥିଲେ । ଦାଦନ ଖଟି ଯାଇଥିବା ବାପା ମାଁ ଆଜି ରାଜକୋଟ ରୁ ଗାଁ କୁ ଫେରିବା…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ତେଜିଲା ରିଆଡମିସନ୍ ଫି ଛାଡ଼ ଦାବି

ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ପୁଣି ତେଜିଛି ରିଆଡମିସନ୍ ଫି ଛାଡ଼ ଦାବି। ୨୪ ଘଣ୍ଟା ମଧ୍ୟରେ ଏହା ୭୦ ପ୍ରତିଶତ ଛାଡ଼ କରିବା ଦାବି ପୂରଣ ନହେଲେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମୂହିକ ଆତ୍ମାହୁତି ଦେବେ ବୋଲି ଆଜି ଚେତାବନୀ ଦେଇଛନ୍ତି। ଏନେଇ କୁଳପତିଙ୍କୁ ଭେଟି ଲିଖିତ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ : ଅପହଞ୍ଚ ଗାଁରୁ ରୋଗୀ ବୋହିବ ବାଇକ ଆମ୍ବୁଲାନ୍ସ , ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ଲକ୍ ପାଇଁ ୯ଟି…

ସୁନ୍ଦରଗଡ଼ : ଏଣିକି ଦୁର୍ଗମ ଅଞ୍ଚଳରୁ ଅନ୍ତଃସତ୍ତ୍ବା, ଆସନ୍ନ ପ୍ରସବା ଓ ଗୁରୁତର ରୋଗୀଙ୍କୁ ମଧ୍ୟ ମିଳିବ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା। ନଦୀନାଳ ଓ ଯାତାୟତ ଯୋଗ୍ୟ ରାସ୍ତା ନଥିବା ଯୋଗୁଁ ୧୦୨ ଓ ୧୦୮ ପରି ସାଧାରଣ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଆସୁଥିବା ଲୋକଙ୍କ ପାଇଁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ଖଣିଅଞ୍ଚଳରେ ପ୍ରଥମ କରୋନା ମୃତ୍ୟୁ

କାଳିଆପାଣି  : କାଳିଆପାଣି ଖଣିଅଞ୍ଚଳରେ କରୋନା ଜନିତ ପ୍ରଥମ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇଛି। ମୃତକ ଜଣକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ପାଟଣା ମୌଜାର ସୁକଦେବ ପ୍ରଧାନଙ୍କ ପୁଅ ଚୈତନ୍ୟ ପ୍ରଧାନ(୩୬) ‌ବୋଲି ସୂଚନା ମିଳିଛି। ସେ କାଳିଆପାଣି ଓଏମ୍‌ସି ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରେ ୨ ବଖରା ଭସ୍ମୀଭୂତ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ମଲିପୁର ପଂଚାୟତର ବାଉଁସପୁଟ ଗାଁରେ ଆଜି ମଧ୍ୟାହ୍ଣରେ ନିଆଁ ଲାଗି ଗୋଟିଏ ଘରର ଦୁଇ ବଖରା ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯିବା ସହ ସେଠାରେ ଥିବା ଅନେକ ମୂଲ୍ୟବାନ ସମ୍ପତ୍ତି ପୋଡ଼ିଯାଇଛି । ସୂଚନାନୁସାରେ, ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟା ବେଳେ ଅଜିତ ମାଝିଙ୍କ ଘରେ ନିଆଁ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ପୋଲସରା ସାହିତ୍ୟ ଘର ସଭାପତିଙ୍କ କବିତାଗ୍ରନ୍ଥ ‘ଅକ୍ଷରା’

ପୋଲସରା: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା ପୋଲସରା ସମ୍ବାଦ ସାହିତ୍ୟ ଘରର ସଭାପତି କୁଳମଣି ସାହୁଙ୍କ ନାମ। ସ୍ବରଚିତ ଅନୁପ୍ରାସ କବିତାମାଳା 'ଅକ୍ଷରା' ପାଇଁ ଶ୍ରୀ ସାହୁ ଏହି କୃତିତ୍ବ ହାସଲ କରିଛନ୍ତି। ଏହି ଅବସରରେ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ଭୀଷଣ ରୂପ ନେଉଛି ସାମୁଦ୍ରିକ ଝଡ଼ ‘ନିଭାର’: ସ୍ଥିତି ସମ୍ପର୍କରେ ତାମିଲନାଡ଼ୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ…

ନୂଆଦିଲ୍ଲୀ/ ଚେନ୍ନାଇ: ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ନିଭାର’ ଧୀରେ ଧୀରେ ଭୀଷଣ ରୂପ ଧାରଣ କରିବା ସହ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତାକାଲି (ନଭେମ୍ବର ୨୫, ଗୁରୁବାର) ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଆଜି ସକାଳୁ ତମାମ୍‌ ତାମିଲନାଡୁ ସମେତ…
ଅଧିକ ଖବର ଦେଖନ୍ତୁ...

୯ ଲକ୍ଷର ୟୁସି ଦେଉନାହାନ୍ତି ୧୪ ବ୍ଲକ୍‌, ୨୫ ତାରିଖ ସୁଦ୍ଧା ୟୁସି ଦାଖଲ ଲାଗି ବିଡିଓମାନଙ୍କୁ ନିର୍ଦ୍ଦେଶ

ବ୍ରହ୍ମପୁର: ଚଳିତ ଖରିଫ ଧାନ କିଣା ନିମନ୍ତେ ଗଞ୍ଜାମ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ବିଷୟରେ ସଚେତନତା ସୃଷ୍ଟି ଲାଗି ଜିଲ୍ଲା ଯୋଗାଣ ବିଭାଗ ପ୍ରତି ବ୍ଲକ୍‌କୁ ଅନୁଦାନ ଯୋଗାଇ ଦେଇଥିଲା। ପଞ୍ଜୀକରଣ ପ୍ରକିୟା ‌ଶେଷ ହୋଇ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଜିଲ୍ଲାର ୧୪ଟି…
ଅଧିକ ଖବର ଦେଖନ୍ତୁ...

ଜୟପୁର ତହସିଲ ୨୦୧୯-୨୦ର ବାର୍ଷିକ ସମୀକ୍ଷା କଲେ ଜିଲ୍ଲାପାଳ

ଜୟପୁର: ଜୟପୁର ତହସିଲର ୨୦୧୯-୨୦ଆର୍ଥିକ ବର୍ଷର ବାର୍ଷିକ (ସଲତମାମି) ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ମିଶ୍ର କରିଛନ୍ତି। ଏଥିରେ ଜୟପୁର ତହସିଲର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର, ନିଳାମ୍ବର ପୁଜାରୀଙ୍କ ସହ ୧୫ଟି ରାଜସ୍ବ ସର୍କଲର…
ଅଧିକ ଖବର ଦେଖନ୍ତୁ...