Daily Archives

November 24, 2020

ଥୁଆପଦର ପଂଚାୟତକୁ ମରୁଡି ଘୋଷଣା ଓ ଧାନମଣ୍ଡି ବନ୍ଦ ଦାବୀ ଜୋର ଧରିଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ବର୍ଷା ହୋଇଥିଲେ ମଧ୍ୟ ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ପଞ୍ଚାୟତ ଘୋର ମରୁଡିର ଶିକାର ହୋଇଛି । ଚଳିତ ବର୍ଷ ଅଭିଶପ୍ତ ପାଲଟିଥିବା ଏହି ପଞ୍ଚାୟତର ଖରିଫଚାଷ ସଂପୂର୍ଣ୍ଣ ଉଜୁଡିଯାଇଛି । ଏହି କାରଣରୁ ଗ୍ରାମପଞ୍ଚାୟତକୁ ମରୁଡି…
ଅଧିକ ଖବର ଦେଖନ୍ତୁ...

ଜବର ଦଖଲ ଜମିରେ ମାଟି ପୋତିବା ନେଇ ତହସିଲଦାରଙ୍କ ତଦନ୍ତ ଆରମ୍ଭ, ୧ ଲକ୍ଷ ୩୯ ହଜାର ଟଙ୍କା ଜରିମାନା ଆଦାୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ତ୍ରିଶୁଲମୁଣ୍ଡା ଠାରେ ଆବାସ ଅଯୋଗ୍ୟ ଅନାବାଦୀ ଜାଗାରେ ଜବର ଦଖଲ କରି ମାଟି ପୋତିବା ଘଟଣା ନେଇ ଆଜି ସମ୍ବାଦ ରେ ଖବର ପ୍ରକାଶ ପାଇବା ପରେ କଳାହାଣ୍ଡି ତହସିଲଦାର ଘଟଣା ସ୍ଥଳକୁ ଯାଇ ସର ଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ୨ ଜଣ ଜମି…
ଅଧିକ ଖବର ଦେଖନ୍ତୁ...

କିରାସିନି ଢ଼ାଳି ଗାଈ ପିଠିରେ ନିଆଁ ଲଗାଇ ଦେଲା ପୋଷ୍ଟମାଷ୍ଟର ପୁଅ

ଚାନ୍ଦବାଲି : ରାଗ ବ୍ରହ୍ମ ଚଣ୍ଡାଳ । ହିନ୍ଦୁଧର୍ମରେ ଗାଈ ଗୋରୁଙ୍କୁ ଦେବତା ମନାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ମାତ୍ର ଜଣେ ହିନ୍ଦୁ ହିଂସାତ୍ମକ ପନ୍ଥା ଆପଣେଇ ପୂର୍ବଶତ୍ରୃତାକୁ କେନ୍ଦ୍ର କରି ଗୋମାତା ଉପରେ କିରାସିନି ଢ଼ାଳି ନିଆଁ ଲଗାଇ ଦେବା ଭଳି ଅମାନୁଷିକ କାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଖୁସିରେ ନିଜର ଚତୁର୍ଥ ଆଙ୍ଗୁଳି କାଟି ଦେଲେ ଏହି ବ୍ୟକ୍ତି !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ବିଜୟୀ ହେବାପରେ ମେଣ୍ଟ ଅଂଶୀଦାର ଜନତା ଦଳ- ୟୁନାଇଟେଡ୍ (ଜେଡି-ୟୁ) ମୁଖ୍ୟ ନୀତୀଶ କୁମାର ଗତ ସୋମବାର (ନଭେମ୍ବର ୧୬) ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି କ୍ରମରେ ନୀତୀଶ କୁମାରଙ୍କ ଜଣେ ସମର୍ଥକଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ମାମଲା : ଏସପି ଓ ଆଇଆଇସିଙ୍କ ବଦଳି ଦାବିରେ ବିଜେପି ପ୍ରତିନିଧି ଦଳ ପୁଲିସ…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁଚର୍ଚ୍ଚିତ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। କଂଗ୍ରେସ ଜିଲ୍ଲାପାଳଙ୍କୁ ନିଲମ୍ବିତ କିମ୍ବା ବଦଳି ନ କଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଅଭିଯୋଗ କରିବା…
ଅଧିକ ଖବର ଦେଖନ୍ତୁ...

‘ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସହ ଜଡିତ କରିବା ମୋ’ ସ୍କୁଲ ଅଭିଯାନର ମୂଳ ଲକ୍ଷ୍ୟ’

ଜୟପୁର: ଶିକ୍ଷା ବ୍ୟବସ୍ଥା ଏକ ତ୍ରିକୋଣୀୟ ବ୍ୟବସ୍ଥା । ଏହାର ଗୋଟିଏ ପାଶ୍ୱର୍ରେ ଛାତ୍ର, ଆଉ ଏକ ପାଶ୍ୱର୍ରେ ଶିକ୍ଷକ ଏବଂ ତୃତୀୟ ପାଶ୍ୱର୍ରେ ଅଭିଭାବକ, ଗୁରୁଜନ, ପୁରାତନ ଛାତ୍ରଛାତ୍ରୀମାନେ ରହିଥାନ୍ତି । ଏହି ତିନିଟି ସ୍ତମ୍ଭର ସମନ୍ୱୟରେ ହିଁ ଶିକ୍ଷା ବ୍ୟବସ୍ଥା ସଫଳ ହୋଇଥାଏ । ମୋ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଛାତ୍ରୀଙ୍କ ସଫଳତା

ଭବାନୀପାଟଣା: ଭାରତର ଖ୍ୟାତି ସମ୍ପନ୍ନ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୨୦୨୦ ରେ କଳାହାଣ୍ଡି ଜିଲ୍ଲା ର ଦୁଇ ଜଣ କୃତିତ୍ବ ହାସଲ କରିଛନ୍ତି । ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ତଥା ବର୍ତ୍ତମାନ ର କଳାହାଣ୍ଡି ବିଶ୍ବବିଦ୍ୟାଳୟ ରୁ ଉଭୟ ସ୍ନାତକ ପାସ…
ଅଧିକ ଖବର ଦେଖନ୍ତୁ...

ନାବାଳକଙ୍କୁ ପୁଲିସର ଥାର୍ଡଡିଗ୍ରି, ପୁଣି ପାଟଣା ଥାନା ଚର୍ଚ୍ଚାରେ!

କେନ୍ଦୁଝର: ପୁରୀ, ବୀରମିତ୍ରପୁର ହାଜତ ମୃତ୍ୟୁ ଏବଂ ପିପିଲି ପୁଲିସର ଥାର୍ଡ ଡିଗ୍ରିକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକକୁ ନିସ୍ତୁକ ମାଡ଼ ମରାଯାଇଥିବା ଘଟଣା ପଦାକୁ ଆସିଛି। ଆହତ ନାବାଳକଙ୍କ ମା' ଏ ନେଇ କେନ୍ଦୁଝର ଏସ୍‌ପିଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

ହୋଟେଲରୁ ଟାଣି ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୩ ଯୁବକ ଗିରଫ, ୩ ମୋଟରବାଇକ୍‌ ଜବତ

ରାଉରକେଲା : ହୋଟେଲରୁ ଟାଣି ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପ୍ଲାଣ୍ଟସାଇଟ୍‌ ପୁଲିସ ଆଜି ଆଉ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ପାନପୋଷ ଡେଲିମାର୍କେଟର ଶିବମ୍‌ ସିହ୍ନା (୨୬), ଆଇଟିଆଇ ଲକ୍ଷ୍ମୀନଗରର ପିଣ୍ଟୁ ଓରଫ ଜ୍ୟୋତି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ସମ୍ମୁଖକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ସମ୍ବଲପୁର : ଗୋଡ଼ଭଗା-ହୀରାକୁଦ ଷ୍ଟେସନ ମଧ୍ୟସ୍ଥ ରେଳ ଲାଇନ୍‌ରେ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଜଣଙ୍କ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଟାଙ୍ଗରପଡ଼ାର ଆକାଶ ମହାନନ୍ଦ(୩୦)। ସମ୍ବଲପୁର ଜିଆର୍‌ପି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକାଶଙ୍କ…
ଅଧିକ ଖବର ଦେଖନ୍ତୁ...