Daily Archives

November 25, 2020

ବାଲିଅନ୍ତା ଅଂଚଳରେ ସାଂସଦଙ୍କ ପଦଯାତ୍ରା ଓ ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଅନ୍ତା: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ବାଲିଅନ୍ତା ଅଞ୍ଚଳକୁ ପଦଯାତ୍ରାରେ ଆସି ଲୋକଙ୍କ ସମସ୍ୟା ବୁଝିବା ସହ ଏକ କୋଠଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଚିଙ୍ଗୁଡ଼ିଆ ଛକଠାରୁ ବିଜେପି କର୍ମୀ ପଦଯାତ୍ରାରେ ବାହାରି ବୁଢ଼ାଳ ଓ ସୁବାଲୋ ଗ୍ରାମ ପରିକ୍ରମା କରି ସାନ…
ଅଧିକ ଖବର ଦେଖନ୍ତୁ...

ରିଷି ଗାଁ ମୌଜାରେ ସରକାରୀ ଜମି ହଡ଼ପ ଘଟଣା: ‘ସମ୍ବାଦ’ ରିପୋର୍ଟ କୁ ଭିତ୍ତି କରି କଳାହାଣ୍ଡି ତହସିଲଦାରଙ୍କ ତଦନ୍ତ…

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟସ୍ଥ ରିଷି ଗାଁ ମୌଜାରେ ସରକାରୀ ଜମି ହଡ଼ପ ହୋଇଥିବା ଘଟଣା ଆଜି ସମ୍ବାଦ ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଆଜି କଳାହାଣ୍ଡି ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥିରେ ଆହୁରି ଅନେକ ଜବର…
ଅଧିକ ଖବର ଦେଖନ୍ତୁ...

ଅଢେଇ କିଲୋ ଗଂଜେଇ ଜବତ: ବେପାରୀ ଗିରଫ, ମିନିଟ୍ରକ ଜବତ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ବଜାରରେ ଚୋରା ଗଂଜେଇ ବେପାର କରୁଥିବା ଅଭିଯୋଗରେ ପୁଲିସ୍‌ ଆଜି ଜଣେ ବେପାରୀକୁ ଗିରଫ କରିଛି। ଗଂଜେଇ ବେପାରୀ ବାରବାଟୀ ଗ୍ରାମର ଶ୍ରୀଧର ଦାସଙ୍କ ନିକଟରୁ ଅଢେଇ କିଲୋ ଗଂଜେଇ ଓ ସେ ବ୍ୟବହାର କରୁଥିବା ଏକ ୪୦୭ ମିନିଟ୍ରକ୍…
ଅଧିକ ଖବର ଦେଖନ୍ତୁ...

ଷ୍ଟଣ୍ଟ ଦେଖାଇ ଏକାଠି କରିଥିବା ଟଙ୍କାକୁ ଦାନ କଲେ ଯୁବକ; ଖୁସିରେ ହସିଲେ ଦିବ୍ୟାଙ୍ଗ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ତାଙ୍କ ମୁହଁରେ ହସ ଫୁଟି ଯାଉଛି। ଭିଡିଓରେ ଦେଖିବାକୁ ମିଳୁଛି ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଯୁବକ ଦିଲ୍ଲୀର କୋନାଟ ପ୍ଲେସରେ ଷ୍ଟଣ୍ଟ ଦେଖାଉଛନ୍ତି। ଆଉ…
ଅଧିକ ଖବର ଦେଖନ୍ତୁ...

ବେଳାଭୂମିରୁ ଉଠାଦୋକାନୀଙ୍କୁ ଉଚ୍ଛେଦ, ଫଟୋ ଉଠାଇବାରୁ ସାମ୍ବାଦିକଙ୍କୁ ମାଡ଼

ଭୋଗରାଇ : ପଶ୍ଚିମବଙ୍ଗ ଦୀଘା ବେଳାଭୂମିରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ସମୟରେ ଭୋଗରାଇ ବ୍ଲକର ୨ ଜଣ ସାମ୍ବାଦିକ ଫଟୋ ଉଠାଇବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଏହାକୁ ନେଇ ବେଳାଭୂମି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆହତ ସାମ୍ବାଦିକମାନେ ଜଣେ…
ଅଧିକ ଖବର ଦେଖନ୍ତୁ...

୫୦ ବର୍ଷ ହେଲା ଜୁନାଗଡ଼ ଏନଏସିରେ ଆଖି ଦୃଶିଆ ବିକାଶ ହୋଇନି

ଜୁନାଗଡ଼: ରାଜ୍ୟର ସମସ୍ତ ପୌରାଞ୍ଚଳରେ ପ୍ରାୟ ଏକବର୍ଷରୁ ଉର୍ଦ୍ଧ୍ବ ହେବ ନିର୍ବାଚିତ ପ୍ରତିନିଧି ମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିର୍ବାଚନ ପାଇଁ କୌଣସି ଯୋଜନା ପ୍ରସ୍ତୁତ କରିନାହାନ୍ତି । ଗତ କିଛି ମାସ ତଳେ ରାଜ୍ୟ ସରକାର ପୌରାଞ୍ଚଳ ମାନଙ୍କରେ ପ୍ରତ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚକାପାଟ ଓ କେଶାଇବାହାଲ ମଣ୍ଡି ଆରମ୍ଭ, ୨୩୭୧ ବସ୍ତା ଧାନ କ୍ରୟ 

ବାମରା : ବୁଧବାର ବାମରା ବ୍ଲକ୍‌ର ଉଚ୍ଚକାପାଟ ଓ କେଶାଇବାହାଲ ଧାନ ମଣ୍ଡି ଆରମ୍ଭ ହୋଇଛି। ଉଚ୍ଚକାପାଟ ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ମଞ୍ଜୁଲତା ଲୁହା ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଚାଷୀ ନେତା ଯୋଗବିହାରୀ ପରିଡ଼ା, ମିତ୍ରଭାନୁ କେଛୁ, ଆଲୋକ ଚୌଧୁରୀ, ବିକାଶ ଚୌଧୁରୀ,…
ଅଧିକ ଖବର ଦେଖନ୍ତୁ...

କେବିସି-୧୨ରେ ୧ କୋଟି ଟଙ୍କା ଜିତଲେ ଓଡ଼ିଆ ମହିଳା, ବିଗ୍‌ ବି ‘ସହି ଜୱାବ’ ବୋଲି କହିବା ପରେ ଭାବପ୍ରବଣ ହୋଇପଡ଼ିଲେ…

ଭୁବନେଶ୍ବର: ମେଗାଷ୍ଟାର୍ ଅମିତାଭ ବଚ୍ଚନ ହୋଷ୍ଟ୍ କରୁଥିବା ଦେଶର ବଡ଼ ରିୟାଲିଟି ସୋ’ ‘କୌନ ବନେଗା କରୋଡପତି’ରେ ବାଜିମାତ କରିଛନ୍ତି ଜଣେ ଓଡ଼ିଆ ମହିଳା। ଛତିଶଗଡ଼ର ଜଗ୍ଦଲପୁରର ବାସିନ୍ଦା ଅନୁପା ଦାସ ବିଗ୍ ବିଙ୍କ ଏହି ସୋ’ରେ ୧ କୋଟି ଟଙ୍କା ଜିତି ବିଜୟିନୀ ହୋଇଛନ୍ତି। ଅନୁପା ନିଜ…
ଅଧିକ ଖବର ଦେଖନ୍ତୁ...

କ୍ଷୁଦ୍ର ଜଳସେଚନ ବିଭାଗର କେଳେଙ୍କାରୀ! କର୍ଲାପାଟ ଉଦୟ ସାଗରରେ ୧ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ପରେ ବି ଆସୁନାହିଁ ପାଣି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତ ର ଉଦୟ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ କେନାଲ ମରାମତି ଓ ପୁନରୁଦ୍ଧାର ବାବଦରେ ୧ କୋଟି ୩୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । କିନ୍ତୁ ବ୍ୟାପକ ଦୁର୍ନୀତି ହୋଇଥିବା ଯୋଗୁଁ କେନାଲ…
ଅଧିକ ଖବର ଦେଖନ୍ତୁ...

ସୁଶୀଲ ପାଇଲେ ରାଷ୍ଟ୍ରପତି ଜୀବନ ରକ୍ଷା ପଦକ

ଯୁଯୁମୁରା : ବିଭିନ୍ନ କ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଅନ୍ୟର ଜୀବନ ବଞ୍ଚାଇ ପାରିଥିବା ୪୬ ଜଣଙ୍କୁ ଗତ ଅକ୍ଟୋବରରେ ରାଷ୍ଟ୍ରପତିଙ୍କ ପକ୍ଷରୁ ସାହସିକତା ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଥିଲା। ଏହି ତାଲିକାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଲିପିଣ୍ଡା ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...