Daily Archives

November 25, 2020

ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ

ଧର୍ମଶାଳା : ଧର୍ମଶାଳା ଥାନା ଅଂଚଳର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ପୁଲିସ୍‌ ଆଜି ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ସ୍ଥାନୀୟ ଭୁବନ ଗ୍ରାମର ପ୍ରଶାନ୍ତ କୁମାର ରାଉଳକୁ ପୁଲିସ୍‌ ଆଜି କୋର୍ଟଚାଲାଣ କରିଛି। ପ୍ରକାଶ ଯେ, ଜଣେ ବିବାହିତା ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

କିମ୍ବଦନ୍ତୀ ଫୁଟବଲ ଖେଳାଳି ମାରାଡୋନାଙ୍କ ପରଲୋକ

ବୁଏନ୍ସ ଏୟାରିସ : ବିଶ୍ବ ଫୁଟବଲର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଡିଏଗୋ ମାରାଡୋନାଙ୍କ ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଖବର ମିଳିଛି । ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ୧୯୮୬ରେ ମେକ୍ସିକୋରେ ଅନୁଷ୍ଠିତ ବିଶ୍ବକପ ଫୁଟବଲରେ ଚମତ୍କାର ଖେଳ ପ୍ରଦର୍ଶନ କରି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସାରା ଦିଶିଲା ଚନ୍ଦ୍ର ଚାରିପାଖରେ ଆଲୋକ-ବଳୟ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଫଟୋ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଚନ୍ଦ୍ର ଚାରିପାଖେ ଏକ ବଳୟ ସୃଷ୍ଟି ହୋଇଥିଲା । ଇନ୍ଦ୍ରଧନୁ ରଙ୍ଗର ଏହି ବଳୟ ରାଜ୍ୟର ଅନେକ ସ୍ଥାନରେ ଦେଖାଯିବାର ଖବର ମିଳିଛି । ଏହା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି । ଏହି  ସମୟର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…
ଅଧିକ ଖବର ଦେଖନ୍ତୁ...

ତରବୋଡ଼ରେ ମକା ଓ କପା ମଣ୍ଡି ଦାବି; ୨ ଘଣ୍ଟା ରାଜରାସ୍ତା ଅବରୋଧ

ତରବୋଡ଼: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ତରବୋଡ଼ ଗ୍ରାମରେ ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ରାଜରାସ୍ତା ଅବରୋଧ କରାଯାଇଛି। ଅଞ୍ଚଳରେ ମକା ଓ କପା ମଣ୍ଡି ଖୋଲିବାକୁ ଦାବି କରି ୩୫୩ ନମ୍ବର ଜାତୀୟ ରାଜପଥକୁ ୨ଘଣ୍ଟା ଧରି ଅବରୋଧ କରିଥିଲେ। କୋମନା ବ୍ଲକ୍‌ରେ ଗତ କିଛିବର୍ଷ ହେବ…
ଅଧିକ ଖବର ଦେଖନ୍ତୁ...

ଭିମ୍‌ସାର ଏଚ୍‌ଡିୟୁ କାନ୍ଥରୁ ଖସିଲା ସିମେଣ୍ଟ ପ୍ଲାଷ୍ଟର, ରୋଗୀଙ୍କ ସମ୍ପର୍କୀୟ ଗୁରୁତର ଆହତ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନାରେ ପୁଣିଥରେ ଅଘଟଣ। ବୁଧବାର ସକାଳ ୯ଟାରେ ଏଚ୍‌ଡିୟୁ ସମ୍ମୁଖ କାନ୍ଥରୁ ସିମେଣ୍ଟ ପ୍ଲାଷ୍ଟର ଖଣ୍ଡ ହଠାତ୍‌ ଖସି ପଡ଼ିବା ପରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଜଣଙ୍କ ହେଲେ ଛତିଶଗଡ଼ ଝରଗାଁ ଜିଲ୍ଲା ଗରିଆବନ୍ଧର ପଙ୍କଜ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ ସ˚ଗଠନରେ ଥିବା ଲୋକଙ୍କର ମର୍ଯ୍ୟାଦା ବଢ଼ିବ। ବ୍ୟବସାୟରେ ଅବହେଳା କରନ୍ତୁ ନାହିଁ। ଚାରିଆଡ଼େ ଆପଣଙ୍କ ଲେଖାର ପ୍ରଶ˚ସା ହେବ। ବୃଷ: ଆଜି ଆପଣ ଆନନ୍ଦରେ ରହିବେ। ବେପାରରେ ଉନ୍ନତି ହେବ। ପ୍ରିୟତମଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ମିଥୁନ: ଆପଣଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

‘ମୁଁ ଯାଉଛି, ମୋତେ ଖୋଜିବନି’, ସ୍ବାମୀଙ୍କୁ ଔଷଧ ଚିଠା ଧରାଇ ଡାକ୍ତରଖାନାରୁ ସ୍ତ୍ରୀ ଚମ୍ପଟ

ହାଟଡିହି: ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତରଖାନା ଯାଇଥିବା ବେଳେ ସ୍ବାମୀଙ୍କୁ ଛାଡ଼ି ଜଣେ ମହିଳା ଗାଏବ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ନନ୍ଦିପଦା ଥାନା ଅଞ୍ଚଳର ଜଣେ ଯୁବକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା…
ଅଧିକ ଖବର ଦେଖନ୍ତୁ...

ଗହମ ବୋଝେଇ ଟ୍ରକ୍‌ ଓଲଟିଲା

ଆନନ୍ଦପୁର : ଆନନ୍ଦପୁର-ଠାକୁରମୁଣ୍ତା ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଏକ ଗହମ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଦିନ ୧୧ଟା ବେଳେ ଏକ ଟ୍ରକ୍‌ (ସିଜି-୦୪-ଜେସି-୯୧୯୪) ଗହମ ବୋଝେଇ କରି ଛତିଶଗଡ଼ରୁ ଭୁବନେଶ୍ବର ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକ୍‌…
ଅଧିକ ଖବର ଦେଖନ୍ତୁ...

ଏହି ଦେଶରେ ଏଣିକି ସମସ୍ତ ମହିଳାଙ୍କୁ ମାଗଣାରେ ମିଳିବ ସାନିଟାରୀ ପ୍ୟାଡ଼

ଏଡିନଵର୍ଗ: ସ୍କଟଲ୍ୟାଣ୍ଡ ଦୁନିଆର ପ୍ରଥମ ଦେଶ ହୋଇପାରିଛି ଯେଉଁଠାରେ ଋତୁସ୍ରାବ ସମ୍ବଦ୍ଧିତ ସମସ୍ତ ଉତ୍ପାଦ ମାଗଣା ଭାବେ ଦିଆଯିବ | ଏବାବଦରେ ସ୍କଟଲ୍ୟାଣ୍ଡ ସଂସଦରେ ଏକ ବିଲ୍ ପାରିତ ହୋଇଛି । ଦେଶରେ 'ପିରିୟଡ୍ ପ୍ରଡକ୍ଟ (ଫ୍ରି ପ୍ରୋଭିଜନ୍) (ସ୍କଟଲ୍ୟାଣ୍ଡ)' ଅଧିନିୟମ ପାରିତ ହୋଇଛି। ଏହା…
ଅଧିକ ଖବର ଦେଖନ୍ତୁ...

ଜଳିଗଲା ୨ ଏକର ଧାନ ଫସଲ

ଲଇଡ଼ା : ରେଙ୍ଗାଲି ବ୍ଲକ୍‌ ଲଇଡା ପଞ୍ଚାୟତ ଅନ୍ତର୍ଗତ ଭାଗୀପାଲି ଗ୍ରାମରେ ବୁଧବାର ଜମିରେ ନିଆଁ ଲାଗି ୨ ଏକର ଧାନ ଫସଲ ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗାଁ’ର ଯଶୋବନ୍ତ ପଟେଲ ନୂଆପାଲି ମୈାଜାରେ ଥିବା ତାଙ୍କ ୨ ଏକର ଜମିରେ ଧାନ ଚାଷ କରିଥିଲେ। ଧାନ ଅମଳ…
ଅଧିକ ଖବର ଦେଖନ୍ତୁ...