Daily Archives

November 26, 2020

‘ଅଫିସ୍‌ ଅଫ୍ ପ୍ରଫିଟ୍‌’ ଅଭିଯୋଗ, ଅଡ଼ୁଆରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ

ରାଉରକେଲା :‘ଅଫିସ ଅଫ୍ ପ୍ରଫିଟ୍‌’ ଅଭିଯୋଗ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ପାଇଁ ଅଡ଼ୁଆ ବଢାଉଛି। ବିଧାନସଭା ନିର୍ବାଚନ ନାମାଙ୍କନପତ୍ରରେ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଏବଂ ସେଥିରୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କିତ ତଥ୍ୟ ଉଲ୍ଲେଖ କରି ନ ଥିବାରୁ ତାଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

୯ ମାସ ପରେ ପୁଣି ଦାଦନ ଦୁଃଖ, ତାମିଲନାଡୁରେ ଓଡ଼ିଆ ଶ୍ରମିକ ମୃତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡ଼ୁରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତକ ଘାସେ ମାଝୀ (୨୫)ଙ୍କ ଶବ ଗୁରୁବାର ତାଙ୍କ ଗାଁ ବାଲିଗୁଡ଼ାକୁ ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଜେପୁର ଥାନା ବେନଙ୍ଗା ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଅଂଶୀଦାରଙ୍କୁ ମୃତ ଦର୍ଶାଇ ୪ ଲକ୍ଷ ଟଙ୍କାର ସମ୍ପତ୍ତି ବିକ୍ରି

ବାଲିଅନ୍ତା : ବାଲିଅନ୍ତା ତହସିଲ ଭିଙ୍ଗାରପୁର ରାଜସ୍ବ ସର୍କଲ ଅଧୀନ ଭିଙ୍ଗାରପୁର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ଜିତିକାଲସୁଆଁଲୋ ମୌଜା ଅଞ୍ଚଳରେ ଦୁଇ ଜଣ ଅଂଶୀଦାର ପରିବାର ଅନ୍ୟ ଅଂଶୀଦାରଙ୍କୁ ଅବିବାହିତ ମୃତ ଦର୍ଶାଇ ୪ ଲକ୍ଷ ଟଙ୍କାର ସମ୍ପତ୍ତି ବିକ୍ରି କରିଦେଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପତ୍ନୀକୁ ହତ୍ୟା କରି ପଥର ସନ୍ଧିରେ ଲୁଚାଇଥିଲା ସ୍ବାମୀ, ଚାରି ଦିନ ପରେ ଶବ ଉଦ୍ଧାର କଲା ପୁଲିସ

ନୟାଗଡ଼/ଗଣିଆ: ଯୌତୁକ ପାଇଁ ସ୍ବାମୀ ସାଜିଲା ସୈତାନ। ସାମାନ୍ୟ କେତେ ଟଙ୍କା ନମିଳିବାରୁ ସ୍ତ୍ରୀକୁ ଜୀବନରୁ ମାରି ଦେବା ଭଳି ନୃଶଂସ କାଣ୍ଡ ଭିଆଇଲା ସ୍ବାମୀ । ହତ୍ୟାକାଣ୍ଡର ୪ ଦିନ ପରେ ଶବ ଉଦ୍ଧାର ହୋଇଛି। ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଂଚାୟତ ଅନ୍ତର୍ଗତ ଛାଡମୂଳ…
ଅଧିକ ଖବର ଦେଖନ୍ତୁ...

କାରଖାନାର ବର୍ଜ୍ୟଜଳରେ ବୁଡ଼ିଲା ଧାନ ଫସଲ, ଥାନାରେ ଅଭିଯୋଗ

କୋରେଇ : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ମୃତ୍ୟୁଞ୍ଜୟପୁର ବାଡ଼ା ଗ୍ରାମର ଚାଷୀ ବିଷ୍ଣୁଚରଣ ପ୍ରତିହାରୀଙ୍କ ୧୦ ଗୁଣ୍ଠରୁ ଊର୍ଦ୍ଧ୍ବ ପାଚିଲା ଧାନ କିଆରିରେ ସ୍ବର୍ଣ୍ଣଲତା ଏଣ୍ଟରପ୍ରାଇଜର୍ସ (ଟାଇଲ ଆଣ୍ତ ବ୍ରିକ୍ସ୍) କମ୍ପାନି କର୍ତ୍ତୃପକ୍ଷ କେମିକାଲ ଓ ବର୍ଜ୍ୟ ପାଣି ପୂରାଇ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଅଟ୍ରି- ଅରୁଗୁଳ ବିଦ୍ୟୁତ୍ ସଂଯୋଗ, କାମ ଶେଷ ପରେ କ୍ଷତିଗ୍ରସ୍ତଙ୍କୁ ଠକିଦେଲେ

ଖୋର୍ଦ୍ଧା: ଜଟଣୀଠାରେ ଥିବା ଆଇଆଇଟି ଅରୁଗୁଳ ଓ ଅଟ୍ରି ଉଚ୍ଚ୍ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଶେଷ ହେବା ପରେ ବିଦ୍ୟୁତ୍ ପୋଲ ସ୍ଥାପନରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସରକାର ଠକି ଦେଇଛନ୍ତି । ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଆଜି ଏନେଇ…
ଅଧିକ ଖବର ଦେଖନ୍ତୁ...

ତିନୋଟି ପୃଥକ ସଡ଼କ ଦୁର୍ଘଟଣାରେ ୩ ଯୁବକ ମୃତ

ଦୁର୍ଘଟଣାରେ ଅଚିହ୍ନା ଯୁବକଙ୍କ ମୃତ୍ୟୁ ବୈପାରିଗୁଡା :  ରାସ୍ତା ଦୁର୍ଘଟଣାରେ ଜଣେ ଅଚିହ୍ନା ଯୁବକଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ପୋଲିସ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ବୈପାରିଗୁଡା ମାଲକାନଗିରି ରାସ୍ତା ରେ ବୈପାରିଗୁଡା ଠାରୁ ୭ କିଲୋମିଟର ଦୂର ଟପାଯୋଡି ନିକଟରେ…
ଅଧିକ ଖବର ଦେଖନ୍ତୁ...

୪୦ଖଣ୍ଡ ପିଆଶାଳ ପଟା ସହ ମହିନ୍ଦ୍ରା ଭ୍ୟାନ୍ ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ନିଶ୍ଚିନପୁରରୁ ୪୦ଖଣ୍ଡ ପିଆଶାଳ ପଟ୍ଟାଭର୍ତ୍ତି ମହିନ୍ଦ୍ରା ଭ୍ୟାନ୍ କୁ ଜବତ କରିଛି ବନ ବିଭାଗ। ଚୋରା ପିଆଶାଳ କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଗାଡିକୁ ପିଛା କରିଥିଲେ। ଏହି ଗାଡିକୁ ପାଟଣା ରେଞ୍ଜ ନିଶ୍ଚିନ୍ତପୁର କାଜୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର କଳାଜଗତ ପାଇଁ ଶିବ ପାଣିଗ୍ରାହୀ ଓ ନିରଞ୍ଜନ ଦାସଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ

ଭୁବନେଶ୍ବର :  ଶିବ ପାଣିଗ୍ରାହୀ ଓ ନିରଞ୍ଜନ ଦାସ ଥିଲେ ପୁରାତନ ଶିକ୍ଷାନୁଷ୍ଠାନର ଗର୍ବ ଓ ଗୌରବ । ନିଜର ସାଧନା ବଳରେ ଶିବ ପାଣିଗ୍ରାହୀ ଓଡ଼ିଶାର ଆଧୁନିକ ଚିତ୍ରକଳାର ପ୍ରସାର କରିଥିଲେ । ଶିଳ୍ପୀ ନିରଞ୍ଜନ ଦାସ ଜଣେ କର୍ତ୍ତବ୍ୟନିଷ୍ଠ କଳାଶିକ୍ଷକ ଭାବେ ଅନେକ ଛାତ୍ରଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଛି ବହୁ ଗଛଡାଳ

ଭଞ୍ଜନଗର: ଶୁଖିଲା ହୋଇ ଠିଆ ହୋଇଛି ବିରାଟକାୟ ବୃକ୍ଷ। କେତେ ବେଳେ ମୂଳରୁ ପଡିଯିବାର ଭୟ ରହିଛି । ପ୍ରତିଦିନ କିଛିନା କିଛି ଡାଳ ଭାଙ୍ଗି ଲୋକମାନଙ୍କ ଉପରେ ପଡୁଛି। ସାମାନ୍ୟ ଖଣ୍ଡିଆ ଖାବର ମଧ୍ୟ ଲୋକ ହେଉଛନ୍ତି। ଗଛ ତଳେ ରହୁଥିବା ଯାନ ବାହାନ ଉପରେ ମଧ୍ୟ ପଡି କ୍ଷୟକ୍ଷତି ହେଉଛି। ଏଥିସହ…
ଅଧିକ ଖବର ଦେଖନ୍ତୁ...