Daily Archives

November 27, 2020

ଚାଷୀମୁଣ୍ତ ଉପରେ କୋହଲା ପାଗ ଚଡକ: ଖୋଲୁନି ମଣ୍ଡି, ବିକ୍ରି ହେଉନି ଧାନ

ଜୟପୁର: ବାତ୍ୟା ‘ନିଭାର’ ଅବପାତ ନେଇ ଦୁର୍ବଳ ହୋଇସାରିଥିଲେ ବି କୋରାପୁଟ ଜିଲ୍ଲରେ ତିନି ହେଲା ଲାଗି ରହିଛି ଝିପି ଝିପି ବର୍ଷା ସହ କୋହଲା ପାଗ। ଖରିଫ ଧାନ ଅମଳ ଚାଲିଥିବାବେଳେ ଏହି କୋହଲା ପାଗ ଓ ଝିପି ଝିପି ବର୍ଷା ଚାଷୀଙ୍କ ଉପରେ ବୋଝ ଉପରେ କରୋଡା ମାଡ କରିଛି। ଅମଳ ସହ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଦାୟିତ୍ୱ ନେଲେ ପ୍ରଫେସର କିଶୋର ବସା

ବାରିପଦା : ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର କିଶୋର କୁମାର ବସା ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ବିଦାୟୀ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ଶ୍ରୀ ବସାଙ୍କୁ ଦାୟିତ୍ବ ହସ୍ତାନ୍ତର କରିବାର ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରିଥିଲେ। ଏହି ଅବସରରେ…
ଅଧିକ ଖବର ଦେଖନ୍ତୁ...

କେବିକେ ଯୁଗ୍ମ କମିସନରଙ୍କ ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର : ଆଜି ଦିନିକିଆ ଲକ୍ଷ୍ମୀପୁର  ଗସ୍ତରେ ଆସି କେବିକେ ଯୁଗ୍ମ କମିସନର ନୁପରଞ୍ଜନ ସାହୁ  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଲକ୍ଷ୍ମୀପୁର ଏସଏଚଜି ତାଲିମ କକ୍ଷ ଠାରେ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ପରେ ଶିଶୁବିକାଶ…
ଅଧିକ ଖବର ଦେଖନ୍ତୁ...

ପ୍ରତିଶ୍ରୁତି ରଖିଲେ ଜିଲ୍ଲାପାଳ, ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଲେ ଅନନ୍ତ

ଦେଓଗାଁ : ଗାଁରେ ମନରେଗା କାମରେ ମାଟି ବୋହୁଥିବା ସିଭିଲ ଇଂଜିନିୟରଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ କଥା ରଖିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା। ଦେଓଗାଁ ବ୍ଲକ୍‌ ଗାଈବାହଲ ପଞ୍ଚାୟତ ଜୁର୍ଲାକାନି ଗାଁର ଅନନ୍ତ ବେରିଆଙ୍କୁ ଡିଆର୍‌ଡିଏରେ ଡାଟାଏଣ୍ଟ୍ରି ଅପରେଟର ଭାବେ…
ଅଧିକ ଖବର ଦେଖନ୍ତୁ...

କରୋନାରେ ଖଟେଇଲେ, ପ୍ରାପ୍ୟ ନଦେଇ ଛଟେଇ, ଠିକା ଏଏନଏମଙ୍କ ଦୁଃଖ ବୁଝିବ କିଏ !

ଭଦ୍ରକ: ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବିଚିତ୍ର ନୀତି। କରୋନା ମହାମାରୀ ସମୟରେ ଖରା ବର୍ଷା ଶୀତରେ ଖଟାଇ ଶେଷରେ ବିନା ପ୍ରାପ୍ୟରେ ଏଏନଏମ ମହିଳା କର୍ମୀଙ୍କୁ କାର୍ଯ୍ୟରୁ ଛଟେଇ କରିବାର ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏଭଳି ନୋଟିସ ପାଇବା ପରେ ଗତ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଆଘାତରେ ବୃଦ୍ଧ ମୃତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତ ଓସ୍ତିଆପଶି ଗ୍ରାମରେ ବିଦ୍ୟୁତ୍‌ ଆଘାତ‌ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦେବେନ୍ଦ୍ର ମହାନ୍ତ (୬୨)। ଧାନ ଟ୍ରାକ୍ଟର ଯିବାପାଇଁ ବିଦ୍ୟୁତ୍‌ ତାର ଉପରକୁ ଟେକୁଥିବା ବେଳେ ବିଦ୍ୟୁତ୍‌…
ଅଧିକ ଖବର ଦେଖନ୍ତୁ...

ରାମଜୀ ମନ୍ଦିରପଡ଼ାରେ ଗାଡ଼ି ପୋଡ଼ି ଘଟଣା : ୧୩ ଦିନ ପରେ ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର : ଗତ ୧୪ ତାରିଖ ରାତିରେ ଟାଉନ୍‌ ଥାନା ଅନ୍ତର୍ଗତ ରାମଜୀମନ୍ଦିର ପଡ଼ାରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ସେଠାରେ ପାର୍କିଂ ହୋଇଥିବା ଅଶୋକ ନାଏକଙ୍କ ଏକ ବଲେରୋ(ଓଡି ୧୫ ଏମ୍‌ ୬୧୭୧)କୁ ସେମାନେ ପୋଡ଼ି ଦେଇଥିଲେ। ଏହା ପରେ ଘଟଣାସ୍ଥଳରେ ଥିବା ଏକ କାର୍‌ ଓ…
ଅଧିକ ଖବର ଦେଖନ୍ତୁ...

୫୦ ଲିଟର ଦେଶୀମଦ ଜବତ, ୬ ଚୋରାମଦ ବ୍ୟବସାୟୀ ଗିରଫ

ବାଲିଅନ୍ତା:ବାଲିଅନ୍ତା ଥାନା ପୁଲିସ ଓ ଅବକାରୀ ମୋବାଇଲ ଟିମ ଆଜି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୬ ଜଣ ଚୋରାମଦ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି । ଗିରଫ ଚୋରାମଦ ବ୍ୟବସାୟୀମାନେ ହେଲେ ସରକଣା ଗ୍ରାମର ସୁମନ୍ତ ନାୟକ ( ୩୨ ), ବଇଁଚୁଆ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ପିଏଲ୍‌ଜିଏ ସହିଦ୍‌ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ, ଅଡିଓ‌ ଟେପ୍‌ ଜାରି କଲେ

ନୂଆପଡ଼ା : ଆସନ୍ତା ଡିସେମ୍ବର ୨ ତାରିଖରୁ ୧୭ ତାରିଖ ଯାଏ ପିଏଲ୍‌ଜିଏ ସହିଦ୍‌ ସପ୍ତାହ ପାଳନ କରିବାକୁ ମାଓବାଦୀ ମେନପୁର-ନୂଆପଡ଼ା ଡିଭିଜନାଲ୍‌ କମିଟି ପକ୍ଷରୁ ପୋଷ୍ଟର ଏବଂ ଅଡିଓ ଟେପ୍‌ ମାଧ୍ୟମରେ ଆହ୍ବାନ କରାଯାଇଛି। ଶୁକ୍ରବାର ଗଣମାଧ୍ୟମକୁ ଏହି ଅଡିଓ ଟେପ୍ ଦେଇଛନ୍ତି। ସହିଦ୍‌…
ଅଧିକ ଖବର ଦେଖନ୍ତୁ...

ନାଗାର୍ଜୁନ ବେଶ ଦିନ ମହାପ୍ରଭୁଙ୍କ ଚିତ୍ର ଉପରେ ପାଦ ଦେଲେ ଭୁବନେଶ୍ବର ସାଂସଦ, ବାରିପଦା ଟାଉନ୍‌ ଥାନାରେ ଏତଲା

ବାରିପଦା : ଆଜି ଥିଲା ମହାପ୍ରଭୁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ। ୨ୟ ‌ଶ୍ରୀକ୍ଷେତ୍ର ବାରିପଦାରେ ଏ ନେଇ ଭକ୍ତିଭାବମୟ ପରିବେଶ ଥିଲା। ମାତ୍ର ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁରୁଜରେ ଅଙ୍କା ହୋଇଥିବା ତିନି…
ଅଧିକ ଖବର ଦେଖନ୍ତୁ...