Daily Archives

November 28, 2020

ଜାତୀୟ ରାଜପଥ ମରଣଯନ୍ତା : ଠିକା ସଂସ୍ଥା ନାମରେ ଏତଲା ଦେଲେ ସମାଜସେବୀ

ଜୟପୁର: ବୋରିଗୁମ୍ମାରୁ –ବାରିଣୀପୁଟ ପର୍ଯ୍ୟନ୍ତ ଚାଳିଥିବା ଜାତୀୟ ରାଜପଥ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମ ଗତ କିଛି ଦିନ ହେବ ଜୋର ଧରିଛି। ତେବେ ଏହି ୨୮ କିଲୋମିଟର ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡ଼ିଛି। ପ୍ରତି ଦିନ ଛୋଟ ବଡ ଦୁର୍ଘଟଣା ହେବା ଏବଂ ଏଥିରେ ଗୁରୁତର ଆହତ ହେବା…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲି : ଟ୍ରାକ୍ଟର ପଛକୁ ପିଟିଲା ବାଇକ୍; ଦୁଇ ଗୁରୁତର, ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ରେଡ଼ ମତୋ ଦିଗଛିଆ ରାସ୍ତାର ହଳଦିଗଣ୍ଡ ପୋଲ ନିକଟରେ ଏକ ଟ୍ରାକ୍ଟର ଠିଆ ହୋଇଥିବା ବେଳେ ମତୋରୁ ଦିଗଛିଆ ଆସୁଥିବା ଏକ ଦ୍ରୁତଗାମୀ ବାଇକ୍ ଟ୍ରାକ୍ଟର ପଛକୁ ଖୁବ ଯୋର ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ ଚାଳକ ଓ ଟ୍ରାକ୍ଟର ଚାଳକ ଗୁରୁତର ଭାବରେ ଆହତ ହୋଇ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ନପୁରୁଣୁ ସ୍ତ୍ରୀର ଆତ୍ମହତ୍ୟା

ଖୋର୍ଦ୍ଧା : ମାତ୍ର ୭ ମାସ ପୂର୍ବେ ପ୍ରେମ ବିବାହ କରିଥିବା ଦମ୍ପତି ୨୪ ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିଥିବା ଘଟଣା ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ସୂଚନାନୁସାରେ, ରଶ୍ମୀତା ବେହେରା (୧୯)ଙ୍କ ଘର ପୁରୀ ସହରରେ । ସେ ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦରେ ତାଙ୍କ ମାମୁଁ-ମାଇଁଙ୍କ ଘରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର : ନାବାଳିକାଙ୍କ ମୃତ୍ୟୁ ନେଇ ଆନନ୍ଦପୁର ଡାକ୍ତରଖାନାରେ ଉତ୍ତେଜନା

ଆନନ୍ଦପୁର : ଆମ୍ବୁଲାନ୍ସରେ ଡାକ୍ତରଖାନା ଆସିବାବେଳେ କର୍ମଚାରୀଙ୍କ ଅବହେଳା ପାଇଁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ରକରି ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ‌ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି।…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ମାରିବାକୁ ତିଆରି ହୋଇଥିଲା ଗୁଳା, ଗାଈ ଖାଇ ଗୁରୁତର ଆହତ

ମନମୁଣ୍ଡା : ବୌଦ୍ଧ ଜିଲ୍ଲା ସିମିଳିପଦର ପଞ୍ଚାୟତ ପତ୍ରାପାଲି ଗ୍ରାମର ସୁରଜ ମିଶ୍ରଙ୍କ ଏକ ଗାଈ ସିନ୍ଦୁରପୁର ଗ୍ରାମ୍ୟ ଜଙ୍ଗଲକୁ ଚରିବାକୁ ଯାଇଥିଲା। ସେଠାରେ ବାର୍‌ହା ଶିକାର ପାଇଁ ପ୍ରସ୍ତୁତ ହୋଇଥିବା ଗୁଳା (ବମ) ଖାଇବା ମାତ୍ରେ ବିସ୍ଫୋରଣ ହେବାରୁ ଗାଈଟି ଗୁରୁତର ଆହତ ହୋଇଛି। ତାର ପାଟି…
ଅଧିକ ଖବର ଦେଖନ୍ତୁ...

ମହିଳା ବ୍ୟାଙ୍କ କର୍ମଚାରୀଙ୍କଠାରୁ ୫ ଲକ୍ଷ ଲୁଟ୍‌ ଘଟଣା : ଯାଜପୁରରୁ ଅଭିଯୁକ୍ତ ଗିରଫ, ଟଙ୍କା ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ଥିବା କେନ୍ଦୁଝର ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ମହିଳା ଆକାଉଣ୍ଟାଣ୍ଟଙ୍କୁ ଧକ୍କା ମାରି ୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ଆଜି ତୁରୁମୁଙ୍ଗା ପୁଲିସ ଯାଜପୁରରୁ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଯାଜପୁର ଜିଲ୍ଲା ଯଖପୁରା ଥାନା…
ଅଧିକ ଖବର ଦେଖନ୍ତୁ...

ଜର୍ଡା ରେଞ୍ଜରେ ହାତୀ ଉପଦ୍ରବ

ଗୁରୁଣ୍ଡିଆ : ସୁନ୍ଦରଗଡ଼ ଜିଲ୍ଲା  ଜର୍ଡା ରେଞ୍ଜ ଅନ୍ତର୍ଗତ କୁଣ୍ଢେଇଡିହା ଗ୍ରାମର ଟଙ୍କାସାହି ଓ ଭେଲିଆସାହି ଗ୍ରାମ ଭିତରକୁ ୩୦ରୁ ଅଧିକ ହାତୀ ପଶି ଆସିଥିଲେ । ଗ୍ରାମବାସୀଙ୍କଠାରୁ ଖବର ପାଇ ତାମଡା ଓ ଜର୍ଡା ରେଞ୍ଜର ବନ କର୍ମଚାରୀମାନଙ୍କ ଦ୍ଵାରା ହାତୀ ଘଉଡ଼ା ଯାଇଥିଲା । ଏବେ ଏହି ହାତୀପଲ…
ଅଧିକ ଖବର ଦେଖନ୍ତୁ...

ଇତିହାସ ଗର୍ଭରେ ଲୀନ ହୋଇଗଲା ଘୋଡ଼ାଗାଡ଼ିରେ ଡାକ ମୁଣା ପରିବହନ; ଖତ ଖାଇଲାଣି ଗାଡି, ଜରାଜୀର୍ଣ୍ଣ ଅବସ୍ଥାରେ ଘୋଡା

ଜୟପୁର: ଇତିହାସ ଗର୍ଭରେ ଲୀନ ହୋଇଗଲା ଜେଜେବାପାଙ୍କ ଅମଳରୁ ଚାଲି ଆସିଥିବା ଘୋଡାଗାଡିରେ ଡାକ ମୁଣା ପରିବହନ। ସମଗ୍ର ଭାରତରେ ଏକ ମାତ୍ର ଜୟପୁର ଆରଏମଏସ୍(ରେଲୱେ ମେସେଜିଂ ସର୍ଭିସ)ରେ ଘୋଡାଗାଡିରେ ଡାକ ମୁଣା ପରିବହନ କରାଯାଉଥିଲା। ସଡକ ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

୨୦୨୧ରୁ ନୂଆ କୋର୍ଟରେ କାମ ହେବ; ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ କୋର୍ଟ ପାଇଁ ଖର୍ଚ୍ଚ ୧୧କୋଟି

ଜୟପୁର: ୧୧କୋଟି ଟଙ୍କା ବ୍ୟୟରେ ୫ ମହଲା ବିଶିଷ୍ଟ ନିର୍ମାଣାଧୀନ ଥିବା ଜିଲ୍ଲା ଦୌରାଜଜ୍ କୋର୍ଟ ସହ ଅନ୍ୟ ପ୍ରମୁଖ ୧୧ଟି କୋର୍ଟ କୋଠାରେ କାର୍ଯ୍ୟ ଏହି ବର୍ଷ ଆରମ୍ଭ ହେବାର ସମ୍ଭାବନା କ୍ଷୀଣ। ଡିସେମ୍ବର ଶେଷ ସପ୍ତାହ ଆଡ଼କୁ ଏହାର ଲୋକାର୍ପଣ କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବରଗଡ଼ କ୍ୟାନ୍‌ସର୍‌ ହସ୍ପିଟାଲ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ଆରମ୍ଭ, ୧୫ ସୁଦ୍ଧା ଦାଖଲ ହେବ ପ୍ରକଳ୍ପ ରିପୋର୍ଟ

ବରଗଡ଼: ବରଗଡ଼ରେ କ୍ୟାନସର୍‌ ହସ୍ପିଟାଲ ନିର୍ମାଣ କାମ ପୁଣି ଗୋଟିଏ ପାଦ ଆଗକୁ ବଢ଼ିଛି। ଗୃହନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ବି.ସି ତ୍ରିପାଠୀ କ୍ୟାନସର୍‌ ହସ୍ପିଟାଲ ନିର୍ମାଣ ପାଇଁ ପ୍ରକଳ୍ପ ରିପୋର୍ଟ ଏବଂ ବ୍ୟୟ ଅଟକଳ ଲୋଡ଼ିଛନ୍ତି। ଏନେଇ ସେ ବରଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ…
ଅଧିକ ଖବର ଦେଖନ୍ତୁ...