Daily Archives

November 29, 2020

କାଣ୍ଡେଲ ପ୍ୟାକ୍ସର ବାଲସି ମଣ୍ଡିକୁ ବନ୍ଦ କରିବା ପାଇଁ ମସୁଧା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ୨୬ ଗୋଟି ପଞ୍ଚାୟତର ୭ ଗୋଟି ସେବା ସମବାୟ ସମିତି ଅଧିନରେ ଚଳିତ ଖରିଫ ଋତୁ ଚାଷର ଉତ୍ପାଦିତ ଧାନ କ୍ରୟ କରିବା ପାଇଁ ୧୪ ଗୋଟି ଧାନକ୍ରୟ କେନ୍ଦ୍ର ଖୋଲିବା ନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି । ଯାହାକି…
ଅଧିକ ଖବର ଦେଖନ୍ତୁ...

ବାଇକ ଓଭରଟେକକୁ ନେଇ ଗଣ୍ଡଗୋଳ, ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ଆସିକା : ଗତ ୨୬ ତାରିଖ ଅପରାହ୍ନ ରେ ସ୍ଥାନୀୟ ଥାନା ଅନ୍ତର୍ଗତ କେ. ନୂଆପଲ୍ଲୀ ଛକରେ ଏକ କାର (ଓଡ଼ି  0୭ ୱାଇ ୬୨୬୭) ଆଗକୁ ହଠାତ ଏକ ବାଇକ ( ଓଆର ୦୫ଏ ୯୭୪୦) ଦ୍ରୁତ ଗତିରେ ଚାଲି ଆସିବାରୁ କାର ରେ ଥିବା ବ୍ୟକ୍ତି  ପୋଲସରା  ଖଣ୍ଡିଆ ସାହି ର ଅଜିତ ଖଟେଇ ଓ  ପାଇଲିପଡାର ବାଦଲ ପାତ୍ର ବାଇକ…
ଅଧିକ ଖବର ଦେଖନ୍ତୁ...

ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

ଆଳି : ଆଳିଥାନା ଭୂଇଁପୁର,ବନ୍ଧସାହି ଗ୍ରାମର ଜନୈକା ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବାର ଆଳି ଥାନାରେ ଅଭିଯୋଗ ହୋଇଛି। ଭୂଇଁପୁର, ବନ୍ଧସାହି ଗ୍ରାମର ଜନୈକା ମହିଳା ସିପାନୀ ନାଥ(ଛଦ୍ମନାମ)ଗତକାଲି ଆଳି ଥାନାରେ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ସେହି ଗ୍ରାମର ଜନୈକ…
ଅଧିକ ଖବର ଦେଖନ୍ତୁ...

ସ୍ୱର୍ଗତ ଅଜୟ ଦାଶଙ୍କ ସ୍ମୃତି ସଭା ଓ ପ୍ରତିଭା ସମ୍ମାନ

ବାରିପଦା: ମୟୂରଭଞ୍ଜ ମାଟିର ସ୍ୱାଭିମାନୀ ପୁରୁଷ, ସାଲିସ ବିହୀନ ରାଜନେତା ସ୍ବର୍ଗତଃ ଅଜୟ ଦାଶଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାରିପଦା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅବନୀ ମହାନ୍ତଙ୍କ ପୌରୋହିତ୍ୟ ଓ ସମାଜକର୍ମୀ ଆଶିଷ କୁମାର ବଶାଙ୍କ…
ଅଧିକ ଖବର ଦେଖନ୍ତୁ...

ପଞ୍ଚୁକର ପଞ୍ଚମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ “ଡାଳିକିଆ” ବା “ଶ୍ରୀଲକ୍ଷ୍ମୀ…

ପୁରୀ : ରବିବାର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ତଥା ପଞ୍ଚୁକ ର ପଞ୍ଚମ ଦିବସରେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ "ଡାଳିକିଆ" ବା "ଶ୍ରୀଲକ୍ଷ୍ମୀ-ନୃସିଂହ" ବେଶ ଏବଂ "ଶରତ - ରାହାସ" ନୀତି ଅନୁଷ୍ଠିତ ହୋଇଅଛି । ନୀତି ନିର୍ଘଣ୍ଟ ପ୍ରକାରେ ମହାପ୍ରଭୁଙ୍କ ପୂର୍ବ ରାତ୍ର ପହୁଡ଼ ରାତ୍ର…
ଅଧିକ ଖବର ଦେଖନ୍ତୁ...

୭୦ ହଜାର ଟଙ୍କାର ଶାଳ କାଠ ସହ ୨ ଗାଡ଼ି ଜବତ, ୩ ଗିରଫ

ଗୁଡ଼ଭେଲା : ବଲାଙ୍ଗୀର ଜିଲ୍ଲା ତୁଷୁରା ନିକଟ ତେଲନଦୀ ପୋଲ ଉପରେ ତନଖି ଚାଲିଥିବା ବେଳେ ବନବିଭାଗ ବିପୁଳ ପରିମାଣରେ ଶାଳ କାଠ ଜବତ କରିଛି । ଚୋରା ଚାଲାଣରେ ବ୍ୟବହୃତ ଦୁଇଟି ଗାଡ଼ି ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ବିଭାଗୀୟ ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମସିଣାଗୁଡ଼ାରୁ…
ଅଧିକ ଖବର ଦେଖନ୍ତୁ...

ବିଧବା ଭତ୍ତା ଓ ବିଧବା ସହାୟତାରୁ ବଂଚିତ ନେମନ୍ତି ମାଝୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ପଂଚାୟତ ଅଧିନସ୍ଥ ଗାଦାଡି ଗ୍ରାମରେ ଆଜି ବି ପହଁଚିପାରିନାହିଁ ସରକାରଙ୍କ ଅନେକ ଜନହିତୈଷୀକର ଯୋଜନା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗାଦାଡି ଗ୍ରାମର ବିଧବା ମହିଳା ନେମନ୍ତି ମାଝୀ (୩୭)ଙ୍କ…
ଅଧିକ ଖବର ଦେଖନ୍ତୁ...

ମାଙ୍କଡ଼ା ପଥର ଚାଲାଣ ବେଳେ ୨ ଗାଡ଼ି ଜବତ

ଖୋର୍ଦ୍ଧା: ଆଜି ବେଆଇନ କଳାମୁଗୁନି ପଥର ଓ ମାଙ୍କଡ଼ା ପଥର ଚାଲାଣ କରୁଥିବ ଦୁଇ ଗାଡ଼ିକୁ ଜିଲ୍ଲା ପ୍ରଶାସନ ଜବତ କରିଛି । ସେମାନଙ୍କ ନିକଟରୁ ୬୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏନେଇ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ସୂଚନା ଦେଇ କହିଛନ୍ତି ଯେ ଆଜି ଅପରାହ୍ଣରେ ସେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ପରୀ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ, ବାରିପଦା ଓ ଖୋର୍ଦ୍ଧାରେ…

ବାରିପଦା/ଖୋର୍ଦ୍ଧା:କୁନି ଝିଅ ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଆଜି ବାରିପଦା ସହରର ଟ୍ରାଫିକ ଛକ ନିକଟରେ ବିଜେପି ମୟୂରଭଞ୍ଜ ପୂର୍ବ ସଙ୍ଗଠନ ପକ୍ଷରୁ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ଓ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ପୂର୍ଣ୍ଣିମାରେ ନଦୀଘାଟରେ ଅମାନିଆଙ୍କୁ ଜଗିବ ପୁଲିସ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଧଉଳି/ ବାଲିଅନ୍ତା:ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । କରୋନା ମହାମାରୀ ଲାଗି ଏବର୍ଷ ବୋଇତବନ୍ଦାଣ ଉତ୍ସବକୁ ବନ୍ଦ କରାଯିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଭଳି ବିଜ୍ଞପ୍ତି ପ୍ରକାଶ ପାଇବା ସତ୍ବେ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ପରଂପରା ଆଳ ଦେଖାଇ…
ଅଧିକ ଖବର ଦେଖନ୍ତୁ...