Monthly Archives

November 2020

କୁଆରମୁଣ୍ଡା : ଲେୟର ଫାର୍ମ ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ

କୁଆରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଗ୍ରାମ ପଞ୍ଚାୟତ ସା‌ନଦଲକି‌ ଗାଁରେ ଥିବା ଏକ ଲେୟର ଫାର୍ମରେ ସୋମବାର ସଂଧ୍ୟାରେ ସ୍ଥାନୀୟ ଲୋକେ ପଶି ଗଣ୍ଡଗୋଳ କରିଛନ୍ତି। ଲୋକଙ୍କ ଆକ୍ରମଣରେ ଫାର୍ମ ମାଲିକ ଅଙ୍କୁର ସାହୁ ଗୁରୁତର ଆହତ ହୋଇଛନ୍ତି । ଏହି ସମୟରେ ଅଙ୍କୁର ଜୀବନ ବିକଳରେ…
ଅଧିକ ଖବର ଦେଖନ୍ତୁ...

ପୁରୁଣା ଘର ଭାଙ୍ଗିବା ବେଳେ କାନ୍ଥ ପଡ଼ି ଯୁବକ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦର ଥାନା ତୁଳସୀପୁର ଗ୍ରାମରେ ରବିବାର ଅପରାହ୍‌ଣରେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥ ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉଜଣେ ଗୁରୁତର ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର କଣ୍ଡରାପଶି ପଞ୍ଚାୟତ କୁଞ୍ଜରବାହାଳ ଗ୍ରାମର ତିନିଜଣ ଶ୍ରମିକ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନ୍‌ରେ ନାବାଳିକାଙ୍କୁ ଅସଦାଚରଣ, ଜେଲ୍‌ ଗଲା ଅଭିଯୁକ୍ତ

ରାଉରକେଲା: ଚଳନ୍ତା ଟ୍ରେନ୍‌ରେ ଜଣେ ନାବାଳିକା ଅସଦାଚରଣର ଶିକାର ହୋଇଛନ୍ତି। କେବଳ ଥରେ କି ଦୁଇ ଥର ନୁହେଁ, ବରଂ ରାତିସାରା। ଏହି ନିର୍ଯାତନାରେ ନିର୍ବାକ୍‌ ହୋଇଯାଇଥିଲେ ନାବାଳିକା। ତେବେ ଅଭିଯୁକ୍ତ ଅସଦାଚରଣର ସୀମା ଲଂଘିବାରୁ ଅତିଷ୍ଠ ହୋଇ ନାବାଳିକା ମୁହଁ ଖୋଲିଥିଲେ। ଫଳରେ…
ଅଧିକ ଖବର ଦେଖନ୍ତୁ...

ଯଦୁପୁର ପାଲଟିଲା ମିନି ବିଧାନସଭା: ପୁଲିସ ଛାଉଣି ସହ ଦାମୀ କାରରେ ଭର୍ତ୍ତି ହେଲା ଗାଁ ଦାଣ୍ଡ

ନୟାଗଡ଼: ପରୀ ହତ୍ୟାକାଣ୍ଡ ପରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଯଦୁପୁର ଗ୍ରାମ ଆଜି ଏକ ମିନି ବିଧାନସଭା ପାଲଟି ଯାଇଥିଲା। ବିଧାନସଭାର ଶୀତ ଅଧିବେଶନରେ ବିଜେପି ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଫଳରେ ୫ ଦିନ ଗୃହ ବାରମ୍ବାର ମୁଲତବୀ ହେବାରୁ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିପାରନ୍ତି ରଜନୀକାନ୍ତ!

ଚେନ୍ନାଇ: କୋଟିକୋଟି ଲୋକଙ୍କ ହୃଦୟରେ ରାଜ କରୁଥିବା ସୁପରଷ୍ଟାର ରଜନୀକାନ୍ତ ଖୁବ ଶୀଘ୍ର ରାଜନୀତିରେ ପ୍ରବେଶ କରିବାର ନିଷ୍ପତ୍ତି ନେଇ ପାରନ୍ତି ବୋଲି ଜଣାପଡ଼ିଛି। ରଜନୀକାନ୍ତ ସୋମବାର ତାଙ୍କ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମର (ଆରଏମଏମ) ପଦାଧିକାରୀଙ୍କ ସହିତ ହୋଇଥିବା ବୈଠକ‌ରେ ନିଜର…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨୧ରେ ପ୍ରଥମ ଟିକା ଦେବାକୁ ଲକ୍ଷ୍ୟ ରଖିଛି ମଡର୍ଣ୍ଣା, ଜରୁରୀ ବ୍ୟବହାର ପାଇଁ ଆମେରିକା ଓ ୟୁରୋପଠୁ ମାଗିବ…

ନୂଆଦିଲ୍ଲୀ: ଆମେରିକା ଟିକା ନିର୍ମାଣ କାରୀ ସଂସ୍ଥା ମଡର୍ଣ୍ଣାର ବଡ ଘୋଷଣା । ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ପ୍ରଶାସନ ଓ ୟୁରୋପଠୁ ଆଜି ମାଗିବ ଅନୁମତି । ଏହି ଟିକା ୯୪.୧ ପ୍ରତିଶତ ଫଳପ୍ରଦ ଥିବା କମ୍ପାନି ଦାବି କରିବା ପରେ ଏବେ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିବାକୁ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ଗାଇଡଲାଇନ: ବନ୍ଦ ରହିବ ସିନେମା ହଲ, କରୋନା କଟକଣା ସହ ଖୋଲିବ ମୁକ୍ତାକାଶ ରଙ୍ଗମଞ୍ଚ

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ନୂଆ ଗାଇଡଲାଇନ୍‌ ଅନୁସାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଂଚଳରେ ଲକ୍‌ଡାଉନ୍‌ ଜାରି କରାଯାଇପାରିବ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର…
ଅଧିକ ଖବର ଦେଖନ୍ତୁ...

ହାଟବଜାରରେ ବଢୁଥିବା ଗହଳିକୁ ନେଇ ଚିନ୍ତା, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ନୂଆ ନିୟମାବଳୀ

ନୂଆଦିଲ୍ଲୀ : ଦେଶରେ ଶୀତଦିନ ଆରମ୍ଭ ହୋଇଯାଇଥିବାରୁ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଫଳରେ କେନ୍ଦ୍ର ସରକାର ଅତିରିକ୍ତ ସତର୍କତା ଅବଲମ୍ବନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କିଛି ଦିନ ତଳେ ଜାରିହୋଇଥିବା ନୂଆ ଗାଇଡଲାଇନରେ ରାଜ୍ୟମାନଙ୍କୁ ସତର୍କ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରୁ ଭୁବନେଶ୍ବର ଚାଲାଣ: ବୁଲେଟ ସହ ଗଂଜେଇ ଜବତ,୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳରେ ଚାଲିଛି ଗଂଜେଇ ଗଛ ନଷ୍ଠ ଅଭିଯାନ। ଏପଟେ କମୁନି ଗଂଜେଇ ଚାଲାଣ। ଗାଡି ମଟର ଯାଞ୍ଚ କରୁଛି ବୋଲି ପୁଲିସ କହୁଛି। ହେଲେ ମାଫିଆ ଅନାୟସରେ ଗଂଜେଇ ବାହାରକୁ ଚାଲାଣ କରୁଛନ୍ତି। ଗତକାଲି ରାତିରେ ଫିରିଙ୍ଗିଆ ଭାୟା ସଦର ଥାନା ଫୁଲବାଣୀ ସହର ଦେଇ ୨ ଜଣ ଆନ୍ତଃ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ପହିଲାରୁ ଖୋଲିବ ମେଡିକାଲ୍ କଲେଜ; ସ୍କୁଲ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନେବ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ପର୍ଯ୍ୟନ୍ତ ଏହି ଗାଇଡଲାଇନ ବଳବତ୍ତର ରହିବ। ଏଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ପ୍ରଥମତଃ ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ…
ଅଧିକ ଖବର ଦେଖନ୍ତୁ...