Daily Archives

December 1, 2020

ପ୍ରତିବର୍ଷ ବୃକ୍ଷରୋପଣ ହେଉଛି, ପର ବର୍ଷ କେତେ ସଫଳ ?

ଜୟପୁର: ସରକାର ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅର୍ଥ ଅନୁଦାନ ଦେଉଛନ୍ତି। ହେଲେ ଜଙ୍ଗଲ ଯେତିକି ଅନୁପାତରେ ବଢିବା କଥା ବଢିପାରୁନି । ପ୍ରତିବର୍ଷ କୋରାପୁଟ ଜିଲ୍ଲାର କୋରାପୁଟ ବନଖଣ୍ଡର ୬ଟି ରେଂଜ ଓ ଜୟପୁର ବନଖଣ୍ଡର ୬ଟି ରେଂଜରେ…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତ ସରପଞ୍ଚଙ୍କ ସରକାରୀ ଜମି ଜବରଦଖଲ ଘଟଣା: ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ତଦନ୍ତ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା।ମଦନପୁର ରାମପୁର ବ୍ଲକର ସାଲେପାଲି ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନା ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣାରେ ଜେଲ ଯାଇଛନ୍ତି । ତାଙ୍କ ପରିବାର ପକ୍ଷରୁ ସରକାରୀ ଜମିକୁ ଜବରଦଖଲ କରି ଚାଷ କରୁଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ପୂର୍ବରୁ ପଡିରହିଛି ମେଳା ଉପକରଣ : ନା ହେଉଛି ଯାନିଯାତ୍ରା ନା ଲାଗୁଛି ମେଳା

ଭଞ୍ଜନଗର: କରୋନା ମହାମାରୀ ଫଳରେ ସମାଜର ସବୁ ଶ୍ରେଣୀର ବ୍ୟକ୍ତି ବିଶେଷ ପ୍ରଭାବିତ ହୋଇଛନ୍ତି। ଏଥିସହ କରୋନା ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ସହ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା, ତାରତାରିଣୀ ଯାତ୍ରା ସହ ଠାକୁରାଣୀ ଯାତ୍ରା ଆଦି ବନ୍ଦ ରହିଛି। ଏହି ଯାତ୍ରାଗୁଡ଼ିକ ସହ…
ଅଧିକ ଖବର ଦେଖନ୍ତୁ...

ପରିବା ହାଟ ଖାଁଖାଁ, ଆମିଷ ବଜାର ହାଉଯାଉ;ଛାଡଖାଇ ପାଇଁ ସମସ୍ତେ ଭୁଲି ଗଲେ କୋଭିଡ ନିୟମ

ଫୁଲବାଣୀ: କାର୍ତ୍ତିକ ମାସ ହେଉଛି ଧର୍ମର ମାସ। ତେଣୁ ଏହି ମାସ ସାରା ପ୍ରାୟତଃ ଘରେ ନିରାମିଷ ଭୋଜନ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ଆସେ ଛାଡଖାଇ। ଆଉ ନିରାମିଷ ଭୋଜନ କଥା କିଏ ପଚାରେ। ତେଣୁ ଆମିଷ ଉପରେ ମାଡ ହୋଇଥାଏ। ଆଜି ଥିଲା ଛାଡଖାଇ। ପୁଣି ଆମିଷ ବାର ନଥିଲା। ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ମତ୍ସ୍ୟ ଚାଷ ପାଇଁ ଯୋଜନା ପରେ ଯୋଜନା, ତଥାପି ଲକ୍ଷ୍ୟଠାରୁ ଉତ୍ପାଦନ ବହୁତ କମ୍

ଫୁଲବାଣୀ:ପାହାଡ ଓ ଜଙ୍ଗଲ ଘେରା କନ୍ଧମାଳ ଜିଲ୍ଲାରେ ବଡ ନଦୀ ନାହିଁ କି ଯଥେଷ୍ଟ ପୋଖରୀ ନାହିଁ। ଯାହା ବି ଛୋଟ ନଦୀ ଓ କାଁଭାଁ ପୋଖରୀ ଅଛି ତାହା ସବୁ ଖରା ଦିନ ଆସିବା ପୂର୍ବରୁ ଶୁଖି ଯାଉଛି। ଯାହା ଫଳରେ କନ୍ଧମାଳବାସୀ ଦେଶୀ ମାଛ ଖାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷେ ଆନ୍ଧ୍ରା ମାଛ…
ଅଧିକ ଖବର ଦେଖନ୍ତୁ...

ରାୟଗଡାରେ ଚାଲିଛି ‘ଅପରେସନ୍ ଗ୍ରୀନ୍ ଡାଇମଣ୍ଡ’

ରାୟଗଡ଼ା: ମାଓବାଦୀଙ୍କ ପରେ ଏବେ ଉପାନ୍ତ ଇଲାକାରେ ରାଜୁତି କରୁଛନ୍ତି ଗଞ୍ଜେଇ ମାଫିଆ। ଶହ ଶହ ଏକର ଜମିରେ କରୁଛନ୍ତି ଗଞ୍ଜେଇ ଚାଷ। ଚୋରାରେ ଚାଲାଣ ହେଉଛି ରାଜ୍ୟ ଓ ରାଜ୍ୟ ବାହାରକୁ। ଯାହାର ସୁରାକ୍ ପାଉନି ପୁଲିସ୍ ଓ ଅବକାରୀ ବିଭାଗ। ଅପହଞ୍ଚ, କଟଅଫ୍ ଏରିଆରେ ଚାଷ ହେଉଥିବାରୁ ମାଫିଆଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜଳପ୍ରପାତ ବୁଲିସାରି ଖୁସିରେ ଫେରୁଥିବା ବେଳେ ଗଛକୁ ଧକ୍କାହେଲା ବାଇକ୍‌, ୨ ଯୁବକ ମୃତ

ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପରେ ଜଳପ୍ରପାତ ବୁଲିସାରି ଖୁସିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ୨ ଜଣ ଯୁବକ। ସେମାନେ ରାସ୍ତାକଡ଼ରେ ଥିବା ଏକ ବଡ଼ଗଛକୁ ଧକ୍କା ଦେବା ଫଳରେ ଜୀବନ ହାରିଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବଣଚକୁଳିଆ ଗ୍ରାମ ନିକଟରେ ଏକ ବାଇକ୍‌…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ସୁଶାନ୍ତ ସିଂ ରାଜପୁତ ଓ ରିୟାଙ୍କୁ ଅଧିକ ଥର ଖୋଜିଛନ୍ତି ବ୍ୟବହାରକାରୀ

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍ ୟାହୁ ୨୦୨୦ରେ ଭାରତରେ ସର୍ବାଧିକ ଖୋଜା ଯାଇଥିବା ଲୋକଙ୍କ ତାଲିକା ପ୍ରକାଶ କରିଛି | ୟାହୁ  ଏହାର ମୋଷ୍ଟ ସର୍ଚ୍ଚ ପର୍ସନାଲିଟି-୨୦୨୦ ତାଲିକା ପ୍ରକାଶ କରିଥିବା ବେଳେ ଏହି ତାଲିକାରେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

୧୨୬ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଭାରତୀୟଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତ କଲା…

ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ ଜୋତା କମ୍ପାନୀ 'ବାଟା' ଏହାର ୧୨୬ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଗ୍ଲୋବାଲ୍ ସିଇଓ ଭାବରେ ଜଣେ ଭାରତୀୟଙ୍କୁ ନିଯୁକ୍ତ କରିଛି | 'ବାଟା' କମ୍ପାନୀ ସନ୍ଦୀପ କାଟାରିଆଙ୍କୁ ଗ୍ଲୋବାଲ ସିଇଓ ଭାବରେ ନିଯୁକ୍ତ କରିଛି, ଯିଏ ବର୍ତ୍ତମାନ ବାଟା ଇଣ୍ଡିଆର ସିଇଓ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

କାଲି ବେଦିରେ ବସିଥାନ୍ତେ, ଆଜି ଗୁଳିମାଡ଼ର ଶିକାର : ଯୁବକଙ୍କୁ ହତ୍ୟା ଉଦ୍ୟମ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ଅଶାନ୍ତ ହୋଇପଡ଼ିଛି। ଆଜି ସନ୍ଧ୍ୟାରେ ଘଟିଛି ଦୁଇଟି ଲୋମଟାଙ୍କୁରା ଘଟଣା। ବାଇକ୍‌ ଦୁର୍ଘଟଣାରେ ବୋମା ବ୍ୟାଗ୍‌ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଘଟିବାର ୨ଘଣ୍ଟା ଭିତରେ ମାଣିକପୁର ଗ୍ରାମରେ ଜିତେନ୍ଦ୍ର ବାରିକ ନାମକ ଯୁବକଙ୍କୁ ଗୁଳିମାଡ଼…
ଅଧିକ ଖବର ଦେଖନ୍ତୁ...