Daily Archives

December 2, 2020

ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ: କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କାର୍ଯ୍ୟାଳୟରେ ତଥ୍ୟ ମାଗିଲେ ଭୟଭୀତ କରୁଛନ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବନୀକରଣ ପାଇଁ ଏବଂ ଆମ ଜଙ୍ଗଲ ଯୋଜନା ପାଇଁ ସରକାର କାମ୍ପା ଯୋଜନାରେ ସରକାର ହଜାର ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ବନୀକରଣ ନାମରେ ବନବିଭାଗ ହରିଲୁଟ ଚଳାଇଥିବା ଅଭିଯୋଗ ହେଉଛି । ଦୁର୍ନିିତୀର ପର୍ଦ୍ଦାଫାସ ପାଇଁ ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ପରୀ ହତ୍ୟାକାରୀକୁ ଧରିବାକୁ ଚାଲିଛି ତନାଘନା, ବାବୁଲି ନାୟକକୁ ଏସ୍‌ଆଇଟିର ୩ ଘଣ୍ଟା ଧରି ଜେରା

ନୟାଗଡ଼: ବହୁଚର୍ଚ୍ଚିତ ଅମ୍ରିତ‌ାସ୍ନେହା ସାହୁ ଓରଫ୍ ପରୀ ହତ୍ୟାକାଣ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଆଜି ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍(ଏସ୍‌ଆଇଟି) ଜେରା କରିଥିବା ଜଣାପଡ଼ିଛି। ବାବୁଲିଙ୍କୁ ପ୍ରାୟ ୩ ଘଣ୍ଟା ଧରି ପରୀ ହତ୍ୟା ସମ୍ପର୍କରେ  ପଚରା ଉଚରା…
ଅଧିକ ଖବର ଦେଖନ୍ତୁ...

ଗ୍ରାହକ ବେଶରେ ଆସି ଧରାପଡିଲେ ତିନି ଲୁଟେରା

ରାଣୀତାଲ : ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ବଜାରରେ ଥିବା ମା' ତାରିଣୀ ଜୁଏଲର୍ସକୁ ଆସି ତିନି ଜଣ ବେଙ୍ଗଲୀ ମହିଳା ସୁନା ଲୁଟିବାକୁ ଉଦ୍ୟମ କରି ଧରାପଡିଥିବା ଜଣାପଡିଛି । ଖବର ଅନୁସାରେ ତିନିଜଣ ମହିଳା ଆଜି ସନ୍ଧ୍ୟାରେ ରାଣୀତାଲର ମା' ତାରିଣୀ ଜୁଏଲାର୍ସରେ ପହଂଚି ସୁନା ମୁଦି ଦେଖାଇବାକୁ…
ଅଧିକ ଖବର ଦେଖନ୍ତୁ...

ଅଳଙ୍କାର ଦୋକାନୀଙ୍କ ଘରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି 

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦୈନିକ ବଜାର ପାଖରେ ରହୁଥିବା ଅଳଙ୍କାର ଦୋକାନୀ ଶ୍ରୀରାମ ସାହୁଙ୍କ ଘରୁ ମଙ୍ଗଳବାର ରାତିରେ ୪ ଶହ ଗ୍ରାମ ସୁନା ଅଳଙ୍କାର ଓ ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଚନ୍ଦ୍ରଭାନୁ ଜୁଏଲର୍ସ ନାମରେ ଶ୍ରୀ ସାହୁଙ୍କ ଏକ ଅଳଙ୍କାର…
ଅଧିକ ଖବର ଦେଖନ୍ତୁ...

କିଏ ନେଇଗଲା ଠାକୁରଙ୍କ ବେଶ ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ନାଗାର୍ଜୁନ ବେଶର କଦମ୍ବ ମାଳି ଫଟୋ

ପୁରୀ : ସୋସିଆଲ ମିଡିଆରେ ଘୁରି ବୁଲୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ବିଭିନ୍ନ ଅଂଶ । କୋଭିଡ୍ କଟକଣା ଯୋଗୁଁ ସାଧାରଣ ଲୋକ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ, କଟକଣା ଭିତରେ ହୋଇଥିଲା ଏହି ଦୁଲର୍ଭ ବେଶ । ନିଷ୍ପତ୍ତି ଅନୁସାରେ ସଂପୂର୍ଣ୍ଣ ବେଶକୁ ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

କାଣିବାଲିଠୁ ଦିନାବାଲି ରାସ୍ତା ମରଣଯନ୍ତା, ଦୁଃଖ ଶୁଣିଲେ ନାହିଁ ସରକାର, ଶ୍ରମଦାନ କରି ମାଟି ପକାଇଲେ ୧୦ ଖଣ୍ଡ…

ଫୁଲବାଣୀ :କାଣିବାଲିଠୁ ଦିନାବାଲି ରାସ୍ତାର ଦୁରତା ୫ କିଲୋମିଟର। ଦୀର୍ଘବର୍ଷ ହେଲା ଏହି ରାସ୍ତାରେ ମୁଠାଏ ମାଟି ପଡି ନାହିଁ। ମରଣଯନ୍ତା ପାଲଟି ଥିବା ଏହି ରାସ୍ତାରେ ବାଇକ ଯିବା ଦୂରର କଥା। ଖାଲି ପାଦରେ ଯିବାକୁ ଡ଼ର ଲାଗୁଛି। ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ…
ଅଧିକ ଖବର ଦେଖନ୍ତୁ...

କୁଇଣ୍ଟାଲ୍ ପିଛା ୧୩୦୦ ଟଙ୍କାରେ ଆନ୍ଧ୍ର ଧାନ ମାଫିଆ କିଣି ନେଉଛନ୍ତି ଧାନ

ରାୟଗଡ଼ା: ନଭେମ୍ବର ୨୭ରୁ ଖୋଲିଲାଣି ମଣ୍ଡି। ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ମିଳିନି ଟୋକେନ୍। ମିଲର୍ସଙ୍କ ସହ ଏଗ୍ରିମେଣ୍ଟ୍ ମଧ୍ୟ ହୋଇନି। ୧୦ ଏକରରୁ ଅଧିକ ଜମି ଥିବା ଚାଷୀ ଚିହ୍ନଟରେ ରାଜସ୍ବ ବିଭାଗ ପଛରେ ପଡିଥିବାରୁ ଏହାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ଧାନ ମାଫିଆ। ଅମଳ ଧାନକୁ…
ଅଧିକ ଖବର ଦେଖନ୍ତୁ...

ଖୋଲୁଛି ଆକାଶ ପାଠକଙ୍କ ଜାଲ୍ ସାମ୍ରାଜ୍ୟର ଗୁମର: ସାମ୍ନାକୁ ଆସିଲା ଟାଟା କମ୍ପାନିର ଜାଲ ନିଯୁକ୍ତିପତ୍ର

ଭୁବନେଶ୍ବର: ଆକାଶ ପାଠକର କାହାଣୀ ଯେତେ ଲମ୍ବୁଛି ସେତେ ନୂଆ ନୂଆ କଥା ସାମନାକୁ ଆସୁଛି । ଏମିତି ତଥ୍ୟ ସାମନାକୁ ଆସୁଛି, ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଜି ଗଣମାଧ୍ୟମ ହାତରେ ଆକାଶ ପାଠକଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଚିଠି ଲାଗିଛି । ଟାଟା କମ୍ପାନିର ପରିଚାଳନା ନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ସମିତି ସଭ୍ୟଙ୍କ ସ୍ତ୍ରୀ ଓ ପୁଅଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୪ ଫେରାର୍

ରେଢ଼ାଖୋଲ: ଛାଡ଼ଖାଇ ପାଇଁ କୁକୁଡ଼ା ଓ ଥଣ୍ଡା ଉଧାର ମାଗିବାକୁ କେନ୍ଦ୍ର କରି ଗଣ୍ଡଗୋଳ ପରେ ଚାରମାଳ ଥାନା ଭରତାପୁର ପଞ୍ଚାୟତର ପୂର୍ବ ସମିତି ସଭ୍ୟ ଲିଙ୍ଗରାଜ ସାହୁଙ୍କ ସ୍ତ୍ରୀ ଓ ପୁଅଙ୍କୁ ମଙ୍ଗଳବାର ରାତିରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ସେମାନେ ଗୁରୁତର ଭାବେ ଆହତ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରେ ଗଂଜେଇ ଚାଷ ନଷ୍ଟ ଅଭିଯାନ, ୨. ୭୪ ଲକ୍ଷ ଗଛ କାଟି ପୋଡ଼ାଗଲା 

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ଗଂଜେଇ ଚାଷ ନଷ୍ଟ ଅଭିଯାନରେ ବୁଧବାର ୧୧୦ ଏକର ଜମିରୁ ଗଂଜେଇ ଗଛ କଟାଯାଇ ପୋଡ଼ି ନଷ୍ଟ କରାଯାଇଛି। ଯାହାର ଅନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ବୌଦ୍ଧ ଥାନା ପାତାଲିପଡ଼ା ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରୁ ମୋଟ୍‌…
ଅଧିକ ଖବର ଦେଖନ୍ତୁ...