Daily Archives

December 2, 2020

ଭାରସାମ୍ୟ ହରାଇ କଲଭଟରେ ପିଟିଲା ବାଇକ ଜଣେ ମୃତ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ପିପଲ ଡାବର ଗ୍ରାମ ନିକଟରେ ଥିବା ଏକ କଲଭଟରେ ବାଇକ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦି ଗ୍ରାମର ହର ଧରୁଆ ନାମକ ବ୍ୟକ୍ତି ରତାଖଣ୍ଡିସ୍ଥିତ ନିଜ ଶଶୁର ଘରେ ରହୁଥିଲେ। ବୁଧବାର ସକାଳୁ ହର ନିଜ ବାଇକ ସିଜି…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ଘର ସମ୍ମୁଖରେ ଜଳିଗଲେ ପ୍ରେମିକ: କହିଲେ- ବଂଚିଲେ କହିବି ସବୁ କଥା

ଜଗତସିଂହପୁର ଟାଉନ୍‌: ପ୍ରେମିକାର ଘର ସମ୍ମୁଖରେ ଜଳିଗଲେ ପ୍ରେମିକ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଡେରିକି ପଂଚାୟତ ବାଲିଚନ୍ଦ୍ରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ନିଆଁରେ ଜଳିଯାଇଥିବା ଯୁବକ ଜଣକ ହେଲେ ବିପିନ ସାହୁ (୨୩)। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ…
ଅଧିକ ଖବର ଦେଖନ୍ତୁ...

ମହୁଲ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁଯୁମୁରା: ଯୁଯୁମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତ ଖରୁଆଗାଡ଼ ଗାଁ ନିକଟସ୍ଥ ରାସ୍ତା ପାର୍ଶ୍ବରେ ଥିବା ଏକ ମହୁଲ ଗଛରୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରେଢ଼ାଖୋଲ ଥାନା ଚାଟୁଣୀ ଗାଁର ଅରକ୍ଷିତ ମୁଣ୍ଡା (୩୫)। ଖବରପାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ବ୍ୟାଙ୍କ(ୟୁନିଅନ୍ ବ୍ୟାଙ୍କ)ରୁ ୪୪ କୋଟି ଟଙ୍କାର ଠକେଇ ଘଟଣା: ସିବିଆଇ ତଦନ୍ତ ଜାରି

ରାୟଗଡ଼ାରେ ଆନ୍ଧ୍ର ବ୍ୟାଙ୍କ(ୟୁନିଅନ୍ ବ୍ୟାଙ୍କ)ରୁ ୪୪ କୋଟି ଟଙ୍କାର ଠକେଇ ଘଟଣାରେ ଆଜି ସିବିଆଇ ରାୟଗଡ଼ାର ତରୁଣଶ୍ରୀ କଟନ୍ ସ୍ପିନଟେକ୍ସର ଛାନ୍‌ଭିନ୍‌ କରିଛି। ଭୁବନେଶ୍ବରର ଏକ ୫ ଜଣିଆ ଟିମ୍‌ ସମ୍ପୃକ୍ତ ସଂସ୍ଥାରେ ଚଢ଼ଉ କରିବା ସହ ଖାଲିଗୁଡ଼ା ନିକଟରେ ଥିବା ସଂସ୍ଥା ମୁଖ୍ୟଙ୍କର ଏକ ଘରକୁ…
ଅଧିକ ଖବର ଦେଖନ୍ତୁ...

ଜେଲରେ କାନ କାଟିଲେ ବିଚାରାଧୀନ ବନ୍ଦୀ

କୋରାପୁଟ: ଜାମିନ ନ ମିଳିବାରୁ କାନ କାଟି ଦେଇଛନ୍ତି ଜଣେ ବିଚାରାଧୀନ ବନ୍ଦୀ। ଫଳରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲାବେଳେ ସେଠାରେ ଚିକିତ୍ସା ଚାଲିଛି। ସେ ବିପଦମୁକ୍ତ ଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

କଟକରେ ବନ୍ଦ ହେବ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା; ଜିଲ୍ଲା ପ୍ରଶାସନ ଓ ସିଏମସିର ମିଳିତ ଉଦ୍ୟମରେ ଗଠନ ହେଲା ୧୦ଟି…

କଟକ: ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀର ହବ୍ ପାଲଟିଛି କଟକ ସହର । ବିଭିନ୍ନ ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକି ମାଲାମାଲ ହେଉଛନ୍ତି ମାଫିଆ। ମସଲା, ସସ, ଘିଅ ଓ ମହୁ ଖାଦ୍ୟ ସାମଗ୍ରୀ ନାଁରେ ଗ୍ରାହକଙ୍କ ବିଶ୍ବାସରେ ବିଷ ଦେଉଛନ୍ତି ଅପମିଶ୍ରିତ କାରଖାନା ମାଲିକ।…
ଅଧିକ ଖବର ଦେଖନ୍ତୁ...

ଟ୍ରାଭେଲ୍‌ ଏଜେନ୍ସି ‘ସ୍କାଏ କିଙ୍ଗ୍‌’ର ଅଭିଯୋଗ ପରେ କମିସନରେଟ୍‌ ପୁଲିସ୍‌ର ଛାନ୍‌ଭିନ୍‌

ଭୁବନେଶ୍ୱର: ଟୁର୍‌ ଅପରେଟିଂ କରୁଥିବା ସଂସ୍ଥା ‘ସ୍କାଏ କିଙ୍ଗ’ର ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନାରେ ପାଠକ ବାପା-ପୁଅଙ୍କ ବିରୋଧରେ ହୋଇଥିବା ମାମଲାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ଆଜି ଖାରବେଳ ନଗର ଥାନା ପୁଲିସ ସ୍କାଏ କିଙ୍ଗ କାର୍ଯ୍ୟାଳୟରେ ପହଞ୍ଚି ଛାନ୍‌ଭିନ୍‌…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ସଂସ୍କାରରେ ଚାଉଳରେ ତିଆରି ମଦ ପିଇ ୭ଜଣଙ୍କ ମୃତ୍ୟୁ; ୧୩୦ରୁ ଅଧିକ ଗ୍ରାମବାସୀ ଅସୁସ୍ଥ

ନୂଆଦିଲ୍ଲୀ: କାମ୍ବୋଡିଆରେ ଅନ୍ତିମ ସଂସ୍କାର ସମୟରେ ଚାଉଳରେ ତିଆରି ହୋଇଥିବା ପାଣି କିଛି ଲୋକଙ୍କ ପାଇଁ ବିଷ ପାଲଟି ଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପଚି ଯାଇଥିବା ଚାଉଳରେ ତିଆରି ହୋଇଥିବା ମଦ ପିଇବା ହେତୁ ୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ରୁ ଅଧିକ ଲୋକ…
ଅଧିକ ଖବର ଦେଖନ୍ତୁ...

କୋଟିପତି ବାପ-ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍‌ସର ଏସ୍‌ଆଇଟି

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଚାର ବିଭାଗୀୟ ହାଜତରେ ଥିବା କୋଟିପତି ବାପ-ପୁଅ, ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିଛି ଭିଜିଲାନ୍‌ସର ଏସ୍‌ଆଇଟି। ଗିରଫ ପରେ ୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ବିଧବା ଭଉଣୀ ସମ୍ମୁଖରେ ଭାଇଙ୍କୁ ଫାର୍ସା ଚୋଟ, ଅଭିଯୁକ୍ତ ଗିରଫ

ବାମରା: ସମ୍ବଲପୁର ଜିଲ୍ଲା ସୀମାନ୍ତ ସୁନ୍ଦରଗଡ଼ ଧାରୁଆଡିହି ଥାନା ଅନ୍ତର୍ଗତ କୁଅଁରମାଲ ଗାଁରେ ବୁଧବାର ଅପରାହ୍‌ଣରେ ପ୍ରାୟ ୪ଟାରେ ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ତୁଲାରାମ ନାଏକ (୬୭)। ଏହି ଘଟଣାରେ ପୁଲିସ ଜଣକୁ ଅଟକ ଅଟକ ରଖି ପଚରାଉଚରା ଚଳାଇଛି।…
ଅଧିକ ଖବର ଦେଖନ୍ତୁ...