Daily Archives

December 3, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ମାଧୢମରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସ˚ପୂର୍ଣ୍ଣ ହେବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଦୃଢ଼ ରହିବ। ବିଶେଷ କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କୁ ଖୁସି ମିଳିବ। ବନ୍ଧୁଙ୍କ ସହିତ ସାକ୍ଷାତ…
ଅଧିକ ଖବର ଦେଖନ୍ତୁ...

ଦିନେ ଘୋଡା ଗାଡି ଚଲାଉଥିଲେ, ଆଜି ୨ ହଜାର କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ଦିନେ ଘୋଡାଗାଡି ଚଳାଉଥିବା ଧରମପାଲ ନିଜର ପରିଶ୍ରମ ଓ ଚେଷ୍ଟା ବଳରେ କିଭଳି ୨ ହଜାର କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ ସେ ବାବଦରେ ଆଜି ଆମେ…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀ ଯିବାବେଳେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଲାଗିଗଲା ରୋଷଣୀ, ୩ ଜଣଙ୍କର ମୃତ୍ୟୁ

ଲଖନଉ: ବିବାହ ଶୋଭାଯାତ୍ରା ପାଲଟିଲା ଶେଷ ଯାତ୍ରା | ଅନ୍ୟର ଜୀବନରେ ରଙ୍ଗ ଦେଉ ଦେଉ ଲିଭିଗଲା ଜୀବନ ବତୀ | ଉତ୍ତରପ୍ରଦେଶ ଲଖନଉର କାକୋରିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବୁଧବାର ଦିନ ଲଖନଉର କାକୋରି ଅଂଚଳରେ ଥିବା ରାନୀଖେଡା ଗ୍ରାମର ବେଚାଲଲ ଲୋଧିଙ୍କ ଘରେ ଏକ…
ଅଧିକ ଖବର ଦେଖନ୍ତୁ...

ଯୁବତୀ ଅର୍ଡର ଦେବା ମାତ୍ରେ ପାର୍ସଲ ନେଇ ପହଞ୍ଚିଲେ ୪୨ ଜଣ ଡେଲିଭରି ବୟ, କାହିଁକି ଜାଣନ୍ତୁ?

ମାନିଲା: ହୋଟେଲ ଖାଦ୍ୟ ଘରେ ଖାଇବା ପାଇଁ ସାଧାରଣତଃ ଆପଣ ଜୋମାଟୋ, ସ୍ବୀଗି ଭଳି ଆପ୍ସ ବ୍ୟବହାର କରୁଥିବେ | ଅର୍ଡର କରିବାର କିଛି କ୍ଷଣ ମଧ୍ୟରେ ଡେଲିଭରି ବୟ ଖାଦ୍ୟ ପାର୍ସଲ ଆଣି ଆପଣଙ୍କ ଘରେ ପହଁଚିଯାଉଥିବେ | କିନ୍ତୁ ମାତ୍ର ଥରେ ଅର୍ଡର କରିବା ମାତ୍ରେ ଏକାଧିକ ଡେଲିଭରି ବୟ ଖାଦ୍ୟ ଆଣି…
ଅଧିକ ଖବର ଦେଖନ୍ତୁ...

ଗିରଫ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଆଜି ରାତି କୋର୍ଟରେ ହାଜର କରିଛି। କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ଏସ୍‌ଡିଜେଏମ୍‌କୋର୍ଟରେ ହଜାର କରିଛି। (ଗୁରୁବାର) ସନ୍ଧ୍ୟାରେ ଗିରଫ କରିଛି। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଆପଣ ଖାଉଥିବା ମହୁରେ ମିଶୁଛି ଚୀନରୁ ଆସୁଥିବା ସୁଗାର ସିରପ!

ନୂଆଦିଲ୍ଲୀ: ମହୁରେ ଥିବା ଔଷଧୀୟ ଗୁଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ | ତେବେ ଆପଣ ଜାଣିଛନ୍ତି କି ବଜାରରେ ମିଳୁଥିବା ମହୁ କେତେ ଶୁଦ୍ଧ | ଦାମୀ ଓ ଜଣାଶୁଣା ବ୍ରାଣ୍ଡ ଦେଖି କିଣୁଥିବା ମହୁ କେତେ ଶୁଦ୍ଧ କେବେ ଭାବିଛନ୍ତି କି? ଆଜି ଆମେ ଆପଣଙ୍କୁ ଏକ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ମିଳିବ କି ଫାଇଜର ଟିକା? କମ୍ପାନି ସହ ଚାଲିଛି କଥାବାର୍ତ୍ତା

ନୂଆଦିଲ୍ଲୀ: ବ୍ରିଟେନ ପ୍ରଥମ ରାଷ୍ଟ୍ର ଭାବେ ଫାଇଜର ଓ ବାୟୋଏନ୍ଟେକ୍ର କୋଭିଡ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି । ଆଉ କୋଭିଡ ସହ ମୁକାବିଲା କରି ମାନବ ସମାଜକୁ ସୁରକ୍ଷା ଯୋଗାଇ ଦେବାର ଔଷଧ ଏବେ ମିଳିପାରିଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ଫାଇଜର ଟିକା ପାଇବା ପାଇଁ ଆଗୁଆ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ବିବାହ କରି ଜେଲ୍‌ ଗଲେ ୩ ସନ୍ତାନର ଜନକ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅର୍ନ୍ତଗତ କଦଳୀଗଡ଼ ପଞ୍ଚାୟତ କନ୍ଧରା ଗ୍ରାମରର ସଂଜୟ ବେହେରା (୨୬) ଦ୍ବିତୀୟ ବିବହ କରି ଜେଲ୍‌ ଯାଇଛି। ତାଙ୍କ ପୂର୍ବରୁ ୩ଟି ସନ୍ତାନ ଅଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ ସଂଜୟ କିଛି ବର୍ଷ ତଳେ କନ୍ଧରା ଗ୍ରାମର ଭାରତୀ ବେହେରାଙ୍କୁ ବିବାହ…
ଅଧିକ ଖବର ଦେଖନ୍ତୁ...

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନୂଆ କ୍ରେଡିଟ କାର୍ଡ ପ୍ରଦାନ ସ୍ଥଗିତ ରଖିବାକୁ ଏଚଡିଏଫସି ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର…

ମୁମ୍ବାଇ : ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନୂଆ କ୍ରେଡିଟ କାର୍ଡ ପ୍ରଦାନ ନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ପ୍ରମୁଖ ଘରୋଇ ବ୍ୟାଙ୍କ ଏଚଡିଏଫସିକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ଡିଜିଟାଲ ୨.୦ କାର୍ଯ୍ୟକ୍ରମ ଅଧିନରେ ପ୍ରସ୍ତାବିତ ବିଭିନ୍ନ ସେବାଗୁଡ଼ିକୁ କିଛି ଦିନ ପାଇଁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ଦରମା କରାଇଦେବାକୁ ୫ ହଜାର ଟଙ୍କା ନେଉଥିଲେ, ଭିଜିଲାନ୍ସ ଜାଲରେ ଫସିଲେ କୋକସରା ସିଡିପିଓ  

କୋକସରା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ (ସିଡିପିଓ) ଜୟନ୍ତୀ ମହାନ୍ତି। ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୁନାମାଲ ଗ୍ରାମର ଏହି…
ଅଧିକ ଖବର ଦେଖନ୍ତୁ...