Daily Archives

December 4, 2020

ବିବାହ ପାଇଁ ଭାରତରୁ ପାଦରେ ଚାଲିଚାଲି ନେପାଳରେ ପହଞ୍ଛିଲେ ଯୁବକ

ଆଗ୍ରା: ବିବାହ ପାଇଁ ଭାରତରୁ ନେପାଳ ଗଲେ ଯୁବକ | ତେବେ ଯୁବକ ଜଣକ ଏଥିପାଇଁ କୌଣସି ଗାଡି ବ୍ୟବହାର କରିନଥିଲେ, ବରଂ ପାଦରେ ଚାଲି ଚାଲି ଯାଇ ନେପାଳରେ ପହଂଚିଥିଲେ | ଭାରତ-ନେପାଳ ସୀମା ଝୁଲନିପୁରରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ବନ୍ଦ ବିଚାରାଧୀନ: ପିଲାଙ୍କୁ ଟିସି ଦେଇ ଦେଲେ ପ୍ରଧାନଶିକ୍ଷକ, ବିଇଓ କହିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ: କମ ପିଲା ଥିବା ସ୍କୁଲ ବନ୍ଦ ବିଚାରଧୀନ ଥିବା ବେଳେ ପ୍ରଧାନଶିକ୍ଷକ ମନଇଛା ପିଲାଙ୍କ ଟିସି ଦେବାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଟଣାସୁ ଗାଁରେ। ଏହି ଗାଁରେ ଥିବା ଉଚ୍ଚପ୍ରାଥମିକ…
ଅଧିକ ଖବର ଦେଖନ୍ତୁ...

ଆଲୁମିନିୟମ ତାର ନେଇ ଫେରାର ଟ୍ରକ୍ ପଶ୍ଚିମବଙ୍ଗରୁ ଉଦ୍ଧାର  

ଝାରସୁଗୁଡ଼ା: ଅନ୍ୟ ଏକ ଟ୍ରକ୍ର ନମ୍ବର ପ୍ଲେଟ ଓ ଚେସିସ୍ ନମ୍ବର ଲଗାଇ ୧୫.୮୭୫ ମେଟ୍ରିକ୍ ଟନ୍ ଆଲୁମିନିୟମ କଣ୍ଡକ୍ଟର ୱେର୍ ନେଇ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଡାଲକୁନି ଠାରେ ବିକ୍ରିକରି ଦେଇଥିବା ଏକ ଟ୍ରକକୁ ବଡ଼ମାଲ ପୁଲିସ ପଶ୍ଚିମବଙ୍ଗରୁ ଉଦ୍ଧାର କରିଥିବା ଜଣାଯାଇଛି। ଯାହାର ମୂଲ୍ୟ ୨୮…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ : “ସ୍ୱଚ୍ଛତା କଥା ଉଠିଲେ ପ୍ରଥମେ ଗାନ୍ଧିଜୀଙ୍କ କଥା ମନକୁ ଆସିଥାଏ । ଗାନ୍ଧିଜୀ ସବୁବେଳେ ପରିମଳକୁ ଗୁରୁତ୍ୱ ଦେଉଥିଲେ । ଜାତିର ପିତାଙ୍କ ଭାଷାରେ ପରିମଳ ହେଉଛି ସ୍ୱାଧୀନତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ ସୁସ୍ଥ ପରିବେଶ ହିଁ ଉନ୍ନତି ଏବଂ ଉନ୍ନତ ଜୀବନର ଆଧାର ।’’…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଦୁଇଦିନ ଯାଏଁ ମାଗଣାରେ ଉପଲବ୍ଧ ହେବ ନେଟଫ୍ଲିକ୍ସ, ଏଭଳି କରି ଆପଣ ପାଇପାରିବେ ମାଗଣା ସବସ୍କ୍ରିପସନ

ନୂଆଦିଲ୍ଲୀ: ଆଜିଠାରୁ(ଶନିବାର) ଦୁଇ ଦିନ ପାଇଁ ଆପଣ ମାଗଣାରେ ନେଟଫ୍ଲିକ୍ସ ବ୍ୟବହାର କରିପାରିବେ | ସପ୍ତାହକ ପୂର୍ବରୁ ନେଟଫ୍ଲିକ୍ସ ଘୋଷଣା କରିଥିଲା ଯେ ଭାରତରେ ଷ୍ଟ୍ରିମ୍ ଫେଷ୍ଟ ଯୋଗୁଁ ମାଗଣାରେ ବ୍ୟବହାର କରିବାକୁ ଦିଆଯିବ। ତେବେ ମାଗଣାରେ ନେଟଫ୍ଲିକ୍ସ ବ୍ୟବହାର କରିବା ପାଇଁ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଟ୍ରକ୍‌ ଚାଳକଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ସଦର ଥାନା ତେନ୍ତୁଳି ନିକଟରେ ଆଜି ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଘଟଗାଁ ଥାନା ଧୋବାପିଟଣା ଗ୍ର‍ମର ଶିବ ଚରଣ ମହାନ୍ତଙ୍କ ପୁଅ ଧ୍ରୁବଚରଣ ମହାନ୍ତ (୪୧)। ପ୍ରାପ୍ତ ସୂଚନା ଅନୁସାରେ, ଧ୍ରୁବଚରଣ ଟ୍ରକ୍‌ଟିକୁ…
ଅଧିକ ଖବର ଦେଖନ୍ତୁ...

ବାସ୍ତବ ଜୀବନରେ ଶୀତଲଙ୍କୁ କେହି କେବେ ପ୍ରପୋଜ କରିଛନ୍ତି କି? ଜାଣନ୍ତୁ କ’ଣ କୁହନ୍ତି ଶୀତଲ

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ନାୟିକା ଶୀତଲଙ୍କୁ କେହି କେବେ ପ୍ରପୋଜ କରିଛନ୍ତି କି ? କଲେଜ ସମୟରେ କେହି ଫୁଲ ବା ଚିଠି ଦେଇ ପ୍ରପୋଜ କରିଛନ୍ତି କି ? ଏସବୁ ବାବଦରେ ମନ ଖୋଲି କହିଛନ୍ତି ଶୀତଲ ପାତ୍ର | ମଞ୍ଜରୀ ଟିଭିରେ ପ୍ରସାରିତ ହେଉଥିବା ସୋ 'ହାଲୋ-ହାଏ-ନମସ୍କାର'ରେ ଶୀତଲ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଧାନ ବିକ୍ରି କରି ପ୍ରାପ୍ୟ ପାଇ ନଥିବା ଚାଷୀମାନେ ଏଆରସିଏସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଦେବଗଡ଼: ସରକାର ଚାଷୀମାନଙ୍କର ଆର୍ଥିକସ୍ଥିତିକୁ ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରି ଅଧିକ ଅମଳ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ସଚେତନ କରାଯାଉଛି ଏବଂ ଶସ୍ୟକୁ ସରକାରୀ ମୂଲ୍ୟରେ ବିକ୍ରି ପାଇଁ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ହେବ ଫିଲ୍ମ ‘ରାମ ସେତୁ’ର ସୁଟିଂ!

ନୂଆଦିଲ୍ଲୀ: ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଘୋଷଣା କରି ତାଙ୍କ ପ୍ରଶଂସକଙ୍କ ଆଗ୍ରହ ବଢାଉଛନ୍ତି । ଗତ ମାସରେ ଦୀପାବଳି ଅବସରରେ ଅକ୍ଷୟ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ' ବାବଦରେ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରର ପୋଷ୍ଟରରେ ଅକ୍ଷୟଙ୍କୁ…
ଅଧିକ ଖବର ଦେଖନ୍ତୁ...

ସ୍ବଚ୍ଛତା ଶୁଳ୍କକୁ ପ୍ରତ୍ୟାହାର କରିବା ଦାବି କଲେ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍

ଜୟପୁର: ଜୟପୁର ପୈାରାଞ୍ଚଳରେ ପୌରପାଳିକା ଦ୍ଵାରା ପ୍ରତିଘର ପିଛା ଆଦାୟ କରାଯାଉଥିବା ସ୍ୱଚ୍ଛତା ଶୁଳ୍କକୁ ପ୍ରତ୍ୟାହାର କରିବାକୁ ଦାବି କଲେ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ । ଆସୋସିଏସନ୍ ପକ୍ଷରୁ ଏ ନେଇ ଏକ ଦାବିପତ୍ର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଅବିଭକ୍ତ…
ଅଧିକ ଖବର ଦେଖନ୍ତୁ...