Daily Archives

December 5, 2020

କଟକ ବଣିକ ସଂଘ ପକ୍ଷରୁ ମାଲଗୋଦାମରେ ଅପମିଶ୍ରଣ ଖାଦ୍ୟ ଯାଞ୍ଚ ପାଇଁ ବୈଠକ

କଟକ: କଟକ ବଣିକ ସଂଘ ପକ୍ଷରୁ ଜରୁରୀକାଳୀନ ବୈଠକ ମାଲଗୋଦାମର ସମସ୍ତ ବ୍ୟବସାୟୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କିଛି ଅପମିଶ୍ରଣକାରୀ ବ୍ୟବସାୟୀଙ୍କ ବିଷୟରେ ଆଲୋଚନା କରାଯିବା ସହ ସଂଘର ୧୩ ଜଣ ସଭ୍ୟଙ୍କୁ ନେଇ ଏକ ସ୍କ୍ବାର୍ଡ ଗଠନ କରାଯାଇଛି। ଏହି ସ୍କ୍ବାର୍ଡ ଆସନ୍ତା ୭…
ଅଧିକ ଖବର ଦେଖନ୍ତୁ...

ପଞ୍ଚା‌ୟତ ଗୋଦାମରେ ପଡିଛି ଚାଉଳ, ୩ ମାସ ହେଲା ପାଇ ନାହାନ୍ତି ହିତାଧିକାରୀ

ଫୁଲବାଣୀ: ପଞ୍ଚାୟତ ଗୋଦାମରେ ପଡି ରହିଛି ଚାଉଳ। ହେଲେ ହିତାଧିକାରୀ ୩ ମାସ ହେଲା ପାଇ ନାହାନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତର ବହୁ ହିତାଧିକାରୀଙ୍କ ପକ୍ଷରୁ ଏଭଳି ଅଭିଯୋଗ ହୋଇଛି। ପଞ୍ଚାୟତର ହିତାଧିକାରୀ ଚାଉଳ ପାଇ ନଥିବା ନେଇ  ଲୁଇସିଂର ପୂର୍ବତନ ସରପଞ୍ଚ…
ଅଧିକ ଖବର ଦେଖନ୍ତୁ...

୬ ଦଫା ଦାବିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ଗଣଧାରଣା

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ୬ ଦଫା ଦାବିରେ ଆଜି ସାଧାରଣ ଜନତାଙ୍କ ତରଫରୁ ଧାରଣା ଦିଆଯାଇଥିଲା । ବାଲିପାଟଣା ଏବଂ ବାଲିଅନ୍ତା ଅଞ୍ଚଳର ୨ ଲକ୍ଷରୁ ଉର୍ଦ୍ଧ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲ ଉପରେ ନିର୍ଭର କରନ୍ତି। ଅଭୟମୁଖି,…
ଅଧିକ ଖବର ଦେଖନ୍ତୁ...

କୋଭିଡ଼୍ ଯୋଦ୍ଧାଙ୍କୁ ଭୁଲିଗଲେ ସରକାର, ୪ ମୃତକଙ୍କ ପରିବାରକୁ ମିଳିନି ସରକାରୀ ସହାୟତା

ରାୟଗଡ଼ା: ଗ୍ରୀନ୍ ଜୋନରୁ ରେଡ୍ ଜୋନ୍। ରେଡ୍ ଜୋନରୁ ପୁଣି ଗ୍ରୀନ୍ ଜୋନ୍। ୪ ମାସର ଲଢ଼େଇ ପରେ କୋଭିଡ଼୍ ମୁକ୍ତ ହୋଇଛି ରାୟଗଡ଼ା ଜିଲ୍ଲା। ଦୈନିକ ସଂକ୍ରମଣ ଏବେ ୩/୪ ରେ ସୀମିତ ରହୁଛି। ଦିନେ ଦିନେ ଜିଲ୍ଲା ସଂକ୍ରମଣ ଶୂନ୍ୟ ହେଉଛି। ଜିଲ୍ଲାକୁ କୋଭିଡ଼୍ ମୁକ୍ତ କରିବା ପଛରେ କରୋନା…
ଅଧିକ ଖବର ଦେଖନ୍ତୁ...

ଗଛକଟାକୁ ବିରୋଧ କରିବାରୁ ୱାର୍ଡସଭ୍ୟାଙ୍କ ସ୍ବାମୀଙ୍କୁ ହାଣିଲେ

ଆନନ୍ଦପୁର/ହାଟଡିହି : ‌କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଞ୍ଚୁଗୋଛିଆ ଗ୍ରାମରେ ବେଆଇନ ଗଛକଟାକୁ ୧୫ ନମ୍ବର ୱାର୍ଡର ୱାର୍ଡସଭ୍ୟା ବିରୋଧ କରିଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ୱାର୍ଡସଭ୍ୟାଙ୍କ ସ୍ବାମୀ ଉତ୍ତମ କୁମାର ନାୟକ (୪୦)ଙ୍କୁ ଖଣ୍ତାରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କ କୃଷି ବିଲ୍ ପ୍ରତ୍ୟାହାର ଦାବି: ଫୁଲବାଣୀରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ଫୁଲବାଣୀ:କେନ୍ଦ୍ର ସରକାରଙ୍କ ଦ୍ବାରା ପାସ ହୋଇଥିବା କୃଷି ବିଲକୁ ବିରୋଧ। ବିଭିନ୍ନ ରାଜ୍ୟର ଚାଷୀମାନେ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି।  ଏ ନେଇ ଆସନ୍ତା ୮ ତାରିଖରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ଆବା‌ହକ ଅକ୍ଷୟ କୁମାର ଭାରତ ବନ୍ଦ ଡାକରା ଦେଇଛନ୍ତି। ଭାରତ ବନ୍ଦ ଡାକରାକୁ ସମର୍ଥନ…
ଅଧିକ ଖବର ଦେଖନ୍ତୁ...

କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ହେବ ଚଉଷଠୀ ଯୋଗିନୀ ମହୋତ୍ସବ , ପର୍ଯ୍ୟଟନ ବିଭାଗକୁ ଜିଲ୍ଲାପାଳଙ୍କ ଚିଠି

ବାଲିଅନ୍ତା: ବାଲିଅନ୍ତା ବ୍ଲକ ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ମହୋତ୍ସବ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଯୋଗିନୀ ମହୋତ୍ସବ ଆୟୋଜନ କରୁଥିବା ନୃତ୍ୟ ପ୍ରତିଭା ପକ୍ଷରୁ ଏନେଇ ପ୍ରସ୍ତୁତି ଚାଲିଛି । ପ୍ରତିବର୍ଷ ଡିସେମ୍ବର ୨୩ , ୨୪ ଓ ୨୫ ତାରିଖ ୩ ଦିନ ଧରି ପୀଠ…
ଅଧିକ ଖବର ଦେଖନ୍ତୁ...

୭ଟି ଚୋରି ବାଇକ୍‌ ଉଦ୍ଧାର, ୫ ଗିରଫ

ବଡ଼ବିଲ: କେନ୍ଦୁଝର ଜିଲ୍ଳା ବଡ଼ବିଲ ପୁଲିସ ୭ଟି ଚୋରି ବାଇକ୍‌ ଉଦ୍ଧାର କରିବା ସହ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଲାଣି ଥାନା ନିମତୁର ଗ୍ରାମର ହରଦୀପ ଧନୱାର (୨୦), ବଡ଼ବିଲ ଥାନା ବାରୁହଟିଂର ଗୋରଖା ଓରଫ ସନ୍ତୋଷ ମୁଣ୍ଡା (୩୬), ଠାକୁରାଣୀ ଟିସି କଲୋନିର ଶିବ କାରୁଆ (୨୬),…
ଅଧିକ ଖବର ଦେଖନ୍ତୁ...

ପରିବେଶ ଅନୁକୂଳ କରାଯିବ ଅଯୋଧ୍ୟା ରାମ ମନ୍ଦିର: ସାରା ବିଶ୍ୱରୁ ଆସିଛି ୪୫୦ଟି ପ୍ଲାନ

ନୂଆଦିଲ୍ଲୀ: ପରିବେଶ ଅନୁକୂଳ କରାଯିବ ଅଯୋଧ୍ୟା ରାମ ମନ୍ଦିର | ଆଉ ଏଥିପାଇଁ ସାରା ବିଶ୍ୱରୁ ଆସିଛି ୪୫୦ଟି ପ୍ଲାନ | ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହିତ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ୬୭ ଏକର ଜମିର ବିକାଶ ପାଇଁ ପ୍ରସ୍ତୁତି ଚାଲିଛି। ଆଉ ଏହି ବିକାଶ ପାଇଁ ରାମ ଜନ୍ମଭୂମି ତୀର୍ଥ…
ଅଧିକ ଖବର ଦେଖନ୍ତୁ...

ଜେମ୍ସ ବଣ୍ଡଙ୍କ ଏଭଳି ଫ୍ୟାନ ଦେଖିଛନ୍ତି କି ? ୪୦ ଲକ୍ଷର ଗାଡି ପାଇଁ କିଣିଲେ ୩୪ ଲକ୍ଷ ଟଙ୍କାର ନମ୍ବର ପ୍ଲେଟ

ଅହମଦାବାଦ: ସାରା ଦୁନିଆରେ ଜେମ୍ସ ବଣ୍ଡଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି | ତେବେ ଗୁଜୁରାଟର ଅହମଦାବାଦରେ ଏମିତି ଜଣେ ପ୍ରଶଂସକ ଅଛନ୍ତି, ଯାହାଙ୍କର ଦାମୀ ନମ୍ବର ପ୍ଲେଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ଏହି ପ୍ରଶଂସକ ଜଣକ ନିଜର ୪୦ ଲକ୍ଷ ଟଙ୍କାର ଟୟୋଟା ଫର୍ଚୁନର କାର ପାଇଁ ଟେଣ୍ଡର…
ଅଧିକ ଖବର ଦେଖନ୍ତୁ...