Daily Archives

December 5, 2020

ରାଇଘର ଅଞ୍ଚଳରେ ମାଓ ବ୍ୟାନର

ରାଇଘର: ନବରଙ୍ଗପୁର ଜିଲ୍ଲା ସୀମାନ୍ତ ତଥା ମାଓ ପ୍ରବଣ ରାଇଘର ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ ମାଓ ବ୍ୟାନର ମରାଯାଇଥିବା ସୂଚନା ମିଳିଛି l ଏହି ବ୍ୟାନର କୁରାବେଡା ପଞ୍ଚୟତର ବାଗବେଡା ଗ୍ରାମର ଏକ ପୋଲ ନିକଟରେ ମାରା ଯାଇଥିବା ଦେଖିବାକୁ ମିଳିଛି l ପ୍ରତକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କିଛି…
ଅଧିକ ଖବର ଦେଖନ୍ତୁ...

ଡଲାରକୁ ଟକ୍କର ଦେବାକୁ ଚୀନ ଆରମ୍ଭ କଲା ଡିଜିଟାଲ ମୁଦ୍ରାର ପ୍ରଚଳନ

ବେଜିଂ: ଡଲାରକୁ ଟକ୍କର ଦେବାକୁ ଚୀନର ପ୍ରୟାସ | ଚାଇନା ଡିଜିଟାଲ ମୁଦ୍ରାର ବ୍ୟବହାର କରିବାରେ ସଫଳ ହୋଇଛି | କିଛି ମାସ ପୂର୍ବରୁ ଚୀନ୍ ଏହି ପରୀକ୍ଷଣ ଆରମ୍ଭ କରିଥିଲା। ଏହା ଚୀନର ୪ଟି ସହରରେ ଆରମ୍ଭ କରାଯାଇଥିଲା | ରିପୋର୍ଟ ଅନୁଯାୟୀ, ଏହି ୪ଟି ସହରରେ ୟୁଆନ୍ (ଚାଇନାର ମୁଦ୍ରା) ର…
ଅଧିକ ଖବର ଦେଖନ୍ତୁ...

କୋଇଲା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ

ବେଜିଂ: ଚାଇନାର ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି | ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ଶ୍ରମିକମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଚୀନର ସରକାରୀ ସମ୍ବାଦ ଏଜେନ୍ସି ସିନହୁଆ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଯୋଗଚୁଆନ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡ଼ୁରୁ ବ୍ରହ୍ମପୁର ଗହଣା ଚାଲାଣ: ୬ କିଲୋ ସୁନା, ୨୩୯ କିଲୋ ରୁପା ଅଳଙ୍କାର ଜବତ

ବ୍ରହ୍ମପୁର : ଟିକସ ଫାଙ୍କି ବ୍ରହ୍ମପୁରକୁ ସୁନା, ଗହଣା ଚାଲାଣ ରାକେଟ୍‌ ପର୍ଦ୍ଦାଫାସ୍‌ କରିଛି ପୁଲିିସ। ଗୋସାଇଁ ନୂଆଗାଁ ଥାନା ପୁଲିସ ଏହି ରାକେଟ୍‌କୁ ଠାବ କରି ୩ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ୬ କିଲୋ ସୁନା ଅଳଙ୍କାର ଓ ୨୩୯କିଲୋ ରୁପା ଅଳଙ୍କାର ଜବତ ହୋଇଛି। ଚାଲାଣରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ସବୁ ଇଚ୍ଛା ପୂରଣ ହେବ। ବୁଧ ଓ ଗୁରୁବାର: ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ଆଲୋଚନାର ସମ୍ମୁଖୀନ ହେବାକୁ ପଡ଼ିପାରେ। ରବି, ସୋମ ଓ ମଙ୍ଗଳବାର: ବାହାରକୁ ବୁଲି ଯିବାର ଇଚ୍ଛା ରହିବ। ବୁଧ ଓ ଗୁରୁବାର: ରଚନାତ୍ମକ କାର୍ଯ୍ୟରେ ଆଗ୍ରହ ବଢ଼ିବ।…
ଅଧିକ ଖବର ଦେଖନ୍ତୁ...

କରୋନା କାଳ ହେଲା: ଋଣବୋଝ ସହିନପାରି ଜୀବନ ହାରିଲେ 

ନଠୁଆବର/ରସୁଲପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତ ପାଳସାହି ଗ୍ରାମର ସନ୍ତୋଷ କୁମାର ସାହୁ(୩୭) ଆଜି ସକାଳେ ଶୋଇବା ଘର ଫଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଠେଲାରେ ଖାଦ୍ୟ ବିକ୍ରି କରୁଥିବା ସନ୍ତୋଷ ଋଣଭାର ସହିନପାରି ଆତ୍ମହତ୍ୟା କରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ବିଜେପି ପୁଣି ମୋ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

ଜୟପୁର: ପୁଣି ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବା କଥା ଶନିବାର ଦିନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଅଭିଯୋଗ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ବିଦ୍ରୋହଜନିତ ରାଜନୈତିକ ସଙ୍କଟ ଟଳିବାର ଚାରି ମାସ ପରେ ଗେହଲଟ୍‌ ଆଜି ଏକ ଭର୍ଚ୍ୟୁଆଲ୍‌…
ଅଧିକ ଖବର ଦେଖନ୍ତୁ...

ପାଠକଙ୍କ ଅନୁଗୁଳ ଲିଙ୍କ୍‌ରୁ ବାହାରିଲାଣି ଦୁର୍ନୀତି ଚେର, ‘ସିଲଟ’ ଟଙ୍କା ଖାଇଛନ୍ତି ପାଠକ !

ଅନୁଗୁଳ: ଆଇଏଫ୍ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ଅନୁଗୁଳ ଲିଙ୍କ୍‌ରୁ ବାହାରିଲାଣି ଦୁର୍ନୀତି ଚେର। ୧୯୯୩-୯୪ମସିହାରେ ସେ ଯେତେବେଳେ ଅନୁଗୁଳ ବନଖଣ୍ଡ ଅଧିକାରୀ ଭାବେ ଚାକିରି କରୁଥିଲେ, ସେତେବେଳେ ସିଲଟ କିଣା ଅନିୟମିତତାରେ ତାଙ୍କର ସମ୍ପୃକ୍ତି ଖୋଜି ପାଇଛି ଭିଜିଲାନ୍‌ସ। ଅନୁଗୁଳରେ ଏହି…
ଅଧିକ ଖବର ଦେଖନ୍ତୁ...

ପୁଣି କଳା ପଲସର ଆତଙ୍କ: ମହିଳାଙ୍କ ବେକରୁ ଲୁଟିନେଲେ ସୁନା ଚେନ  

ଫୁଲନଖରା: କଟକର ସଦର ଥାନା ଅନ୍ତର୍ଗତ ବମ୍ଫକୁଦଠାରେ ଜଣେ ମହିଳାଙ୍କଠାରୁ ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନଙ୍କ ମଧ୍ୟରୁ ଜଣେ ଧରା ପଡ଼ିଥିବାବେଳେ ଅନ୍ୟ ଜଣେ ଫାଙ୍କା ଗୁଳି ଚଳାଇ ଫେରାର ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ଶନିବାର ସଂଧ୍ୟାରେ କଟକ ବିଡ଼ାନାସୀ ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...