Yearly Archives

2021

ଚୂଡ଼ା‌ନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି: ଗାନ୍ଧୀ ଜୟନ୍ତୀରେ ପୁନଃଲୋକାର୍ପିତ ହେବ ଏକାମ୍ର ହାଟ

ଭୁବନେଶ୍ବର: ଚାଲିଛି ରଙ୍ଗବୋଳା, ବଗିଚା ସଫା ଓ ଗଛ କଟା। ପୁରୁଣା କୋଠରି ନୂଆ ରୂପରେ ସଜେଇ ହେଉଛି। ମୁକ୍ତାକାଶ ମଞ୍ଚର କାନ୍ଥ ଏବେ ଓଡ଼ିଆ ପରମ୍ପରାର ଗାଥା ଗାଉଛି। ଏକାମ୍ର ହାଟର ସୌନ୍ଦର୍ଯ୍ୟୀକରଣ ତଥା ନବୀକରଣ କାର୍ଯ୍ୟ ଏମିତି ଦ୍ରୁତଗତିରେ ଆଗେଇ ଚାଲିଛି। କାରଣ ଗାନ୍ଧୀ ଜୟନ୍ତୀରେ…
ଅଧିକ ଖବର ଦେଖନ୍ତୁ...

ଘରୋଇ ହସ୍ପିଟାଲରେ ଟିକା ନେଇ ହଟହଟା ହେଲେ ଯୁବତୀ: କୋ-ୱିନ୍ ପୋର୍ଟାଲରେ ତଥ୍ୟ ଅପଲୋଡ୍ ନ ହେବାରୁ ମିଳିପାରୁନି…

ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଟିକା ନେଇ ଜଣେ ଯୁବତୀ ହଟହଟା ହୋଇଛନ୍ତି। ଯୁବତୀଜଣକ ଘରୋଇ ହସ୍ପିଟାଲରେ ସ୍ପୁଟନିକ-ଭି ଟିକା ନେଇଥିବା ବେଳେ କୋ-ୱିନ୍ ପୋର୍ଟାଲରେ ତଥ୍ୟ ଅପଲୋଡ୍ ନ ହେବା କାରଣରୁ ସେ ଦ୍ବିତୀୟ ଡୋଜ୍ ଟିକା ନେଇ ପାରୁନାହାନ୍ତି। ହସ୍ପିଟାଲ୍‌…
ଅଧିକ ଖବର ଦେଖନ୍ତୁ...

ବିନା ପ୍ରାକ୍ଟିକାଲ୍‌ ଶିକ୍ଷାରେ ପରୀକ୍ଷା ଦେବେ: ଚିନ୍ତାରେ ଚାରୁ ଓ କାରୁକଳା ଛାତ୍ରଛାତ୍ରୀ

ଖଣ୍ଡଗିରି: ମହାମାରୀ କରୋନା କାଳରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାଠପଢ଼ା। ସବୁ ବର୍ଗର ତଥା ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରଭାବିତ ହୋଇଛନ୍ତି। ତେଣୁ ଚାରୁ ଓ କାରୁକଳା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। କରୋନା କଟକଣା ପାଇଁ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ବିଦେଶକୁ ଗଲେ ୧୮ ପୋଷ୍ୟ ଶିଶୁ

ଭୁବନେଶ୍ବର: ଗୋଟିଏ ବର୍ଷରେ ୧୮ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ବିଦେଶକୁ ପଠାଯାଇଛି। ଏଥିସହ ଚଳିତ ବର୍ଷ ବାଳାଶ୍ରମ ଏବଂ ଅନୁଦାନ ସମ୍ପର୍କିତ ନିୟମରେ ପରିବର୍ତ୍ତନ କରାଯାଇ ବାଳାଶ୍ରମ ସଂଖ୍ୟା ୨୪୪ରୁ ୨୩୮କୁ ହ୍ରାସ କରାଯାଇଛି। ଏଠାରେ ସମୁଦାୟ ୯୨୨୪ ଶିଶୁ ରହିଛନ୍ତି। ୨୦୨୦-୨୧ ମସିହାର ମହିଳା…
ଅଧିକ ଖବର ଦେଖନ୍ତୁ...

ଗହଣା ଦୋକାନରୁ ଠକେଇ ମାମଲା: ମୁମ୍ବାଇର ଏମ୍‌ବିଏ ଧୂର୍ତ୍ତ, କୋଲକାତାରୁ ଗିରଫ

ଭୁବନେଶ୍ବର: ବଡ଼ ଚତୁରତାର ସହ ଗହଣା ଦୋକାନକୁ ଲୁଟୁଥିଲା। ଲୁଟ୍‌ ଧନରେ ଫ୍ଲାଇଟ୍‌ରେ ଉଡ଼ୁଥିଲା ଓ ବଡ଼ବଡ଼ ଦାମୀ ହୋଟେଲ୍‌ରେ ରହୁଥିଲା। ଅନୁରୂପଭାବେ ପାତ୍ରପଡ଼ା ଡିଏନ୍‌ ରେଗାଲିଆ ମଲ୍‌ସ୍ଥିତ ‘ନିମନ୍ତ୍ରଣ’ ଗହଣା ଦୋକାନ ମାଲିକଙ୍କୁ ଚୁନ ଲଗାଇ ଚମ୍ପଟ ମାରିଥିଲା। ତେବେ ଦିଲ୍ଲୀ, ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ହଡ଼ପ ପାଇଁ ଚକ୍ରାନ୍ତ: ମନ୍ଦିର କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୪୦ କୋଟି ଟଙ୍କାର ସଂପତ୍ତି ହଡ଼ପ ପାଇଁ ମସୁଧା ଚାଲିଥିବା ବେଳେ ଏହାକୁ ସ୍ଥାନୀୟ ଲୋକ ଓ ସେବାୟତ ତୀବ୍ର ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ଗତକାଲି ମନ୍ଦିର କାର୍ଯ୍ୟାଳୟ ଘେରାଉ କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ରାଧାନାଥ ରାୟ ଥିଲେ ଜନମାନସର କବି

ଭୁବନେଶ୍ୱର: କବିବର ରାଧାନାଥ ରାୟଙ୍କ କବିତାରେ ପାଶ୍ଚାତ୍ୟ ପ୍ରଭାବ ଥିଲା। କିନ୍ତୁ ତାଙ୍କ କାବ୍ୟ କବିତା ଜନମାନସକୁ ଗଭୀର ଭାବେ ପ୍ରଭାବିତ କରୁଥିଲା। ତାଙ୍କ କାଳଜୟୀ ରଚନାବଳୀ ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ହୃତ୍‌ପିଣ୍ଡ ଦିବସ-୨୧: ଚିକିତ୍ସାରେ ବାଧକ ଦୁର୍ବଳ ଭିତ୍ତିଭୂମି, ଅସ୍ତ୍ରୋପଚାର ପାଇଁ ବାହାରକୁ ଯିବାକୁ ବାଧ୍ୟ…

ଭୁବନେଶ୍ବର: ଏବେ ବି ଓଡ଼ିଶାରେ ହୃଦ୍‌ରୋଗ ଚିକିତ୍ସାର ବାଧକ ସାଜିଛି ଦୁର୍ବଳ ଭିତ୍ତିଭୂମି। ଶିଶୁ ହୃଦ୍‌ରୋଗୀଙ୍କ ଅସ୍ତ୍ରୋପଚାର, ହୃତ୍‌ପିଣ୍ଡ ପ୍ରତିରୋପଣ, ହୃତ୍‌ପିଣ୍ଡରେ ଟ୍ୟୁମର, ହୃତ୍‌ପିଣ୍ଡରେ ମାଂସବୃଦ୍ଧି ଭଳି ବିଭିନ୍ନ ପ୍ରକାର ହୃଦ୍‌ରୋଗର ଚିକିତ୍ସା ସମ୍ବଲପୁରସ୍ଥିତ ଭିମ୍‌ସାର,…
ଅଧିକ ଖବର ଦେଖନ୍ତୁ...

ମୁକୁଳା ପଡ଼ିଛି ଇମ୍ଫା ପାର୍କ ଅଞ୍ଚଳ ଡ୍ରେନ୍

ଭୁବନେଶ୍ବର: ସହିଦନଗର ଇମ୍ଫା ପାର୍କ ଅଞ୍ଚଳରେ ଅନେକ ଡ୍ରେନ୍ ମୁକୁଳା ପଡ଼ିଛି। ଫଳରେ ପ୍ରତିଦିନ ଗାଈ ଓ ବୁଲା ଷଣ୍ଢ ପଡ଼ି ଆହତ ହେଉଛନ୍ତି। ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ ପକାଇବା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ରୋଗରୁ କିପରି ମୁକ୍ତି ପାଇବେ: ମାନସିକ ଚାପରୁ ଦୂରେଇ ରହନ୍ତୁ, ଧୂମପାନ ଏବଂ ତମାଖୁ ସେବନଠାରୁ ଦୂରେଇ ରହନ୍ତୁ

ଡାକ୍ତର ମହେନ୍ଦ୍ର ତ୍ରିପାଠୀ ଲୋକଙ୍କୁ ହୃତ୍‌ପିଣ୍ଡ ଓ ହୃଦରୋଗ ସଂପର୍କରେ ସଚେତନ କରାଇବା ଉ‌‌ଦ୍ଦେଶ୍ୟରେ ୨୦୦୦ ମସିହା ସେପ୍ଟେମ୍ବର ୨୯ ତାରିଖରୁ ବିଶ୍ବ ହୃତ୍‌ପିଣ୍ଡ ଦିବସ ପାଳିତ ହୋଇଆସୁଛି। କିନ୍ତୁ ବିଶ୍ୱରେ ହୃଦ୍‌ରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ। ପ୍ରତିବର୍ଷ ପ୍ରାୟ ୧୭.୩…
ଅଧିକ ଖବର ଦେଖନ୍ତୁ...