Monthly Archives

January 2021

ବାର୍‌ହାକୁ ଧକ୍କା ଦେଇ ପିକ୍‌-ଅପ୍‌ ଓଲଟିଲା; ବାରହା ମୃତ, ୧୫ ଶ୍ରମିକ ଆହତ

ହେମଗିର: ଆଜି ସଂଧ୍ୟାରେ ଶ୍ରମିକ ମାନଙ୍କୁ ନେଇ ଘରକୁ ଫେରୁଥିବା ଏକ ପିକ୍‌-ଅପ୍‌ ଗାଡି ରାସ୍ତାରେ ଏକ ବାର୍‌ହା ସହ ଧକ୍କା ଖାଇ ରାସ୍ତା ଉପରେ ଓଲଟି ପଡିବାରୁ ପ୍ରାୟ ୧୫ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ବାର୍ହା‌ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାଟି ହେମଗିର କନିକା…
ଅଧିକ ଖବର ଦେଖନ୍ତୁ...

ବେଆଇନ କୋଠା ନିର୍ମାଣ ମାମଲାରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୋନୁ ସୁଦ

ମୁମ୍ବାଇ: କିଛି ଦିନ ତଳେ ବଲିଉଡ କଳାକାର ସୋନୁ ସୁଦଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସୋନୁ ଜୁହୁସ୍ଥିତ ଏକ ୬ ମହଲା କୋଠାକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି  ଏବଂ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇନାହାନ୍ତି ବୋଲି ବିଏମସି…
ଅଧିକ ଖବର ଦେଖନ୍ତୁ...

‘ଜୁଗାର’ ବାର୍ଷିକ ସଂଖ୍ୟା ଉନ୍ମୋଚନ ଉତ୍ସବ ‘ଅସ୍ମିତା-୨୦୨୦’: ‘ଆମ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଅବଶ୍ୟମ୍ଭାବୀ’

ଝାରସୁଗୁଡ଼ା: ଅସ୍ମିତା ହେଉଛି ସ୍ବାଭିମାନର ଝଂକାର, ଅସ୍ମିତା ହେଉଛି ଏକ କୋମଳ ଅହଂକାର। ପଶ୍ଚିମ ଓଡ଼ିଶାର ଆବେଗ ହିଁ ତା’ର ଅସ୍ମିତା। ଆଉ ଆମ ଭାଷା ହେଉଛି ଅସ୍ମିତାର ପରିଚୟ। ତେଣୁ ଜୀବନରେ ଯେତେ ଭାଷା ଶିଖିଲେ ବି ନିଜ ମା’ ଓ ମାଟିର ଭାଷାକୁ ସର୍ବାଗ୍ରେ ରଖିବା ହେଉଛି ଜ୍ଞାନୀ ଓ ବିକାଶଶୀଳ…
ଅଧିକ ଖବର ଦେଖନ୍ତୁ...

ହୁସିଆର!  ମୋବାଇଲ୍‌ରେ ଗପି ଫସିଲେ; ୧୩ ବାଇକ୍ ଚାଳକଙ୍କୁ ମାଡ଼ିବସିଲା ପୁଲିସ

କେନ୍ଦ୍ରାପଡ଼‌ା: ହୁସିଆର ! ବାଇକ୍ ଚଳାଇବା ବେଳେ ମୋବାଇଲ୍‌ରେ ଗପୁଛନ୍ତି କି? ତା‌’ ହେଲେ ହେଇଯାଆନ୍ତୁ ସାବଧାନ। ନଚେତ୍ ପୁଲିସ ଜରିମାନାର ଶିକାର ହେବେ ା କାରଣ, ସାଦା ପୋଷାକରେ ସାରା ସହରରେ ଏବେ ପୁଲିସ ପଇଁତରା ମାରୁଛି ା ଆଜି ପ୍ରଥମ ଦିନରେ ବାଇକ୍ ଚଳାଇବା ବେଳେ ମୋବାଇଲ୍‌ରେ ଗପି ୧୩ଜଣ…
ଅଧିକ ଖବର ଦେଖନ୍ତୁ...

ଭୁଜାଲିରେ ଆକ୍ରମଣ କରି ଦୁଇ ଟ୍ରକ୍‌ ଚାଳକଙ୍କଠୁ ଲୁଟ୍‌

ରାଜଗାଙ୍ଗପୁର: ବିଜୁ ଏକ୍ସପ୍ରେସ ୱେର ଲମଲୋଇ ନିକଟରେ ଏକ ଟ୍ରକ୍‌ ଚାଳକଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଆଜି ଦିନ ଦ୍ବିପ୍ରହରରେ ଦୁଇଟି ଟ୍ରକ୍‌ ମାଲ ବୋଝେଇ କରିବାକୁ ରାଉରକେଲା ଅଭିମୁଖେ ଯାଉଥିବା ସମୟରେ ଲମଲୋଇ ବିଜୁ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡାୟତ, କ୍ଷତ୍ରିୟ ଓ ପାଇକ ସମାଜର ବାର୍ଷିକୀ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର; ୨୬ୟୁନିଟ ସଂଗ୍ରହ

ଜୟପୁର: ଖଣ୍ଡାୟତ, କ୍ଷତ୍ରିୟ ଓ ପାଇକ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ଅବସରରେ ‘ସମ୍ବାଦ’ଆ‌ମଓଡିଶା, ଏଚ୍ଡି‌ଏଫ୍ସି‌ ବ୍ୟାଙ୍କ ସହାୟତାରେ ବାମୁଣୀ ଗ୍ରାମ ଶୀତଳାମାଁ ମନ୍ଦିର ପାର୍ଶ୍ବ ଆମ୍ବ ବଗିଚା ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୬ ୟୁନିଟ୍ ରକ୍ତ…
ଅଧିକ ଖବର ଦେଖନ୍ତୁ...

ବଡଯାତ୍ରା ଆସନ୍ତା ମାର୍ଚ୍ଚ ୨ରୁ ୩୧ ପର୍ଯ୍ୟନ୍ତ ଚାଲିବ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଡ ଠାକୁର ଶ୍ରୀ କାନମରାଜୁ, ବାଲାରାଜୁ, ପୋତରାଜୁ ଏବଂ ମୁତ୍ୟେଲୁଆମ୍ମାଙ୍କ ବଡଯାତ୍ରା ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୨ ତାରିଖରୁ ପୂଜାରୀ ଏବଂ ଅନ୍ୟମାନେ ମାଲକାନଗିରି ଠାରୁ ମାନ୍ୟମକୋଣ୍ଡା…
ଅଧିକ ଖବର ଦେଖନ୍ତୁ...

ସିୱା ପକ୍ଷରୁ ‘ସାଇକେଲ ଚଲାଅ ସୁସ୍ଥ ରୁହ’ର ବାର୍ତ୍ତା

ଜୟପୁର: ‘ସାଇକେଲ ଚଲାଅ ସୁସ୍ଥ ରୁହ’ ଏଭଳି ଅଭିଯାନ ଗତ କିଛି ଦିନ ହେବ ଜୟପୁରରେ ଆରମ୍ଭ ହୋଇଛି। ଏହାକୁ ଆରମ୍ଭ କରିଛି ‘ସିୱା’ ଅନୁଷ୍ଠାନ। ପୂର୍ବରୁ ଏହି ଅନୁଷ୍ଠାନ ବୃକ୍ଷରୋପଣର ସଚେତନତା ବାର୍ତ୍ତା ପ୍ରଚାର ଓ ପ୍ରସାର ସାଇକେଲ ମାଧ୍ୟମରେ କରୁଥିଲେ। ଏବେ ଏହାକୁ ପ୍ରତି ରବିବାର ଦିନ…
ଅଧିକ ଖବର ଦେଖନ୍ତୁ...

ଜାନୁଆରିରେ ଜିଏସଟି ଆଦାୟ ୧ ଲକ୍ଷ ୨୦ ହଜାର କୋଟି ଛୁଇଁଲା

ନୂଆଦିଲ୍ଲୀ : ଜାନୁଆରି ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୨୦ ହଜାର କୋଟି ଛୁଇଁଛି  ।  ଏହା ଜାନୁଆରି ୨୦୨୦ ତୁଳନାରେ ୮ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଡିସେମ୍ବର ୨୦୨୦  ତୁଳନାରେ ୪ ପ୍ରତିଶତ ଅଧିକ ।  ଡିସେମ୍ବର ୨୦୨୦ରେ ଜିଏସଟି ଆଦାୟ ୧,୧୫,୧୭୪ କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସାର୍ନା ଧର୍ମ ମାନ୍ୟତା ଦାବିରେ ସେଙ୍ଗଲ ଅଭିଯାନ ପକ୍ଷରୁ ରେଳରୋକ

ବ୍ୟାସନଗର : ସର୍ବଭାରତୀୟ ଆଦିବାସୀ ସେଙ୍ଗଲ ଅଭିଯାନ ଆହ୍ଵାନରେ ଆଜି ଯାଜପୁର ଜିଲ୍ଲା କମିଟି ପକ୍ଷରୁ ସାର୍ନା ଧର୍ମକୋଡ ମାନ୍ୟତା ଦାବିରେ ଯାଜପୁରରୋଡ ରେଳଷ୍ଟେସନରେ ରେଳରୋକ କରାଯାଇଥିଲା। ନହକା ବାଇପାସ୍ ନିକଟରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲା କମିଟିର କର୍ମକର୍ତ୍ତାମାନେ ଗୋପବନ୍ଧୁ ଛକ…
ଅଧିକ ଖବର ଦେଖନ୍ତୁ...