Daily Archives

January 1, 2021

ଲଘୁ ଖଣିଜଦ୍ରବ୍ୟ ଚୋରାଚାଲାଣ : ୯ ମାସରେ ଦେଢ଼ କୋଟି ଟଙ୍କା ଜୋରିମାନା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ଯେତିକି ପ୍ରୟାସ କରାଯାଉଛି ସେତିକି ପରିମାଣରେ ଖଣି ମାଫିଆ ଚୋରା ଚାଲାଣର ନୂଆ ବାଟ ବାହାର କରିନେଉଛନ୍ତି । ତେବେ ୨୦୧୯ରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଉପରେ ପୁଲିସ୍-ଏସ୍ଟିଏଫ୍ ଚଢ଼ଉ କରିଥିବା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ନିରାଡମ୍ବରରେ ନୂଆବର୍ଷ; କରୋନା ଛଡାଇ ନେଲା ଖୁସି

ଭଦ୍ରକ: ସାରା ବିଶ୍ବ କରୋନା କବଳରେ କଲବଲ ହେଉଥିବା ବେଳେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଦୁର୍ବଳ ହୋଇଛି। ଲୋକଙ୍କ ମନ ଭିତରେ ଥିବା କରୋନାର ଭୟ ସବୁ କିଛି ସୁଖ ଛଡାଇ ନେଇଛି। ଗତ ଦୁଇ ହଜାର କୋଡିଏ ମାର୍ଚ୍ଚ ଠାରୁ କରୋନା ସାରା ବିଶ୍ବକୁ କବଳିତ କରିଛି। କରୋନାରେ ମୃତ୍ୟୁର ଭୟ ପ୍ରତି…
ଅଧିକ ଖବର ଦେଖନ୍ତୁ...

ଟ୍ରକ ପଛରେ ପଶିଗଲା କାର୍‌, ଡାକ୍ତରଙ୍କ ସମେତ ୪ ଗୁରୁତର

ଚଣ୍ତିଖୋଲ/କଣ୍ଟିଗାଡ଼ିଆ : ବଡ଼ଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ତିଖୋଲ ଛକରେ ଏକ ଟ୍ରକ ପଛରେ କାର୍‌ ପଶିଯିବାରୁ ଡାକ୍ତରଙ୍କ ସମେତ ୪ଜଣ ଗରୁତର ଆହତ ହୋଇଛନ୍ତି। ଯାଜପୁରରୁ ନିଜ ବନ୍ଧୁଘରୁ ଡାକ୍ତରଙ୍କ ପରିବାର ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ଚଣ୍ଡିଖୋଲ ଛକରେ ଆଗରେ ଯାଉଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଭଲରେ ଭଲରେ ଗଲା ୨୦୨୧ର ପ୍ରଥମ ଦିନ, ପର୍ଯ୍ୟଟନସ୍ଥଳୀରେ ନାହିଁ ନ ଥିବା ଭିଡ 

ଜୟପୁର: ନାଚଗୀତ ଓ ଭୋଜିଭାତର ଆସର, ଅଭିନନ୍ଦନ ଓ ଶୁଭେଛାର ସୁଅ ଭିତରେ ଆସି ସାରିଛି ଇ˚ରାଜୀ ନବବର୍ଷ ୨୦୨୧। ନୂଆବର୍ଷର ପ୍ରଥମ ଦିନକୁ ଖୁସିବାସି କରି ସ୍ବାଗତ କରିବାର ମଉକା ମିସ୍‌ କରି ନାହାନ୍ତି ଲୋକେ। ନୂଆବର୍ଷର ଧୁମ୍‌ରେ ସାମିଲ ହୋଇ ମଜା ଲୁଟିଛନ୍ତି। ଜୟପୁର ଉପକଣ୍ଠରେ ରହିଥିବା ସବୁ…
ଅଧିକ ଖବର ଦେଖନ୍ତୁ...

ହକି କିଂବଦନ୍ତି ମାଇକେଲ କିଣ୍ଡୋଙ୍କୁ ଅଶ୍ରୁଳ ବିଦାୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ରାଉରକେଲା: ହକି କିଂବଦନ୍ତି ଅଲିମ୍ପିଆନ୍‌ ମାଇକେଲ୍‌ କିଣ୍ଡୋଙ୍କୁ ଆଜି ଅଶ୍ରୁଳ ବିଦାୟ ଦିଆଯାଇଛି। ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଉରକେଲା ସେକ୍ଟର ୧୯ କବରସ୍ଥାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଆଜି ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ନିଆଯାଇ ବିଜୁ…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶା ପ୍ରସ୍ତୁତ’ ! କୋଭିସିଲ୍ଡକୁ ସବୁଜ ସଂକେତ ପରେ ସେରମ ଇନଷ୍ଟିଚ୍ୟୁଟକୁ ଅଭିନନ୍ଦନ ଜଣାଇଲେ ନବୀନ

ଭୁବନେଶ୍ବର : ଅକ୍ସଫୋର୍ଡ-ଆଷ୍ଟ୍ରେଜେନିକା ଟିକାକୁ ବିଶେଷଜ୍ଞ କମିଟି ମଂଜୁରୀ ଦେବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନେର ସେରମ ଇନଷ୍ଟିଚ୍ୟୁଟକୁ ଅଭିନନ୍ଦନ ଜଣାଇଛନ୍ତି । ଏକ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ଉତ୍ପାଦନ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ଶିମିଳିପାଳ ବୁଲିଲେ ୭୧୬ ପର୍ଯ୍ୟଟକ, ଶ୍ରୀହରିବଳଦେବଜୀଉ ମନ୍ଦିର ଆଗରେ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା: କରୋନା ସତ୍ତ୍ବେ ନବବର୍ଷଣ ଉତ୍ସାହରେ ଭଟ୍ଟା ପଡ଼ିନଥିଲା। ଜିଲ୍ଲାରେ ଏପର୍ଯ୍ୟନ୍ତ ମନ୍ଦିର ଖୋଲିନଥିଲେ ମଧ୍ୟ ଆଜି ସକାଳୁ ସକାଳୁ ବିଭିନ୍ନ ମନ୍ଦିର ଆଗରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବାରିପଦାର ଶ୍ରୀହରିବଳଦେବଜୀଉ ମନ୍ଦିର ହେଉ ଅବା ମା ଅମ୍ବିକାଙ୍କ ମନ୍ଦିର। ସବୁଠି ଥିଲା…
ଅଧିକ ଖବର ଦେଖନ୍ତୁ...

କଟକଣା ପାଇଁ କନ୍ଧମାଳରେ ନୂଆବର୍ଷ ଫିକା: ଭର୍ଚୁଆଲ ଶୁଭେଚ୍ଛା ଅନୁରୋଧକୁ ଭୁଲିଗଲେ

ଫୁଲବାଣୀ:କରୋନା ପାଇଁ ଏଥର ପାଳନ ହେଲା ନାହିଁ ଜିରୋ ନାଇଟ। ଆଉ ନୂଆ ବର୍ଷ ପାଳନ ବି ଫିକା ପଡିଲା। ଏପଟେ କଟକଣା। ସେପଟେ କରୋନା ଭୟ। ତେଣୁ ନୂଆବର୍ଷ ପାଳନ ପାଇଁ କାହା ମନରେ ଖୁସି କି ଉତ୍ସାହ ନଥିଲା। ଆଜି ହେଉଛି ଇଂରାଜୀ ନବବର୍ଷର ପ୍ରଥମ ଦିନ। ପୂର୍ବ ରାତିରେ ଜିରୋ ନାଇଟ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ଥମୁନି ଦନ୍ତା ଉପଦ୍ରବ; ଘର ଭାଙ୍ଗିଲା, ପନିପରିବା ଚାଷ ନଷ୍ଟ କଲା

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ବଣୁଆ ଦନ୍ତା ହାତୀଙ୍କ ଉପଦ୍ରବ ଥମିବାର ନା ନେଉ ନାହିଁ। ଏହା ନିତିଦିନିଆ ଘଟଣା ହୋଇଛି। ଅଞ୍ଚଳବାସୀ ଏହାଦ୍ବାରା ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗର ସ୍ୱତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ହାତୀମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଆରମ୍ଭ ହେଲା ସଜବାଜ; ଡିଏମଇଟି କହିଲେ ଟିକାକରଣ ପାଇଁ ଆମେ ପ୍ରସ୍ତୁତ

ଭୁବନେଶ୍ବର: ବିଶେଷଜ୍ଞଙ୍କ ଦ୍ବାରା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଜରୁରୀ ବ୍ୟବହାର ଲାଗି ସୁପାରିସ କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି  ଡିଏମଇଟି ଡା.ସିବିକେ ମହାନ୍ତି । ସେ କହିଛନ୍ତି, ପ୍ରଥମେ ଆଗଧାଡିର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ୪ ସପ୍ତାହ ବ୍ୟବଧାନରେ ୨ ଡୋଜ…
ଅଧିକ ଖବର ଦେଖନ୍ତୁ...