Daily Archives

January 2, 2021

ବଣ୍ଡାଘାଟିରେ ଜିଲ୍ଲାପାଳ: ସରକାରଙ୍କ ଯୋଜନାରୁ ବଞ୍ଚିତ ହେବେନି ବଣ୍ଡା ଜନଜାତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିର ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଛନ୍ତି ନୂତନ ଜିଲ୍ଲପାଳ ଓ୍ୱାଇ.ବିଜୟ।ବଣ୍ଡାଘାଟିରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଥିଲେ ଜିଲ୍ଲାପାଳ।ଏହି ଗସ୍ତବେଳେ ଜିଲ୍ଲାପାଳଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଲୋକାର୍ପିତ ହେଲା ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ, ଭିଡିଓ କନଫରେନ୍‌ସରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ : ବୌଦ୍ଧ ଜିଲ୍ଲା ତା’ର ଇତିହାସ ଓ ସଂସ୍କୃତି ପାଇଁ ପ୍ରସିଦ୍ଧ। ଜିଲ୍ଲାର ସଂସ୍କୃତି ଓ ପରମ୍ପରାର ପ୍ରଚାର ପାଇଁ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଶହେ ବର୍ଷର ଐତିହ୍ୟ ସଂପନ୍ନ କଚେରି କୋଠାରେ ପ୍ରତିଷ୍ଠା ସ୍ବତନ୍ତ୍ର ବାର୍ତ୍ତା ଦେଉଛି। ଆମର ଯୁବ ପିଢ଼ିକୁ ଏହା ପ୍ରେରଣା…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଟୁନିଆଁମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ, ୭ ଆହତ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଟୁନିଆଁମୁଣ୍ଡା ଗ୍ରାମରେ ଶୁକ୍ରବାର ବାଇକ୍‌ ଧକ୍କାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିବା ଜଣାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ ହୋଇଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଚଳିତବର୍ଷ ବଡ଼ ପରଦାରେ ନଜର ଆସିବେ କି କିଙ୍ଗ୍‌ ଖାନ? ଭିଡିଓ ସେୟାର୍‌ କରି ପ୍ରଶଂସକଙ୍କୁ ଦେଲେ ସୂଚନା

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ ଖାନ୍‌ ନିଜ ପ୍ରଶଂସକଙ୍କ ପାଇଁ ସୋସିଆଲ୍‌ ମିଡିଆରେ ନୂଆବର୍ଷ ଉପଲକ୍ଷେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓଟି ବେଶ୍‌ ମଜାଦାର ଦିଶୁଛି। ଭିଡିଓରେ ଶାହାରୁଖ ନିଜ କେଶକୁ ସଜାଡୁଥିବା ସହ ମଶା ହୁରୁଡ଼ାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓଟିରେ ସେ ଏକ…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ିକୁ କେନ୍ଦ୍ର କରି ଗଣ୍ଡଗୋଳ : ବାପ ମୃତ, ପୁଅ ଗୁରୁତର

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ଥାନା କର୍ଲାଝୁଲି ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ବାପ-ପୁଅ ମଧ୍ୟରେ ତୁମୁଳକାଣ୍ଡ ଘଟି ବାପର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇ ବୁର୍ଲା ଭିମ୍‌ସାର୍‌ରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ପୁଲିସ ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଏଣିକି କର୍ଣ୍ଣାଟକରେ ସପ୍ତାହକ ୭ ଦିନ ୨୪ ଘଣ୍ଟା ଧରି ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିବ,…

ବେଙ୍ଗାଲୁର: କର୍ଣ୍ଣାଟକ ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏଣିକି ରାଜ୍ୟରେ ସପ୍ତାହକ ସାତ ଦିନ ଯାକ ୨୪ ଘଣ୍ଟା ଧରି ସମସ୍ତ ଦୋକାନ, ମଲ୍ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିପାରିବ ବୋଲି କହିଛନ୍ତି । ତେବେ ଏ ନେଇ କେ‌ତୋଟି ସର୍ତ୍ତ ରହିଛି। ସର୍ତ୍ତଗୁଡ଼ିକ ନିମ୍ନରେ…
ଅଧିକ ଖବର ଦେଖନ୍ତୁ...

ଟିକାକରଣ ନେଇ ହେଲା ଡ୍ରାଏରନ୍‌: ପ୍ରଥମ ଦଫାରେ ୧୮,୪୨୪ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା

ବାରିପଦା: ୨୫ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଦିଆଗଲା କରୋନା ଟୀକା। ଟିକା ଦେବା ପରେ କିଛି ପାର୍ଶ୍ବପ୍ରତିକ୍ରିୟା ହେଉଛି କି ନାହିଁ, ସୁରକ୍ଷିତ ଭାବେ କିପରି ଟୀକା ଦିଆଯିବ ଆଦି ନେଇ ସମସ୍ତ ବ୍ୟବସ୍ଥାକୁ ଅତ୍ୟନ୍ତ ସତର୍କତାର ସହିତ ନିରୀକ୍ଷଣ କରାଯାଇଥିଲା ‌। ତେବେ…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀରେ ଦୂର ହେବ ଶବଦାହ ସମସ୍ୟା, ବିଦ୍ୟୁତ ଚୁଲା ପାଇଁ ଟେଣ୍ଡର ଆହ୍ବାନ କଲା ପ୍ରଶାସନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଲାଗି ରହିଥିବା ଶବଦାହ ସମସ୍ୟା ଖୁବ ଶୀଘ୍ର ଦୂର ହେବାକୁ ଯାଉଛି। ଶବଦାହ ପାଇଁ ନିର୍ମାଣ ହେବ ବିଦ୍ୟୁତ ଚୁଲା। ଏ ନେଇ ପୌର ପ୍ରଶାସନ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଫୁଲବାଣୀ ସହର ୱାର୍ଡ ନମ୍ବର ୪ ପଟାବାଲିସାହି ନିକଟରେ ଏହି ଶବଦାହ…
ଅଧିକ ଖବର ଦେଖନ୍ତୁ...

ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳଙ୍କୁ ନିର୍ମମ ହତ୍ୟା

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ଥାନା ନୃତ୍ତାଙ୍ଗ ପଂଚାୟତ ଯକୋଟି ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ ନେଇ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ସହ ତାଙ୍କର ଜଣେ ସହଯୋଗୀ ପଞ୍ଚା ବରାଳ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଭଙ୍ଗା ହେବ ବାଳକାଟି ବଜାର; ୧୭୭ ଜଣ ଜବରଦଖଲକାରୀ ବ୍ୟବସାୟୀଙ୍କୁ ନୋଟିସ

ବାଲିଅନ୍ତା:ବାଲିଅନ୍ତା ବ୍ଲକର ପ୍ରମୁଖ ଜନଗହଳିପୂର୍ଣ୍ଣ ବଜାର ରାସ୍ତାକୁ କବଜା କରି ଅଧିକାଂଶ ବ୍ୟବସାୟୀ କାରବାର ଚଳାଇଛନ୍ତି। ଉଭୟ ପାର୍ଶ୍ବରେ ଥିବା ଫୁଟଫାତ ରାସ୍ତାକୁ ମଧ୍ୟ କିଛି ବ୍ୟବସାୟୀ କବଜା କରି ବ୍ୟବସାୟ ଚଳାଇଛନ୍ତି। ଯାହାଫଳରେ ଗାଡ଼ିମଟର ଯାତାୟତ ବେଳେ ଉକ୍ତ ରାସ୍ତାରେ ଟ୍ରାଫିକ…
ଅଧିକ ଖବର ଦେଖନ୍ତୁ...