Daily Archives

January 3, 2021

ପୌରକାର୍ଯ୍ୟାଳୟ ସହ ୨ଶ୍ମଶାନ, ପାର୍କ ଓ ବଜାର ହେବ ସ୍ମାର୍ଟ; ସହରର ୩ ପ୍ରବେଶ ପଥରେ ବସିବ ସ୍ବାଗତ ଗେଟ୍

ଜୟପୁର: ଜୟପୁର ପୌରପାଳିକାର ସୌନ୍ଦର୍ଯ୍ୟକରଣ ଓ ସାମଗ୍ରୀକ ବିକାଶ ପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ ଅଣ୍ଟାଭିଡ଼ି ବାହାରିଛନ୍ତି। ମୁଖ୍ୟତଃ ପୌରକାର୍ଯ୍ୟାଳୟ, ଭୁତନାଥ ଓ ଡେଙ୍ଗାତୋଟା ଶ୍ମଶାନ, ଦୈନିକ…
ଅଧିକ ଖବର ଦେଖନ୍ତୁ...

ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ! ଗୋଇଠା, ବୁଟ୍‌ରେ ପାଦ ଦଳିଦେବା ସହିତ ବିଦ୍ୟୁତ ଚେଙ୍କର ଅଭିଯୋଗ

ରାଉରକେଲା : ନିକଟ ଅତୀତରେ ଘଟିଥିବା ଏକାଧିକ ଘଟଣା ପୁଲିସ ବ୍ୟବସ୍ଥା ଉପରୁ ସାଧାରଣ ଜନତାଙ୍କର ଆସ୍ଥା ତୁଟିଯିବା ଭଳି ସ୍ଥିତି ସୃଷ୍ଟି କରିଛି। ତଥାପି ବ୍ୟବସ୍ଥାରେ ପରିବର୍ତ୍ତନ ହେଉ ନାହିଁ। ଏଭଳି ଆଉ ଏକ ଘଟଣା ଘଟିଛି ରାଉରକେଲାରେ। ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ଥାନାକୁ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ନୂଆବର୍ଷ ପାର୍ଟି ହତ୍ୟା ଘଟଣା: ପୀଡ଼ିତାଙ୍କୁ ଉଚିତ୍ ସମୟରେ ହସ୍ପିଟାଲ ନେଇଥିଲେ ଜୀବନ ବଞ୍ଚିଥାଆନ୍ତା;…

ମୁମ୍ବାଇ: ନୂଆବର୍ଷ ପାର୍ଟିରେ ୧୯ ବର୍ଷୀୟା ମୁମ୍ବାଇ ମହିଳାଙ୍କ ଆଶ୍ଚର୍ଯ୍ୟଜନକ ମୃତ୍ୟୁକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ମିଳିବାରେ ଲାଗିଛି। ମୁମ୍ବାଇ ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ମହିଳାଙ୍କୁ ଯଦି ଉଚିତ ସମୟରେ ହସ୍ପିଟାଲ୍‌ ନିଆଯାଇଥ‌ାଆନ୍ତା ତେବେ ସେ ହୁଏତ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଫେରନ୍ତା ବିର୍‌ଜୁ ଗତ ରାତିରୁ ପୁଣି ନିଖୋଜ, ଥାନାରେ ଏତଲା ଦେଲେ ଭଉଣୀ

ରାଉରକେଲା: ପ୍ରାୟ ୨୦ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦୀ ହୋଇ ନିକଟ ଅତିତରେ ଜନ୍ମ ମାଟି କୁତ୍ରାକୁ ଫେରିଥିବା ବିର୍‌ଜୁ କୁଲୁ ପୁଣି ନିଖୋଜ ହୋଇଯାଇଛନ୍ତି। ବିର୍‌ଜୁ ଗତକାଲି ବିଳମ୍ବିତ ରାତିରୁ ନିଖୋଜ ଅଛନ୍ତି। ଏନେଇ ବିର୍‌ଜୁଙ୍କ ଭଉଣୀ ଆଜି କୁତ୍ରା ଥାନାରେ ଏତଲା ଦେଇଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

ନରଦା ବଜାରର ୩ଟି ଦୋକାନରୁ ପୁଣି ଚୋରି

ବାଲିପାଟଣା: ଭୁବନେଶ୍ଵର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ନରଦା ବଜାରର ୨ଟି ଦୋକାନରୁ ଗତକାଲି ରାତିରେ ଚୋରି ହୋଇଛି । ଗତ ମାସ ୨୫ରେ ଏହି ବଜାର ସାଇଶ୍ରୀ ମେଡ଼ିସିନ ଷ୍ଟୋରର ସଟର ତାଡି ୫୦ ହଜାର ଟଙ୍କା ମୂଲ୍ୟ ସାମଗ୍ରୀ ଲୁଟେରା ଲୁଟି ନେଇଥିଲେ। ପୁଲିସ ଉକ୍ତ ଘଟଣାର ଏଯାଏଁ ପର୍ଦାଫାଶ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ମଦ ପିଇ ମହିଳା ମୃତ

ବରଗଡ଼ : ବରଗଡ଼ ସଦର ଥାନା ଅନ୍ତର୍ଗତ ବୈଷ୍ଣୋଦେବୀ ମନ୍ଦିର ନିକଟସ୍ଥ ଶ୍ୟାମ ରାଇସ୍‌ ମିଲ୍‌ଠାରେ କାର୍ଯ୍ୟରତ ଜଣେ ମହିଳାଙ୍କ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଫୁଲମଣି କାଣ୍ଡୁଲାନା (୩୦)। ସେ ସୁନ୍ଦରଗଡ଼ ଜିଲ୍ଲାର ମୂଳନିବାସୀ। ଫୁଲମଣିଙ୍କ ସ୍ବାମୀ ତାଙ୍କୁ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ପାନୀୟ ପିଇବା ଦ୍ବ‌ାରା କମ୍‌ ହୋଇଯିବ ଓଜନ, ଆଜି ହିଁ ଆପଣାନ୍ତୁ

ମୋଟାପଣ ଅନେକଗୁଡ଼ିଏ ରୋଗର କାରଣ। ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ପତଳା ଲୋକଙ୍କ ତୁଳନାରେ ମୋଟା ଲୋକ ଅପେକ୍ଷାକୃତ ଅସୁସ୍ଥ। ତେବେ, କହିବା ଯେତେ ସହଜ ବ୍ୟାୟାମ ବା ଡାଏଟ୍‌ କରିବା କିନ୍ତୁ ବାସ୍ତବରେ ଏତେ ସହଜ ନୁହେଁ। ହେଲେ ଆଜି ଆମେ ଏପରି କିଛି ଖାଦ୍ୟ ବିଷୟରେ ଜାଣିବା ଯାହାକୁ ଖାଇବା…
ଅଧିକ ଖବର ଦେଖନ୍ତୁ...

୬ରୁ ଖୋଲିବ ନୃସିଂହନାଥ ମନ୍ଦିର, ପ୍ରଥମ ୭ଦିନ କେବଳ ବରଗଡ଼ ଜିଲ୍ଲାବାସୀ କରିବେ ଦର୍ଶନ

ବରଗଡ଼/ପାଇକମାଳ: କୋଭିଡ୍‌ କଟକଣା ଯୋଗୁଁ ମନ୍ଦିର ଏବଂ ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ଏବେ ଗାଇଡ୍‌ଲାଇନ୍‌ କୋହଳ ସହ ରାଜ୍ୟର ବିଭିନ୍ନ ମନ୍ଦିର ଖୋଲିବାକୁ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୬ ତାରିଖରୁ ଜିଲ୍ଲାରେ କେବଳ ନୃସିଂହନାଥ ମନ୍ଦିର ଖୋଲିବାକୁ ଜିଲ୍ଲା ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍‌ସ କର୍ମଚାରୀ

ବାମରା: ରବିବାର ସନ୍ଧ୍ୟାରେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଛଟପଟ ହେଉଥିବା ୨ ଯୁବକଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଏହିଭଳି ଘଟଣା ଘଟିଛି ବାମରା ଅଞ୍ଚଳରେ। ପ୍ରାପ୍ତ ସୂଚନା ଅନୁଯାୟୀ ବାମରା(ଗୋବିନ୍ଦପୁର) ଡାକ୍ତରଖାନାରେ ଥିବା ଆମ୍ବୁଲାନ୍‌ସ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବ୍ଲକପଡ଼ାଠାରେ ରବିବାର ପୂର୍ବାହ୍ନରେ ଜଣେ ନବ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଯାଇଛି। ଯୌତୁକ ପାଇଁ ଶାଶୂଘର ଲୋକ ତାଙ୍କୁ ମାରି ଦେଇଥିବା ମହିଳାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ…
ଅଧିକ ଖବର ଦେଖନ୍ତୁ...