Daily Archives

January 3, 2021

ଦ୍ବିତୀୟ ସନ୍ତାନ ଜନ୍ମ ପୂର୍ବରୁ ନିଜ ସ୍ବପ୍ନର ଘର ଡିଜାଇନ୍‌ କଲେ କରୀନା

ମୁମ୍ବାଇ: ନିଜର ଦ୍ବିତୀୟ ସନ୍ତାନକୁ ଜନ୍ମଦେବାକୁ ମାତ୍ର ଅଳ୍ପ କେଇଦିନ ବାକି ଥିବା ବେଳେ ନିଜର ସ୍ବପ୍ନର ଘର ଡିଜାଇନ୍‌ କରିଛନ୍ତି ଅଭିନେତ୍ରୀ କରୀନା କପୁର୍‌। କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମୁମ୍ବାଇସ୍ଥିତ ତାଙ୍କ ଆପାର୍ଟମେଣ୍ଟ୍‌ର ଫଟୋ ସେୟାର କରି ଏ ନେଇ ସୂଚନା…
ଅଧିକ ଖବର ଦେଖନ୍ତୁ...

ସେଲ୍‌ଫି ନେଲା ଜୀବନ: କୁମ୍ଭୀଝର ଜଳ ପ୍ରପାତରୁ ପଡ଼ି ନାବାଳକ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ସ୍ଥିତ କୁମ୍ଭୀଝର ଜଳପ୍ରପାତରେ ରବିବାର ସେଲ୍‌ଫି ଉଠାଉଥିବାବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ନାବାଳକ ହେଲା କନ୍ଧମାଳ ଜିଲ୍ଲା ଟିକାବାଲିର ଜ୍ୟୋତିଷ୍ମାନ ନାଏକ(୧୬)। ପ୍ରାପ୍ତ ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ବଜାଶାଲ ନୃତ୍ୟ ଦଳର ଦିଲ୍ଲୀ ଗସ୍ତ, ସଂସ୍କୃତି ମନ୍ତ୍ରୀ ଓ ଗୃହମନ୍ତ୍ରୀ ଶୁଭକାମନା ଜଣାଇଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପ୍ରତିଭା ଅନୁଷ୍ଠାନର ବଜାଶାଲ ନୃତ୍ୟ ଦଳ ରବିବାର ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ଗସ୍ତ ପୂର୍ବରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଭରଚୁଆଲ୍‌ ମିଟ୍‌ ଯୋଗେ ଶୁଭକାମନା ଜଣାଇଥିଲେ। ସକାଳ ପ୍ରାୟ ସାଢ଼େ ୧୦ ଟାରେ…
ଅଧିକ ଖବର ଦେଖନ୍ତୁ...

୧୦ମ ଓ ୧୨ଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବା ନେଇ ଗାଇଡଲାଇନ୍ ଜାରି

ଭୁବନେଶ୍ବର: ରାଜ୍ୟ ସରକାର ୧୦ମ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବା ନେଇ ଗାଇଡଲାଇନ୍ ଜାରି କରିଛନ୍ତି। କିନ୍ତୁ ହଷ୍ଟେଲରେ ପିଲାମାନଙ୍କୁ ରଖିବାକୁ ହେଲେ ସେମାନଙ୍କର ଅଭିଭାବକଙ୍କ ଲିଖିତ ଅନୁମତି ଦରକାର। ଗାଇଡଲାଇନ ଅନୁସାରେ ଅନ୍‌ଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ ବନାଞ୍ଚଳ ପକ୍ଷରୁ ପକ୍ଷୀ ଗଣନା

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଓ ସୁନାବେଡ଼ା ଅଭୟାରଣ୍ୟ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ରବିବାର ଦିନିକିଆ ପକ୍ଷୀ ଗଣନା କରାଯାଇଛି। ସକାଳ ୫ ଟାରୁ ବନଖଣ୍ଡ ଅଧିକାରୀ ବିବେକ କୁମାରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଖଡ଼ିଆଳସ୍ଥିତ ତିଖାଲି ଜଳଭଣ୍ଡାର, ବାଦୀ ଜଳଭଣ୍ଡାର, ତିରନପୁର ଓ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ ପୂର୍ବ ରାତିରେ ମଜାଦାର ଟ୍ବିଟ୍‌ ପୋଷ୍ଟ୍‌ କରି ଚର୍ଚ୍ଚାରେ ମୁମ୍ବାଇ ପୁଲିସ୍‌

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ମଜା ମଜା ପୋଷ୍ଟ୍‌ କରି ମୁମ୍ବାଇ ପୁଲିସ୍‌ ପୂର୍ବରୁ ବି ଅନେକ ଥର ଚର୍ଚ୍ଚାରେ ରହିଛି। ନିକଟରେ ମୁମ୍ବାଇ ପୁଲିସ୍‌ର ଏକ ଟ୍ବିଟ୍‌ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଟ୍ବିଟ୍‌ ପୋଷ୍ଟ୍‌ଟି ହେଉଛି ଡିସେମ୍ବର ୩୧ ତାରିଖରେ। ପୋଷ୍ଟ୍‌ରେ ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟଣା: ପୁଅର ଶବ ଦେଖି ମା’ର ଆତ୍ମହତ୍ୟା ଉଦ୍ୟମ

ସେଲେଡ଼ି/ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସେଲେଡ଼ି ଗ୍ରାମର ଯୁବକ ଅନ୍ବେଷ ପଧାନ (୨୨ବର୍ଷ) ଶୁକ୍ରବାର ମହାନଦୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ଶନିବାର ଅନ୍ବେଷଙ୍କ ଶବକୁ ଦେଖିବା ପରେ ତାଙ୍କ ମା’ ବ୍ରଜେଶ୍ବରୀ ପଧାନ (୫୨ବର୍ଷ) ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଶନିବାର ଶୌଚ…
ଅଧିକ ଖବର ଦେଖନ୍ତୁ...

‘କୋଭାକ୍ସିନ୍‌’ ଟିକାକୁ ବର୍ତ୍ତମାନ ପାଇଁ ‘ବ୍ୟାକ୍ଅପ୍’ ଆକାରରେ ରଖାଯିବ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତରେ ବ୍ୟବହାର ନିମନ୍ତେ ରବିବାର ଦିନ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ (ଡିସିଜିଆଇ) ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ‘କୋଭିସିଲ୍‌ଡ୍‌‌’ ଏବଂ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ୍‌’ କରୋନଭାଇରସ୍‌ ଟିକାକୁ ଔପଚାରିକ ଭାବେ ଅନୁମୋଦନ କରିଛନ୍ତି। ଆଜି ଏକ…
ଅଧିକ ଖବର ଦେଖନ୍ତୁ...

ଲୋକଲଜ୍ଜାକୁ ସହି ନ ପାରି ବିବାହିତ ଯୁବକ ଓ ପ୍ରେମିକାର ଆତ୍ମହତ୍ୟା

ଉମରକୋଟ: ଲୋକଲଜ୍ଜାକୁ ସହି ନ ପାରି ଜଣେ ବିବାହିତ ଯୁବକ ଓ ପ୍ରେମିକା ରବିବାର ଆତ୍ମହତ୍ୟା କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୂର୍ତମା ଗ୍ରାମପଞ୍ଚାୟତର ବଡ଼ ଖଡକା ଗ୍ରାମ ଠାରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

କୁଳମଣି ବରାଳ ହତ୍ୟା ମାମଲା: ୧୨ ଜଣଙ୍କ ନାଁରେ ଏତଲା, ୫ଟି ଟିମ କରିବ ଘଟଣାର ତଦନ୍ତ

କଟକ: ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ହତ୍ୟା ମାମଲା ଏବେ ଥାନାରେ ପହଞ୍ଚିଛି । କୁଳମଣିଙ୍କ ପୁଅ ଉମାକାନ୍ତ ବରାଳ ମାହାଙ୍ଗା ଥାନାରେ ୧୨ ଜଣଙ୍କ ବିରୋଧରେ ଦେଇଛନ୍ତି । ନୃତଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ, ପ୍ରଫୁଲ୍ଲ କୁମାର…
ଅଧିକ ଖବର ଦେଖନ୍ତୁ...