Daily Archives

January 4, 2021

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା!

ପାଇକମାଳ :  ବରଗଡ଼ ଜିଲ୍ଲା ପାଇକମାଳ  ଥାନା ଭୁବନେଶ୍ୱରପୁର ପଞ୍ଚାୟତର ଯୋଗେନ୍ଦ୍ରନାଥପୁର ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନାବାଳିକାର ପିତା ରାଜେନ୍ଦ୍ର ପାଣ୍ତେ ଏନେଇ ପାଇକମାଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, …
ଅଧିକ ଖବର ଦେଖନ୍ତୁ...

କୂଅରେ ଇଟାଭାଟି ଶ୍ରମିକଙ୍କ ଶବ, ହତ୍ୟା ସନ୍ଦେହ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧୀନ ନୂଆଜୁଗୁଡ଼ି ଗ୍ରାମରେ କୂଅ ଭିତରୁ ଜଣେ ଇଟାଭାଟି ଶ୍ରମିକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ, ବଲାଙ୍ଗୀର ଜିଲ୍ଲା ଖପରାଖୋଲ ଥାନା ଅଧୀନ ଦେଧର ଗ୍ରାମର ଗୋବିନ୍ଦ ବରିହା। ଗୋବିନ୍ଦ ଜୁଗୁଡ଼ି ସ୍ଥିତ ଏକ ଇଟାଭାଟିରେ କାମ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ  ଜିଲ୍ଲା ଆଇନଜୀବୀ ସଂଘର ସାଧାରଣ ପରିଷଦ ବୈଠକ

ଜୟପୁର:‌ କୋରାପୁଟ ଜିଲ୍ଲା ଆଇନଜୀବୀ ସଂଘ ଜୟପୁରର ସାଧାରଣ ପରିଷଦ ବୈଠକ ଆଇନଜୀବୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସରୋଜ ଦାଶ ସଭାପତିତ୍ବ କରିଥିଲେ। ଉପସଭାପତି ହରିଶ୍ଚନ୍ଦ୍ର ମୁଦୁଲି, ସଂପାଦକ ଆନନ୍ଦ ରଥ, ଯୁଗ୍ମ ସଂପାଦକ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି  ଜିଲ୍ଲା ଯୋଜନା ବୋର୍ଡ ବୈଠକ : ୧୦ଟି କ୍ଷେତ୍ର ପାଇଁ ୧୨୯୭ କୋଟି ୫୧ ଲକ୍ଷ ବ୍ୟୟ ଅଟକଳ

ମାଲକାନଗିରି : ମାଲକାନଗିରି ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା,କ୍ରୀଡା ଓ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସାଂସଦ ରମେଶ ମାଝି,ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ସବୁ ସବୁଜ ପରିବାର ଜୁସ୍‌

ମୋଟାପଣକୁ ନେଇ ଆଜି କାଲି ସମସ୍ତେ ଚିନ୍ତିତ । ଖାଇବାରେ ଠିକଣା ନ ରହିବା ଏବଂ ଭୁଲ ସମୟରେ ଭୁଲ ଖାଦ୍ୟ ଖାଉଥିବା ହେତୁ ଏବେ ଲୋକମାନଙ୍କ ଓଜନ ବଢ଼ିବାରେ ଲାଗିଛି । ଏହା ଏକ ଗମ୍ଭୀର ସମସ୍ୟା ପାଲଟିଛି । ମୋଟାପଣ ଏକ ବଡ଼ ସମସ୍ୟା ହୋଇଥିବା ବେଳେ ମୋଟାପଣ ପାଇଁ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦେଖା…
ଅଧିକ ଖବର ଦେଖନ୍ତୁ...

ଶ୍ବାସ ରୋଗୀ ହୋଇଥିଲେ ଆପଣାନ୍ତୁ ଏହି ଉପାୟ, ଚୁଟ୍‌କିରେ ହୋଇଯିବ ସମସ୍ୟାର ସମାଧାନ

ଆଜିକାଲି ନୂଆ ନୂଆ ଧରଣର ରୋଗ ସବୁ ବାହାରୁଛି। ଶ୍ୱାସ ରୋଗ କିନ୍ତୁ ନୂଆ ରୋଗ ଅନ୍ତର୍ଭୁକ୍ତ ନୁହେଁ। ଏହି ରୋଗ ଅତିପୁରୁଣା। ପୁରୁଣାକାଳିଆ ଲୋକ ଏହି ରୋଗର ଚିକିତ୍ସା ଚୁଟ୍‌କିରେ କରୁଥିଲେ। ମାତ୍ର ଆଜିକାଲିର ଲୋକେ ନିଜର ଅସାବଧାନତା ହେତୁ ଏହାକୁ ବଢ଼ାଇ ଦେଇଥାଆନ୍ତି। ତେବେ ଆପଣ ଯଦି ଶ୍ୱାସ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟନର ଅନନ୍ୟ ସମାହାର ଭଞ୍ଜନଗର ବେଲେଶ୍ବର ପୀଠ

ଭଞ୍ଜନଗର:  ଐତିହାସିକ ସହର ଘୁମୁସର ମାଟି। କଳା ସାହିତ୍ୟ ସଂସ୍କୃତିରେ ଭରପୁର ହୋଇ ରହିଛି ଘୁମୁସର ଅଞ୍ଚଳ। ନିଘଞ୍ଚ ଜଙ୍ଗଲ ଠାରୁ ଆରମ୍ଭ କରି ପ୍ରାକୃତିକ ସୌନ୍ଧର୍ଯ୍ୟ ଏହି ମାଟିକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରେ। ଏଥିସହ ଅଞ୍ଚଳ କୃଷି ଓ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ବିଟ୍ରିଶ…
ଅଧିକ ଖବର ଦେଖନ୍ତୁ...

ସାଇବର ଠକେଇରେ ଶିକାର ହୋଇ ଆତ୍ମଦାହ ଉଦ୍ୟମ

ଖୋର୍ଦ୍ଧା : ସାଇବର ଠକେଇର ଶିକାର ହୋଇ ଦୀର୍ଘ ୧ ବର୍ଷ ଧରି ଦୋଷୀ ଧରାନପଡ଼ିବା ଓ ଟଙ୍କା ଫେରିନପାଇବା ଘଟଣାକୁ ନେଇ ଆଜି ବେଗୁନିଆର ଜଣେ କାଠ ବ୍ୟବସାୟୀ ଆତ୍ମଦାହ ଉଦ୍ୟମ କରିବା ବେଳେ ପୁଲିସ ଦ୍ୱାରା ଉଦ୍ଧାର ହୋଇଛନ୍ତି । ପରେ ଉପଜିଲ୍ଲାପାଳଙ୍କ କୋର୍ଟରେ ବ୍ୟକ୍ତିଗତ ମୁଚଲିକାରେ ଖଲାସ…
ଅଧିକ ଖବର ଦେଖନ୍ତୁ...

ଏହି ବାଇକ୍‌ ପାଇଁ ଦରକାର ନାହିଁ ଡ୍ରାଇଭିଂ ଲାଇସେନ୍ସ, ଯୁବପିଢ଼ିଙ୍କୁ ସୁହାଇବା ପରି ଏହା ଅନ୍ୟତମ ଷ୍ଟାଇଲିସ୍‌ ଗାଡ଼ି

ହାଇଦ୍ରାବାଦ୍‌: ପ୍ରତ୍ୟେକ ଗାଡ଼ି ଚାଳକଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ। ମାତ୍ର ହାଇଦ୍ରାବାଦ୍‌ରେ ଏକ ଏପରି ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ୍‌ ହୋଇଛି ଯାହାକୁ ଚଳାଇବା ପାଇଁ ଚାଳକଙ୍କୁ ଡ୍ରା‌ଇଭିଂ ‌ଲାଇସେନ୍ସର ଆବଶ୍ୟକତା ନାହିଁ। ଗାଡ଼ିଟି ଆନ୍ତର୍ଜାତୀୟ ଅଟୋମୋବାଇଲ୍…
ଅଧିକ ଖବର ଦେଖନ୍ତୁ...

ଟେଣ୍ଡର ସରିଛି, ତୁରନ୍ତ ହସ୍ତାନ୍ତର ହେବ ‘ଆଶ୍ରୟ’: ଉପଜିଲ୍ଲାପାଳ

ଜୟପୁର: ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ବୃଦ୍ଧ, ବୃଦ୍ଧା ବସଷ୍ଟାଣ୍ଡ, ରାସ୍ତାଘାଟରେ ଶୋଉଥିବା ଲୋକ ଆଦି ରହିବା ପାଇଁ ସରକାରଙ୍କ ପକ୍ଷରୁ ପୌରପାଳିକା ମାଧ୍ୟମରେ ଖୋଲିଛନ୍ତି ‘ଆଶ୍ରୟ’। ପୌରପାଳିକା ଅଧିନରେ ଟାଉନହଲ ପଛ ପାର୍ଶ୍ବରେ ଏଭଳି ଆଶ୍ରୟ ନିର୍ମାଣ ହୋଇ ବର୍ଷକ ବିତିଗଲାଣି। ଏହାକୁ…
ଅଧିକ ଖବର ଦେଖନ୍ତୁ...