Daily Archives

January 5, 2021

ନୂଆ ଧାନ କିଣା ଟାର୍ଗେଟ ସମୁଦ୍ରକୁ ଶଙ୍ଖେ: ଆସିଛି ୧୭ହଜାର କୁଇଣ୍ଟାଲ; କିଣିବାକୁ ବ‌ାକି ଅଛି ୧୦ଲକ୍ଷ କୁଇଣ୍ଟାଲ

ଜୟପୁର: ରାଜ୍ୟ ସରକାର ଠିକଣା ସମୟରେ ମଣ୍ଡିରେ ଧାନ କିଣିବା ଟାର୍ଗେଟ ଦେଉନଥିବାରୁ ଚାଷୀ, ଧାନକ୍ରୟକାରୀ, ପରିଚାଳନା କରୁଥିବା ସରକାରୀ ସଂସ୍ଥା ଅଯଥାରେ ହୀନସ୍ତା ହେଉଥିବା ଅଭିଯୋଗ ହୋଇଛି। ଏଥରକ ଟୋକେନ୍ ମିଳିବାକୁ ନେଇ ସମସ୍ୟା ଦେଖାଦେଇଥିଲେ ହେଁ ଚାଷୀ, କ୍ରୟକାରୀ ସଂସ୍ଥା ଆଦିର…
ଅଧିକ ଖବର ଦେଖନ୍ତୁ...

କାଇପଦରରେ ଧାନମଣ୍ଡି ଉଦଘାଟିତ

ଖୋର୍ଦ୍ଧା : ଖୋର୍ଦ୍ଧା ନିକଟସ୍ଥ କାଇପଦର ଠାରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଖୋର୍ଦ୍ଧା ଏଆର୍ସିଏସ୍ ଉମାଶଙ୍କର ଦାସ, ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ସମିତିର ଡିଜିଏମ୍ ସାରଥି ଶତପଥି, କାଇପଦର ସୋସାଇଟିର ପରିଚାଳକ ଚିନ୍ମୟୀ ଶୁଭଦର୍ଶନୀ, ବଜାର ନୀରିକ୍ଷକ ମନୋଜ ଶର୍ମା, ଖୋର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

ଗାୟିକା ଅନୁରାଧା ପାଲଟିବେ ଅଭିନେତ୍ରୀ: ଓଡ଼ିଆ ସିନେ ପ୍ରଯୋଜକ ଓ ସଙ୍ଗୀତ ନିର୍ଦ୍ଦେଶକ ଦେଲେ ଅଫର୍

ରାୟଗଡ଼ା: ଗାୟିକା ପାଲଟିବେ ଅଭିନେତ୍ରୀ। ନୂଆ ଓଡ଼ିଆ ସିନେମା ପାଇଁ ମିଳିଛି ଅଫର୍। ଖୁବ୍ ଶୀଘ୍ର ସିନେମାର ସୁଟିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ରାୟଗଡ଼ାର ଝିଅ ତଥା କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀ। ଓଡ଼ିଆ ସିନେମା ପ୍ରଯୋଜକ ରମେଶ ବାରିକ୍ ଓ ସଙ୍ଗୀତ…
ଅଧିକ ଖବର ଦେଖନ୍ତୁ...

ଭକ୍ତ ଚରଣ ଦାସଙ୍କୁ ବିହାର ପ୍ରଭାରୀ ଭାବେ ଅତିରିକ୍ତ ଦାୟିତ୍ବ ଦେଲା ଏଆଇସିସି

ନୂଆଦିଲ୍ଲୀ: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମିଜୋରାମ ଓ ମଣିପୁର ପ୍ରଭାରୀ ଭକ୍ତ ଚରଣ ଦାସଙ୍କୁ ବିହାରର ଅତିରିକ୍ତ ଦାୟିତ୍ବ ଦେଇଛି। ପୂର୍ବରୁ ବିହାରରେ ଏଆଇସିସି ପ୍ରଭାରୀ ଭାବେ ଶକ୍ତିସିଂ ଗୋହିଲ ନିଯୁକ୍ତ ଥିଲେ। ସେ ଉକ୍ତ ପଦରୁ ଅବ୍ୟାହତି ନେବା ପରେ ଦଳର ସଭାନେତ୍ରୀ ଭକ୍ତ…
ଅଧିକ ଖବର ଦେଖନ୍ତୁ...

୧୦ ମାସ ପରେ ଭକ୍ତ ଭଗବାନ ମିଳନ, ଜିଲ୍ଲାରେ ଖୋଲିଲା ସମସ୍ତ ମଠ ମନ୍ଦିର

ବାରିପଦା : ପ୍ରାୟ ୧୦ମାସ ପରେ ମୟୂରଭଞ୍ଜରେ ଭକ୍ତ ଭଗବାନଙ୍କ ମିଳନ ଘଟିଛି। କରୋନା କାରଣରୁ ଦୀର୍ଘ ୧୦ମାସ ହେବ ଜିଲ୍ଲାରେ ସମସ୍ତ ମଠ ମନ୍ଦିର ବନ୍ଦ ଥିଲା। ଆଜି ଜିଲ୍ଲା ପ୍ରଶାସନ ଦର୍ଶନ ପାଇଁ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି। ଫଳରେ ଦୀର୍ଘ ମାସ ପରେ ଭଗବାନଙ୍କୁ ଦର୍ଶନ କରି ଭକ୍ତ…
ଅଧିକ ଖବର ଦେଖନ୍ତୁ...

ବାରିପଦା କେନ୍ଦ୍ରୀୟ କାରାଗାରରେ ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ, କାମରେ ଆସୁନି ଜେଲ ହସ୍‌ପିଟାଲ

ବାରିପଦା: ବାରିପଦା କେନ୍ଦ୍ରୀୟ କାରାଗାରରେ ଜେଲ୍‌ ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ରହିଛି ହସ୍‌ପିଟାଲ। ମାତ୍ର ସେଠାରେ କଏଦୀମାନଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ମିଳୁନଥିବା ଅଭିଯୋଗ ‌ହୋଇଆସୁଛି। ଆଜି ବାରିପଦା କାରାଗାରରେ ରହୁଥିବା ଜଣେ ବିଚାରଧୀନ ମହିଳା କଏଦୀଙ୍କ ମୃତ୍ୟୁ ପରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଯୋଗାଣ ଅଫିସ ସମ୍ମୁଖରେ ଚାଷୀମାନଙ୍କ ଧାରଣା

ଭଦ୍ରକ: ସେବା ସମବାୟ ସମିତିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବାରୁ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଚାଷୀ। ଭଦ୍ରକ ବ୍ଲକ ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନକିଣାରୁ ବାଦ ଦିଆଯାଇଥିବାରୁ ଆଜି ଭଦ୍ରକ ଜିଲ୍ଲା ଯୋଗାଣ କାର୍ୟ୍ୟାଳୟ ଆଗରେ ଚାଷୀ ଙ୍କର ବିକ୍ଷୋଭ ଓ ଧାରଣା…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଜଣେ ମୃତ, ଆକ୍ରମଣକାରୀ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ପଲ୍ଲା ଠାରେ ଆଜି ଭୋରରେ ଜଣେ ବ୍ୟକ୍ତିଙ୍କ ଆକ୍ରମଣରେ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି । ଆକ୍ରମଣକାରୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ପଲ୍ଲା ଆଦିବାସୀ ସାହିରେ ରହୁଥିବା ବିଜୟ କୁମାର ନାୟକ (୩୫) ଜଣେ ଟ୍ରକ ଚାଳକ । ଆଜି…
ଅଧିକ ଖବର ଦେଖନ୍ତୁ...

ଏନ୍‌ଏଚ୍‌-୬୦କୁ ୬ ଲେନ୍‌ କରିବାକୁ ନୀତିନ ଗଡ଼କରୀଙ୍କ ସହ ପ୍ରତାପ ଷଡ଼ଙ୍ଗୀଙ୍କ ଆଲୋଚନା

ବାଲେଶ୍ବର: ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ବରରୁ ଖଡ଼ଗପୁର ଯାଇଥିବା ରାସ୍ତାକୁ ୬ ଲେନ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ପ୍ରାଧିକରଣ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କରିବା ସହ ଏନେଇ ଲିଖିତ ଚିଠି ପ୍ରଦାନ କରିଛନ୍ତି। ୨୦୧୧-୧୨ ମସିହାରେ ଏହି ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପରେ ମଧ୍ୟ ଅସହାୟ ଶବ; ଅନ୍ତ୍ୟେଷ୍ଟି ପାଇଁ ପାଖରେ ନାହାନ୍ତି ସମ୍ପର୍କୀୟ, ଦୁଇ ପୁଅ ଓ ସ୍ବାମୀ ଜେଲରେ

ବାରିପଦା: ମୃତ୍ୟୁ ପରେ ମଧ୍ୟ ଅସହାୟ। ଅନ୍ତ୍ୟେଷ୍ଟି ପାଇଁ ମଧ୍ୟ ପାଖରେ ନାହାନ୍ତି କେହି ସମ୍ପର୍କୀୟ। ସ୍ବାମୀ ଏବଂ ଦୁଇ ପୁଅ ଜେଲ୍ରେ ଅଛନ୍ତି। ତେଣୁ ଜେଲ୍ରେ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣେ ମହିଳା କଏଦୀଙ୍କ ଅନ୍ତ୍ୟେଷ୍ଟି କିପରି ହେବ ସେନେଇ ଦ୍ବନ୍ଦ୍ବ ଦେଖାଦେଇଛି।…
ଅଧିକ ଖବର ଦେଖନ୍ତୁ...