Daily Archives

January 5, 2021

ଅର୍ଥ ଅଭାବରୁ ସମାରୁଙ୍କ ଚିକିତ୍ସା ହୋଇପାରୁନି, ପଙ୍ଗୁ ମୁଣ୍ଡକୁ ଛାଡ଼ିଦେଲେ କାମ କରୁନି ଅନ୍ୟ ଅଙ୍ଗ

ଗୋବିନ୍ଦପଲ୍ଲୀ: ସମୟ ସହ ତାଳ ଦେଇ ଜୀବନ ଜୀବିକା ସହ ମଣିଷ ଆଗକୁ ବଢୁଥିବା ବେଳେ କେଉଁଠାରେ ମଣିଷ ଅଟକିଜାଏ ତାହା କାହାରିକୁ ଜଣା ନ ଥାଏ। ସେହିଭଳି  ଯୁବ ଅବସ୍ଥାରେ ପରିବାର ଓ ଗର୍ଭବତୀ ସ୍ତ୍ରୀର ବୋଝ ପାଲଟିଛି ୨୬ ବର୍ଷୀୟ ଯୁବକ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପଲ୍ଲୀ ନିକଟସ୍ଥ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ପହଞ୍ଚିନାହିଁ ବାର୍ଡଫ୍ଲୁ , ପରୀକ୍ଷା ପାଇଁ ପଠାଯାଇଛି ୩୪୦ ନମୁନା, ଚଳିତ ସପ୍ତାହରେ ୨୦୦ ନମୁନା ସଂଗ୍ରହ…

ଖୋର୍ଦ୍ଧା : କେରଳରେ ବାର୍ଡଫ୍ଲୁ ଦେଖା ଦେଇଛି । ଏହି ସମୟରେ ଖୋର୍ଦ୍ଧାରେ ବିଦେଶାଗତ ପକ୍ଷୀଙ୍କ ଆଗମନ ଯୋଗୁଁ ବାର୍ଡଫ୍ଲୁର ସମ୍ଭାବନା ରହିଥିଲେ ମଧ୍ୟ ଚଳିତ ବର୍ଷ ଏହା କୌଣସି ସ୍ଥାନରେ ବର୍ତମାନ ସୁଦ୍ଧା କୁକୁଡ଼ାଙ୍କୁ ସଂକ୍ରମିତ ହୋଇନାହିଁ ବୋଲି ଜିଲ୍ଲା ପ୍ରାଣୀଧନ କାର୍ଯ୍ୟାଳୟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଫୋନରେ କଥା ହେବାକୁ ନେଇ ସ୍ତ୍ରୀଙ୍କୁ କିରାସିନି ଢାଳି ମାରିବା ଉଦ୍ୟମରେ ସ୍ବାମୀ ଗିରଫ

ନୂଆପଡ଼ା: ଫୋନରେ କଥା ହେବାକୁ ନେଇ ସ୍ତ୍ରୀଙ୍କୁ କିରାସିନି ଢାଳି ହତ୍ୟା ଉଦ୍ୟମ କଲେ ସ୍ୱାମୀ | ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ ଆମସେନା ଗ୍ରାମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ଆଉ ଅଭିଯୋଗ ମିଳିବା ପରେ ଜୋଙ୍କ ପୁଲିସ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ…
ଅଧିକ ଖବର ଦେଖନ୍ତୁ...

ବାର୍ଡ଼ ଫ୍ଲୁକୁ ନେଇ ସତର୍କତା ଘୋଷଣା କଲେ ଏହି ସବୁ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସହିତ ଆଉ ଏକ ଭୂତାଣୁ ଆକ୍ରାନ୍ତ ହେବାର ସୂଚନା ମିଳିଛି | ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ ସମେତ ଅନ୍ୟାନ୍ୟ ରାଜ୍ୟରେ ବାର୍ଡ଼ ଫ୍ଲୁ ସଂକ୍ରମଣ ନେଇ ସୂଚନା ମିଳିଛି | ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

ଦାଉ ଦାଉ ହୋଇ ଜଳୁଛି ଭାରତ : ବଢ଼ିବାରେ ଲାଗିଛି ତାପମାତ୍ରା

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ଉତ୍ତପ୍ତ ହେବାରେ ଲାଗିଛି ଭାରତ | ଭାରତର ତାପମାତ୍ରା ଦିନକୁ ଦିନ ବଢୁଛି, ଆଉ ଏହାକୁ ନେଇ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି | ଜଙ୍ଗଲ ହ୍ରାସ ସହ ବର୍ଷା ପରିମାଣ କମିଥିବା ଯୋଗୁଁ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି | ତେବେ ବର୍ତ୍ତମାନ ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ଭାରତର ମହାମାରୀ ମୁକାବିଲାକୁ ସବୁଆଡୁ ପ୍ରଶଂସା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ବିଲ ଗେଟ୍ସ 

ନୂଆଦିଲ୍ଲୀ: କରୋନା ମହାମାରୀ ଲଢେଇରେ ଭାରତର ଭୂମିକାକୁ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ପ୍ରଶଂସା । ଏହାସହ ବୈଜ୍ଞାନିକ ଉଦ୍ଭାବନ ଓ ଟିକା ପ୍ରସ୍ତୁତିରେ ଭାରତ ନେତୃତ୍ୱ ନେଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଲ ଗେଟ୍ସ ପ୍ରଶଂସା କରିଛନ୍ତି । ବିଲ ଗେଟ୍ସ ଟ୍ୱିଟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖୋଦ୍‌କୁ ସତେଜ ଅନୁଭବ କରିବେ। ପ୍ରତିଟି କାମ ସ˚ପୂର୍ଣ୍ଣ କରିବାରେ କମ୍‌ ସମୟ ଲାଗିବ। ଜୀବନସାଥୀଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବୃଷ: କାର୍ଯ୍ୟକ୍ଷେତ୍ରରେ କୌଣସି ବନ୍ଧୁଙ୍କ ସହିତ ବିବାଦ ହୋଇପାରେ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ଜୀବନସାଥୀଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା ! ଇୟରଫୋନ ନେଇଗଲା ଯୁବକଙ୍କ ଜୀବନ, କିଛିଦିନ ତଳେ ହୋଇଥିଲା ବିବାହ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ବିଜୁଳି ମାରୁଥିବା ସମୟରେ କାନରେ ଇୟର ଫୋନ ଦେଇଥିବା ହେତୁ ତାଙ୍କର ମୃତ୍ୟୁ ହୋଇଛି। ଉକ୍ତ ଯୁବକଙ୍କ ନାମ ଗୌତମ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟାରେ ଗୌତମ ନିକଟସ୍ଥ ଏକ ସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ଼ଦାଣ୍ଡରୁ ଫେରୁଛି ଭକ୍ତ; ୧୦ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା…

ପୁରୀ: ପଡ଼ୋଶୀ ଛତିଶଗଡରୁ ଆସିଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି ।  କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ହେବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । କେବଳ ଏହି ଭକ୍ତ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ…
ଅଧିକ ଖବର ଦେଖନ୍ତୁ...

ଲାଲଗଡରୁ ଭୁବନେଶ୍ୱରକୁ ଗଡ଼ିଲା ପ୍ରଥମ ଘରୋଇ ବସ  

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ  ଚିତ୍ରକୋଣ୍ଡା ସଦର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦିଲଖୁସ ନାମକ ଏକ ଘରୋଇ ବସ ପ୍ରଥମ କରି ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । କରୋନା ମହାମାରୀ ପର ଠାରୁ ଏହି ଅଂଚଳକୁ  ବନ୍ଦ ହୋଇଥିବା ବସ ସେବା ଧୀରେ…
ଅଧିକ ଖବର ଦେଖନ୍ତୁ...