Daily Archives

January 6, 2021

ମୟୂରଭଂଜରେ ଟିକାକରଣ ନେଇ ପ୍ରସ୍ତୁତି ଜୋରଦାର, ୧୮୪୨୪ ପଞ୍ଜିକୃତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୨୧୮୯ ସେସନ୍‌ରେ ଦିଆଯିବ…

ବାରିପଦା: ମୟୂରଭଂଜ ଜିଲ୍ଲାରେ କରୋନା ଟିକାକରଣ ନେଇ ପ୍ରସ୍ତୁତି ତ୍ବରାନ୍ବିତ କରାଯାଇଛି। ଆଜି ଏନେଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରୁ ପଞ୍ଜିକୃତ କରାଯାଇଥିବା ୧୮୪୨୪ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋୱିନ୍ ଆପ ଲଞ୍ଚ କରାଯାଇ ନାହିଁ, ନକଲି ଆପରେ ବ୍ୟକ୍ତିଗତ ତଥ୍ୟ ଦେଇ ଠକାମିର ଶିକାର ହୁଅନ୍ତୁ ନାହିଁ : ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢ଼େଇ ମଧ୍ୟରେ ଦେଶରେ ଟିକାକରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହାପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟିକା ପଞ୍ଜିକରଣ ପାଇଁ ତିଆରି ହେଉଥିବା କୋୱିନ୍ ଆପକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ସ୍ଥାନୀୟ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ନରଣଗଡ଼ ଭିଟାମାଟି ସଂଗ୍ରାମ ସମିତିି

ଖୋର୍ଦ୍ଧା : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନରଣଗଡ଼ ଭିଟାମାଟି ସଂଗ୍ରାମ ସମିତିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଆଲୋଚନାରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଣାଇ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି ବାହାରେ ଥିବା କଞ୍ଚାମାଲ ଏବଂ ବର୍ଜ୍ୟରେ ଲାଗିଲା ନିଆଁ : ଭୀଷଣ ଗନ୍ଧ ଏବଂ ପ୍ରଦୂଷଣରେ ଅତିଷ୍ଠ…

ବାରିପଦା : ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ନିକଟରେ ଥିବା ଏକ ପ୍ଲାଷ୍ଟିକ୍ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି ବାହାରେ ଗଦା ହୋଇଥିବା କଞ୍ଚାମାଲ ଏବଂ ଅଳିଆରେ ଆଜି ଅପରାହ୍ନ ପ୍ରାୟ ୪ଟାରୁ ଭୀଷଣ ନିଆଁ ଲାଗିଛି। ପ୍ଲାଷ୍ଟିକ୍ ପଦାର୍ଥ ହୋଇଥିବାରୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ନିଆଁ…
ଅଧିକ ଖବର ଦେଖନ୍ତୁ...

ବିଜେପି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ପାଣିକୋଇଲି: କଟକ ଜିଲ୍ଲାର ମାହାଙ୍ଗା ଠାରେ ଦୁଇ ବିଜେପି ନେତାଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି। ବିଜେପି ଏହି ଘଟଣାକୁ ଘୋର ନିନ୍ଦା କରିବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରି ରାଜରାସ୍ତାକୁ ଓହ୍ଲାଇଛି। ମନ୍ତ୍ରୀ ପ୍ରତାପ…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

କୁଚିଣ୍ଡା: ଦେବଗଡ଼ ଜିଲ୍ଲା ଝରାଗୁଗୁଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ବୁଧବାର ଅପରାହ୍‌ଣ ପ୍ରାୟ ୧ଟା ୩୦ ସମୟରେ…
ଅଧିକ ଖବର ଦେଖନ୍ତୁ...

ନକଲି ପୁଲିସ ଭାବି କ୍ରାଇମବ୍ରାଞ୍ଚ ଟିମକୁ ମାଡ ଘଟଣା; ମାମଲା ରୁଜୁ

ଫୁଲବାଣୀ:ଗଂଜେଇ ଚଢାଉ ସମୟରେ ନକଲି ପୁଲିସ ଭାବି କ୍ରାଇମବ୍ରାଞ୍ଚ ଟିମକୁ ମାଡ ମାରିବା ଘଟଣାରେ ପୁଲିସ ନିଜ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାଡ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଚଳାଇଛି। ଏପଟେ ମାଡ ମାରିବାକୁ ଗ୍ରାମବାସୀ ଅସ୍ବୀକାର କରିଛନ୍ତି। ବଡି…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଅନୁପ୍ରବେଶ କରିବା ପାଇଁ ସୀମା ଆରପଟରେ ଜଗିଛନ୍ତି ୪୦୦ ଆତଙ୍କବାଦୀ

ଶ୍ରୀନଗର : ଭାରତକୁ ଅନୁପ୍ରବେଶ କରିବାକୁ ସୀମା ଆରପାରିରେ ଜଗି ବସିଛନ୍ତି ୪୦୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀ | ଆଉ ପାକିସ୍ତାନ ସେନାର ସହାୟତାରେ ଖୁବ ଶୀଘ୍ର ଭାରତରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି | ସୁରକ୍ଷା ଏଜେନ୍ସି କିଛି ଏଭଳି ସୂଚନା ଦେଇଥିବା ବେଳେ ସେନା ଆଲର୍ଟରେ ରହିଛି | ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ପୁରୁଷରୁ ମହିଳା ଭାବେ ନିଜର ଲିଙ୍ଗ ପରିବର୍ତ୍ତନ କଲେ କ୍ୟାଟ୍ରିନା-କରିନାଙ୍କ ଡିଜାଇନର

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଡିଜାଇନର୍ ସ୍ୱପ୍ନିଲ ସିନ୍ଦେ ନିଜର ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା ଭାବରେ ନିଜକୁ ପରିବର୍ତ୍ତନ କରିଛନ୍ତି । ସେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରି ନିଜକୁ ଜଣେ ଟ୍ରାନ୍ସଓମ୍ୟାନ୍ ବୋଲି ଘୋଷଣା କରିଛନ୍ତି | ସ୍ୱପ୍ନିଲ ବଲିଉଡରେ କରିନା କପୁରଙ୍କ ଠାରୁ…
ଅଧିକ ଖବର ଦେଖନ୍ତୁ...

ଚାକିରିରୁ ଛଟେଇ ପରେ ରାଗରେ ଭାଙ୍ଗିଦେଲେ ୪୪ କୋଟି ଟଙ୍କାର ନୂଆ କାର

ମାଦ୍ରୀଦ: ଚାକିରିରୁ ଛଟେଇ ପରେ କ୍ରେନ ଲଗାଇ ଭାଙ୍ଗିଦେଲେ ୪୪ କୋଟି ଟଙ୍କାର ନୂଆ କାର | ପ୍ରସିଦ୍ଧ ଅଟୋମୋବାଇଲ ନିର୍ମାତା ମର୍ସିଡିଜ କଂପାନୀର ଜଣେ ପ୍ରାକ୍ତନ କର୍ମଚାରୀ ଏଭଳି କିଛି କାନ୍ଦ ଘଟାଇଛନ୍ତି |ମିଳିଥିବା ସୂଚନା ମୁତାବକ ସ୍ପେନର ଭିଟୋରିଆରେ ଥିବା ମର୍ସିଡିଜ୍ ପ୍ଲାଣ୍ଟ ଏହାର ଜଣେ…
ଅଧିକ ଖବର ଦେଖନ୍ତୁ...