Daily Archives

January 7, 2021

ନିଖୋଜ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର

ବାଲିଅନ୍ତା: ସ୍ଥାନୀୟ ଭୁବନପୁର ସ୍ଥିତ ଏକ ଇଟାଭାଟିରୁ ନିଖୋଜ ହୋଇଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଆଜି ପୂର୍ବାହ୍ନରେ ଉଦ୍ଧାର ହୋଇଛି । ମୃତକ ହେଲେ ଅଗ୍ନିଭାଟିର ଶ୍ରମିକ ଗୋପାଳ ସିଂହ (୫୦) । ଗତ ସୋମବାର ଦିନଠାରୁ ଗୋପାଳ ଘରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ନିଖୋଜ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନାହିଁ ହାଇମାଷ୍ଟ ଲାଇଟ, ବିଜେପି ନେତାଙ୍କ ଅନଶନ ଧମକ

ଧଉଳି : ଭୁବନେଶ୍ବର –ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଲିଙ୍ଗିପୁର ବାଇବାସ ଟ୍ରାଫିକ ପୋଷ୍ଟ ଓ ଧଉଳି ଛକ ନିକଟରେ ହାଇମାଷ୍ଟ ଲାଇଟ ଲାଗିବାର ଏହାମଧ୍ୟରେ ୫ ବର୍ଷ ବିତିଗଲାଣି । ଦୁଇଟିଯାକ ଲାଇଟ ପୋଷ୍ଟ ନିର୍ମାଣ ହେବାର ଦୀର୍ଘଦିନ ପରେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ ।…
ଅଧିକ ଖବର ଦେଖନ୍ତୁ...

ବଡ଼ବିଲ : ଲୁଟ ଘଟଣ‌ାରେ ୪ ଗିରଫ, ଟଙ୍କା ଓ ମାରଣାସ୍ତ୍ର ଜବତ୍

ବଡ଼ବିଲ : ଲୁଟ୍ ଘଟଣାରେ ଆଜି ବଡ଼ବିଲ ପୁଲିସ ୪ ଜଣ ଦୁର୍ଦ୍ଦାନ୍ତ ଝାରଖଣ୍ଡି ଅପରାଧୀଙ୍କୁ ଗିରଫ କରିଥିବା ଜଣାଯାଇଛି। ବଡ଼ବିଲ ଥାନା ନାଲଦା ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଦବାକର ସିଂଙ୍କୁ ଗତ ୫ ତାରିଖରେ ମାରଣାସ୍ତ୍ର ଦେଖାଇ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ୧୦ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି…
ଅଧିକ ଖବର ଦେଖନ୍ତୁ...

ଯାଜପୁର : ବିଚାରାଧୀନ କଏଦୀ ମୃତ୍ୟୁ

ବ୍ୟାସନଗର/ରଗଡ଼ି : ଯାଜପୁରରୋଡ ସବ ଜେଲର ବିଚାରାଧୀନ ଜଣେ କଏଦୀର ଡାକ୍ତରଖାନା ଆଣିବା ବାଟରେ ମୃତ୍ୟୁ ହୋଇଯାଇଛି। ମୃତ କଏଦୀ ବଡ଼ଚଣା ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମର ଗନ୍ଧର୍ବ ସ୍ବାଇଁ। ଗତ ଡିସେମ୍ବର ୪ତାରିଖ ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରୁଥିବା ବେଳେ ସୁକିନ୍ଦା ଥାନା ହରିପୁର…
ଅଧିକ ଖବର ଦେଖନ୍ତୁ...

ପୁଣି ଦନ୍ତାହାତୀ ଶିକାର, ନୃଶଂସ ଭାବେ କାଟିନେଲେ ମୁଣ୍ଡ ଓ ଦାନ୍ତ

ବାରିପଦା : ଶିମିଳିପାଳ ଅଭୟାରଣ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଦନ୍ତାହାତୀ ଶିକାର। ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜ ଶୁକୁଆପଡ଼ା ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୦ବର୍ଷ ବୟସ୍କ ଏକ ଦନ୍ତାହାତୀ ଶିକାର ହୋଇଛି। ଶିକାରୀମାନେ ଗୁଳିମାଡ଼ କରି ଏହି ଦନ୍ତାହାତୀକୁ ମାରିଥିବା…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳ ଭିଡ଼ିଓ ଭାଇରାଲ, ଥାନାର ଦ୍ୱାରସ୍ଥ ହେଲେ ଯୁବକ

କେନ୍ଦୁଝର : ଜଣେ ଯୁବକଙ୍କ ଫଟୋକୁ ଯୋଡି ଅଶ୍ଳୀଳ ଢ଼ଙ୍ଗରେ ପ୍ରସ୍ତୁତ ହୋଇଥିବା ଏକ ଭିଡ଼ିଓ ଭାଇରାଲ ନେଇ କେନ୍ଦୁଝର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବକ। ଏହି ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ସହର ଭାଲୁକିପାତଳାର ସ୍ମୃତି ପ୍ରକାଶ ବ୍ରହ୍ମ। ଅଭିଯୋଗ ଅନୁସାରେ, ଗତ ୪ ତାରିଖରେ ଏକ…
ଅଧିକ ଖବର ଦେଖନ୍ତୁ...

ଅଘୋଷିତ ମଣ୍ଡି ବନ୍ଦ: ପୁଣି ମିଳିଲା ୭୨ହଜାର କୁଇଣ୍ଟାଲର ଟାର୍ଗେଟ, ଚାଷୀଙ୍କ ନିକଟରେ ଗଛିତ ଅଛି ୧୦ଲକ୍ଷ କୁଇଣ୍ଟାଲ

ଜୟପୁର: ମଣ୍ଡିରେ ଧାନ କିଣିବା ଟାର୍ଗେଟ ରାଜ୍ୟ ସରକାର ଠିକଣା ସମୟରେ ଦେଉ ନାହାନ୍ତି। ସବୁକୁ ଅନ୍ନ ଦେଉଥିବା ଚାଷୀଙ୍କ ସହ ସଂପ୍ରତି ଖେଳ ଚାଳିଛି। ଗତ ଦୁଇ ଦିନ ହେବ ପ୍ରବଳ ଶୀତ କାକରରେ ଆମେ ମଣ୍ଡିକୁ ଧାନ ନେଇ ଜଗି ରହିଛୁ। ରହିବା ପାଇଁ ବ୍ୟବସ୍ଥା ନାହିଁ। ଧାନ ଘୋଡାଇ ରଖିବାକୁ ପଲିଥିନ୍…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା: ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ, ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନ / ପ୍ରତିଷ୍ଠାନ ପରିଦର୍ଶନ କରିବା ସହ ବୈଷୟିକ ତାଲିମ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ପୁଲିସର ଅମାନବୀୟ କାର୍ଯ୍ୟ: ଗାଡ଼ିରେ ବାନ୍ଧି ଭିଡି ନେଇଗଲେ ମୃତଦେହ

ରାଞ୍ଚି: ସାମ୍ନାକୁ ଆସିଲା ପୁଲିସର ଅମାନବୀୟ କାର୍ଯ୍ୟ | ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଗାଡିର ପଛପଟେ ପୁଲିସ ବାନ୍ଧି ନେଇଛି | ଆଉ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୁଲିସର କାର୍ଯ୍ୟକୁ ନେଇ ସବୁଠି ପ୍ରଶ୍ନ ଉଠିଛି | ଝାଡ଼ଖଣ୍ଡର ରାମଗଡ ଜିଲ୍ଲାରେ ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

୨୦ପୁଟ ତଳକୁ ଖସିଲା କାର, ଅଳ୍ପକେ ବର୍ତିଲେ ଯାତ୍ରୀ ଓ ଚାଳକ

ହରଭଙ୍ଗା: ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଦେଇ ଚାରିଛକ ପଟୁ ବୌଦ୍ଧ ଆଡକୁ ଯାଉଥିବା ଏକ କାର (ଓଡି ୧୫ଏନ ୨୪୪୪) ହରେକୃଷ୍ଣପୁର ଚିଲାଖଣ୍ଡି ପୁରୁଣା ପୋଲ ନିକଟରେ ଭାରସାମ୍ୟ ହରାଇ ପ୍ରାୟ ୨୦ ତଳେ ଥିବା ଏକ କ୍ଷେତ ମଧ୍ୟକୁ ପସି ଯାଇଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...