Daily Archives

January 7, 2021

କୁକୁଡା ଲଢ଼େଇରେ ପହଂଚି ନିଜକୁ ପୁଲିସ ପରିଚୟ ଦେଲେ ୩ ସାମ୍ବାଦିକ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀଠାରେ ଚାଲୁଥିବା ଏକ କୁକୁଡା ଲଢ଼େଇ ସମୟରେ ତିନି ଜଣ ସାମ୍ବାଦିକ ନିଜକୁ ପୁଲିସ କହି ଡରାଇ ଧମକାଇ ଚାନ୍ଦା ଆଦାୟ କରୁଥିଲେ। ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣକୁ ମାଲକାନଗିରି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶୀ ନୃତ୍ୟାଙ୍ଗନା ଭୂମିକାରେ ନଜର ଆସିବେ କାଜୋଲ

ମୁମ୍ବାଇ: ଓଡ଼ିଶୀ ନୃତ୍ୟାଙ୍ଗନା ଭୂମିକାରେ ନଜର ଆସିବେ ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ କାଜୋଲ | ଆସନ୍ତା ଜାନୁୟାରୀ ୧୫ ତାରିଖରେ ରିଲିଜ ହେବାକୁ ଥିବା ଫିଲ୍ମ 'ତ୍ରିଭଙ୍ଗା'ର ଟ୍ରେଲରରେ କାଜୋଲଙ୍କୁ ଓଡିଶୀ ନୃତ୍ୟାଙ୍ଗନା ଭୂମିକାରେ ଦେଖିବାକୁ ମିଳିଛି | ଏହି ଚଳଚ୍ଚିତ୍ରରେ କାଜୋଲଙ୍କ ଚରିତ୍ରର…
ଅଧିକ ଖବର ଦେଖନ୍ତୁ...

ଭୁଲରେ ବି ମୋବାଇଲରେ ରଖନ୍ତୁ ନାହିଁ ଏହି ୭ଟି ଆପ, ଆଖି ପିଛୁଳାକେ ଗାଏବ ହୋଇଯିବ ଜମା ଟଙ୍କା !

ନୂଆଦିଲ୍ଲୀ: ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଇଣ୍ଟରନେଟ ମାଧ୍ୟମରେ ଠକେଇ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏହି ପ୍ରକାର ଠକେଇର ଶିକାର ହୋଇ ଅଧିକାଂଶ ଲୋକ ତାଙ୍କର ଜମା ଟଙ୍କା ହରାଇଥାନ୍ତି | ଆପଣ ଯଦି କୌଣସି କମ୍ପାନିର ନମ୍ବର ବାବଦରେ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଥାନ୍ତି…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ କ୍ରୀଡ଼ାବିତ୍‌ ମନୋରଂଜନ ମିଶ୍ରଙ୍କୁ ‘ଡକ୍ଟର୍ ଅଫ୍‌ ସ୍ପୋର୍ଟସ୍‌’ ସମ୍ମାନ

ଭୁବନେଶ୍ବର: ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍‌, କ୍ରୀଡ଼ା ସଂଗଠକ ତଥା ଭାରତୀୟ ଗେଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟକ ମରୋରଂଜନ ମିଶ୍ରଙ୍କୁ ମିଳିଛି ‘ଡକ୍ଟର ଅଫ ‌ସ୍ପୋର୍ଟସ୍‌’ ସମ୍ମାନ। ପୁଡୁଚେରୀସ୍ଥିତ ଗ୍ଲୋବାଲ୍‌ ହ୍ୟୁମାନ ପିସ୍‌ ୟୁନିଭର୍ସିଟି ମନୋରଂଜନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌…
ଅଧିକ ଖବର ଦେଖନ୍ତୁ...

ପୁଲିସ ନାଁ ନେଇ ବ୍ୟବସାୟୀଙ୍କୁ ଚାନ୍ଦା, ଗିରଫ ହେଲେ ନକଲି କନ୍‌ଷ୍ଟେବଲ୍‌

ବ୍ରହ୍ମପୁର: ନିଜକୁ ପୁଲିସ ବୋଲି କହି ବ୍ୟବସାୟୀଙ୍କୁ ତାଗିଦ୍‌ କରି ଆସୁଥିଲେ। ଏପରିକି ଖାକି ପିନ୍ଧି କନ୍‌ଷ୍ଟେବଲ୍‌ ପରିଚୟ ଦେଇ ରାସ୍ତାକଡ଼ରେ ବସିଥିବା ଉଠା ଦୋକାନୀଙ୍କୁ ନାଲି ଆଖି ଦେଖାଇ ଚାନ୍ଦା ଆଦାୟ କରୁଥିଲେ। ଏଭଳି ଜଣେ ନକଲି ପୁଲିସର ଦୌରାତ୍ମ୍ୟରେ ଅତିଷ୍ଟ ହୋଇ ଜଣେ ବ୍ୟବସାୟୀ…
ଅଧିକ ଖବର ଦେଖନ୍ତୁ...

ଭଡ଼ାଘରେ ନକଲି ମଦ ପ୍ରସ୍ତୁତି, ୧୨ ପେଟି ସହ ଲେବଲ୍‌ ଜବତ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବ୍ରାହ୍ମଣସାହିର ଏକ ଭଡ଼ାଘରେ ଚାଲିଥିଲା ନକଲି ମଦ ତିଆରି କାରଖାନା। ଖବର ପାଇ ସଂଧ୍ୟାରେ ପୁଲିସ ସେଠାରେ ଚଢ଼ଉ କରି ବିପୁଳ ପରିମାଣ ନକଲି ମଦ ଜବତ କରିଛି। ଏ ସଂକ୍ରାନ୍ତରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସେହି ଭଡ଼ାଘରେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କ୍ୟାରିୟରରେ ସୁଧାର ଆଣିବା ପାଇଁ ଭଲ ଦିନଟିଏ। ଆପଣଙ୍କ କାମ ପାଇଁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ। ବୈବାହିକ ଜୀବନ ଭଲ ରହିବ। ବୃଷ: ଅର୍ଥ ସମ୍ବନ୍ଧରେ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଅଫିସରେ ବ୍ୟକ୍ତିଗତ କଥା କାହାରିକୁ ଜଣାନ୍ତୁ ନାହିଁ। ପାରିବାରିକ ଜୀବନ ସୁଖମୟ…
ଅଧିକ ଖବର ଦେଖନ୍ତୁ...

ଆଇଆଇଟି ବୈଜ୍ଞାନିକଙ୍କ ଉଦ୍ଭାବନ, ରାସ୍ତାରେ ଚାଲିଲେ ବାହାରିବ ବିଦ୍ୟୁତ

ଆପଣ କେବେ ଶୁଣିଛନ୍ତି କି ଆପଣ ଚାଲିବା ଦ୍ୱାରା ରାସ୍ତା ବିଦ୍ୟୁତ୍ ଉତ୍ପାଦନ କରିବ? ହଁ, ଖୁବ ଶୀଘ୍ର ଏହା ସମ୍ଭବ ହେବାକୁ ଯାଉଛି | ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମଣ୍ଡି (ଆଇଆଇଟି ମଣ୍ଡି)ର ଜଣେ ଗବେଷକ ଏକ ରାସ୍ତା ନିର୍ମାଣ କରିଛନ୍ତି ଯେଉଁଥିରେ ଚାଲିବା ଦ୍ୱାରା ବିଦ୍ୟୁତ୍…
ଅଧିକ ଖବର ଦେଖନ୍ତୁ...

ନିଆଁ ଲାଗି ଜଳିଗଲା ୩ ବଖରା ଘର 

ବାଲିପାଟଣା  : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଦରଡା ମଲ୍ଲିକ ସାହିରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଛି | ଉକ୍ତ ଗ୍ରାମର ଝୁନା ଦାସ ଏବଂ କାଶିନାଥ ଦାସଙ୍କ ଗୁହାଳ ସମେତ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି | ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି…
ଅଧିକ ଖବର ଦେଖନ୍ତୁ...

ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା: କଂଗ୍ରେସ ବିଧାୟକ କହିଲେ; ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଅନ୍ତୁ ଟିକା

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଓଡ଼ିଶାକୁ ଟିକା ଆସିବ । ଟିକାକରଣ ପାଇଁ ସବୁ କିଛି ପ୍ରସ୍ତୁତି ବି ସରିଛି । ଆଉ ଯେତେବେଳେ ପ୍ରଶ୍ନ କରାଯାଉଛି, ଆପଣ ଟିକା ନେବେ ନା ନାହିଁ, ନେତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ…
ଅଧିକ ଖବର ଦେଖନ୍ତୁ...