Daily Archives

January 8, 2021

ଧାନମଣ୍ଡିରେ ଅନିୟମିତତା ଅଭିଯୋଗ ତଦନ୍ତ କରି ଅସନ୍ତୋଷ ପ୍ରକାଶ କଲେ ପ୍ରଭାରୀ

ବାଲିଅନ୍ତା:  ବାଲିଅନ୍ତା ବ୍ଲକ ଅଞ୍ଚଳରେ କୃଷି ସମବାୟ ସମିତି ଧାନମଣ୍ଡିରେ ଅନିୟମିତତା ହେଉଥିବା ଅଭିଯୋଗ ଘଟଣାର ଆଜି ବିଜେପି ରାଜ୍ୟ ନେତୃବୃନ୍ଦ ତଦନ୍ତ କରିଛନ୍ତି। ଏନେଇ ଓଡ଼ିଶା ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ପୂର୍ବାହ୍ନରେ ସ୍ଥାନୀୟ କାକରୁଦ୍ରପୁର ସେବା ସମବାୟ ସମିତି…
ଅଧିକ ଖବର ଦେଖନ୍ତୁ...

ଚେକଗେଟରେ ପିଟିହେଲା ବାଇକ୍, ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ମୃତ

ପାଟଣାଗଡ଼ : ପାଟଣାଗଡ଼- ବଲାଙ୍ଗୀର ମୁଖ୍ୟ ରାସ୍ତାର ଧୁବଲପଡ଼ା ନିକଟସ୍ଥ ଚେକ୍‌ଗେଟ୍‌ରେ ଏକ ବାଇକ୍ ଧକ୍କା ହେବାରୁ ଏହାର ଆରୋହୀ ପାଟଣାଗଡ଼ ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ଧବଳେଶ୍ବର ଦଳପତିଙ୍କ ମୃତ୍ୟୁ ଘଟିଛି। ଏନେଇ ପାଟଣାଗଡ଼ ଥାନା ପୁଲିସ ଏକ ମାମାଲା ରୁଜୁ ଅଧିକ ତଦନ୍ତ କରୁଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଅଡୁଆ ଧରୁଛି ଧାନ କିଣା; ଚିନ୍ତାରେ ଚାଷୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ୯୮ଟି ସେବା ସମବାୟ ସମିତି ଓ ୫୪ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥଲା। ଡିସେମ୍ବର ମାସରୁ ଧାନ କିଣା ସରକାରୀ ଭାବେ ଆରମ୍ଭ କରାଯାଇଥିଲେ ମଧ୍ୟ ବାସ୍ତବରେ ଅନେକ ମଣ୍ଡି ଖୋଲାଯାଇ ନାହିଁ।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟ ବନ୍ଦ ଓ ବାରିପଦା ବିଏଡ୍ କଲେଜରେ ନାମ ଲେଖା ବନ୍ଦ ନିଷ୍ପତ୍ତିର ପ୍ରତିବାଦ

ବାରିପଦା: ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଅଭାବରୁ ବିଦ୍ୟାଳୟ ବନ୍ଦ ଓ ବାରିପଦା ବିଏଡ କଲେଜ୍ରେ ନାମ ଲେଖା ବନ୍ଦ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି। ବାରିପଦାସ୍ଥିତ ଜିଲ୍ଲାର ଏକମାତ୍ର ମହାବିଦ୍ୟାଳୟ ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଚଳିତ ବର୍ଷ ନାମଲେଖା…
ଅଧିକ ଖବର ଦେଖନ୍ତୁ...

ନିୟନ୍ତ୍ରଣ ହରାଇ ଓଲଟିଲା ଟାଟାଏସ: ୫୦୦ ବଏଲର କୁକୁଡ଼ା ମୃତ

ଧଉଳି: ଶୁକ୍ରବାର ଅପରାହ୍ନ ଦି’ଟା ବେଳେ ଭୁବନେଶ୍ବର ପୁରୀ ଜାତୀୟ ରାଜପଥର ପୁବାଶାସନ ଛକ ନିକଟରେ ଦ୍ରୁତବେଗରେ ଯାଉଥିବା ଏକ ଟାଟାଏସ ଓଲଟିପଡ଼ିବାରୁ ସେଥିରେ ଥିବା ୫୦୦ ବଏଲର କୁକୁଡ଼ାଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଏହି ଦୁର୍ଘଟଣାରେ ଟାଟାଏସ ଚାଳକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ସବୁଠାରୁ ବଡ ଧନୀ ବ୍ୟବହାର କରନ୍ତି ନାହିଁ ‘ହ୍ଵାଟ୍ସଆପ’, କାହିଁକି ଜାଣନ୍ତୁ?

ନୂଆଦିଲ୍ଲୀ: ବିଶ୍ୱର ୧ ନମ୍ବର ଧନୀ ସ୍ଥାନ ଅଧିକାର କରିଛନ୍ତି ଆମେରିକାର ଇଲେକ୍ଟ୍ରିକ୍ ଯାନ ନିର୍ମାତା ‘ଟେସ୍‌ଲା’ର ମୁଖ୍ୟ ଏଲୋନ୍ ମସ୍କ | ମସ୍କ ବିଶ୍ବର ନୂଆ ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି। ଷ୍ଟକ ବଜାରରେ ଟେସ୍‌ଲାର ସେୟାର ମୂଲ୍ୟ ବୃଦ୍ଧି ପାଇବାରୁ ମସ୍କଙ୍କ ସମ୍ପତ୍ତି ବହୁତ ବଢ଼ିଛି।…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ଅଞ୍ଚଳରେ ରାସ୍ତା ଯନ୍ତ୍ରଣା, ଦୋଳାରେ ବୁହାହେଲେ ଗର୍ଭବତୀ

ବାଲିଗୁଡା: ଦୁର୍ଗମ ଅଞ୍ଚଳରେ ହଟୁନି ରାସ୍ତା ଯନ୍ତ୍ରଣା। ସବୁ ସମୟରେ ଏନେଇ ଖବର ଶୀର୍ଷକ ପାଲଟୁଥିବା ବେଳେ ଏହାର ପ୍ରତିକାର ବ୍ୟବସ୍ଥା ‌ହୋଇପାରୁନାହିଁ। ରାସ୍ତା ଭଳି ମୌଳିକ ସୁବିଧା  ନଥିବାରୁ ଏବେ ବି ମାଇଲମାଇଲ ବାଟ ରୋଗୀକୁ ଖଟିଆରେ ବୁହା ଚାଲିଛି। ଯାହାର ପ୍ରମାଣ ପୁଣି…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ୍‌

ରାଉରକେଲା: ରେଲୱେ କଲୋନି ଛୋଟା ପାର୍କ ନିକଟରେ ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ୍‌ ହୋଇଛି। ଦୁଇ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୩୯ ହଜାର ୯୧୦ ଟଙ୍କା ଲୁଟି ନେଇଛନ୍ତି। କର୍ମଚାରୀ ବେଦବ୍ୟାସ ସାହୁଙ୍କ ଲିଖିତ ଏତଲା ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ମାମଲା…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଆରୀ, ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

କୋଲକାତା: ଗୁରୁବାର ରାତିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଆରୀ ଚିତ୍ରା ବୋଷଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ଚିତ୍ରା ଘୋଷଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଚିତ୍ରାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରି ଟ୍ୱିଟ୍ ମାଧ୍ୟମରେ ସମବେଦନା…
ଅଧିକ ଖବର ଦେଖନ୍ତୁ...

ଟିକାର ସୁରକ୍ଷା ପାଇଁ ଜାରି ହେଲା ଏସଓପି, କଡ଼ାକଡ଼ି ପାଳନ ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର : ଦେଶରେ ଆସନ୍ତା ସପ୍ତାହରୁ କରୋନା ଟିକାଦାନ ଆରମ୍ଭ ହେବାକୁ ଯାଉଥିବାବେଳେ ଟିକା ଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ମାନକ କାର୍ଯ୍ୟବିଧି (ଏସଓପି) ଜାରି କରିଛନ୍ତି  । ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲା ଓ ନଗର ନିଗମଗୁଡ଼ିକୁ ଏସବୁ…
ଅଧିକ ଖବର ଦେଖନ୍ତୁ...