Daily Archives

January 9, 2021

ସ୍କୁଲ ଖୋଲିବାର ଦ୍ବିତୀୟ ଦିନରେ ଉପସ୍ଥାନ ବୃଦ୍ଧି ପାଇଲା

ଜୟପୁର:‌ ଗତ ୯ମାସ ଧରି ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନକୁ କରୋନା ସଂକ୍ରମଣ ଭୟରେ ସରକାର ବନ୍ଦ କରି ଦେଇଥିଲେ। ପରିସ୍ଥିତି ସାମାନ୍ୟ ସ୍ବାଭାବିକ ହେବା ପରେ ଗତକାଲି ଠାରୁ ଖୋଲିବାକୁ ନିର୍ଦେଶ ଦେଇଥିଲେ। କିଭଳି ଆଗାମୀ ଦିନରେ କେହି ସଂକ୍ରମିତ ହେବେ ନାହିଁ ଏଥି ପାଇଁ ମାର୍ଗଦର୍ଶିକା…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱ‌ାସ : ପୁଣି ବଂଚିବେ ବୋଲି ବିଶ୍ୱ‌ାସ କରି ପରିବାରଲୋକେ ୧୦ ଦିନ ଘରେ ରଖିଥିଲେ ଶବ

ବରଗଡ଼ : ଅନ୍ଧବିଶ୍ୱାସ ହେଉ କି ମାତ୍ରାଧିକ ଭଲ ପାଇବା ହେଉ। ଜଣେ ବ୍ୟକ୍ତି ପୁଣି ବଂଚିବେ ବୋଲି ବିଶ୍ବାସ କରି ଶବକୁ ଘରେ ୧୦ଦିନ ଧରି ରଖିବା ଏବଂ ପଚା ଶବ ଦୁର୍ଗନ୍ଧ ଭିତରେ ପରିବାରର ୪ଜଣ ସଦସ୍ୟ ସ୍ବାଭାବିକ ଭାବେ ରହିବା ଆଶ୍ଚର୍ଯ୍ୟଚକିତ କରିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ସହର…
ଅଧିକ ଖବର ଦେଖନ୍ତୁ...

ସୋମବାରଠାରୁ ବିଶ୍ବବିଦ୍ୟାଳୟ/ମହାବିଦ୍ୟାଳୟରେ ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢ଼ା

ବାରିପଦା: ପ୍ରାୟ ୧୦ମାସ ପରେ ଜିଲ୍ଲାର ଏକମାତ୍ର ବିଶ୍ବବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ସୋମବାରଠାରୁ ଆରମ୍ଭ ହେବ ପାଠପଢ଼ା। ସେହିପରି ଜିଲ୍ଲାରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ପାଠପଢ଼ା ଆରମ୍ଭ ହେବ। ଏନେଇ ବିଶ୍ବବିଦ୍ୟାଳୟସ୍ତରରେ ବ୍ୟାପକ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

ସାଥୀ କଏଦୀକୁ ନିଜ ବାହାଦୂରି ବଖାଣିବା ଅଭିଯୁକ୍ତକୁ ମହଙ୍ଗା ପଡ଼ିଲା; ହତ୍ୟାକାଣ୍ଡ ମାମଲାରେ ଜେଲରୁ ଉଠାଇନେଲା ପୁଲିସ୍

ଭୁବନେଶ୍ୱର: ଦୁଇ କଏଦୀ ନିଜ ବାହାଦୁରୀ ବିଷୟରେ ଜେଲରେ କଥା ହେଉଥିଲେ । କିଏ ବଡ ଅପରାଧ ଘଟାଇଛି, ଫୁଟାଣି ମାରି କହୁ କହୁ ଜଣେ କହିଦେଲା ସେ ଜେଲ ଆସିଛି ଏକ ଛୋଟ ଅପରାଧ ପାଇଁ, ହେଲେ ବାହାରେ ହତ୍ୟାକାଣ୍ଡ ଭଳି ବଡ ଅପରାଧ ଘଟାଇଛି । ଯାହାକୁ କେହି ଜାଣି ନାହାନ୍ତି । ବାସ କଥା ଯାଇ ପହଞ୍ଚିଗଲା…
ଅଧିକ ଖବର ଦେଖନ୍ତୁ...

ଉପକାରାଗାରରେ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ କାଉଣ୍ଟର ଖୋଲିଲା

ଜୟପୁର: ଜୟପୁର ଉପଖଣ୍ଡ କାରାଗାର ମଧ୍ୟରେ ଥିବା ଅନ୍ତେବାସୀଙ୍କ ମାନସିକ ସନ୍ତୁଳନ ଠିକ ରଖିବା ଏବଂ ସଂସ୍କାରମୂଳକ ପଦକ୍ଷେପ  ନିଆଯାଇଛି। ଏମାନେ  ବିଚାରବିଭାଗୀୟ ହାଜତରୁ ବାହାରିବା ପରେ ନିଜେ ରୋଜଗାରକ୍ଷମ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ କାରଗାର ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ମରିଗଲା ମାନବିକତା: ଅସୁସ୍ଥ ହୋଇ ଛଟପଟ ହେଉଥିଲେ ବି ଛିଡା ହୋଇ ଦେଖି ରହିଲେ ଲୋକ

ଜୟପୁର: ଲୋକଙ୍କ ମଧ୍ୟରେ ମାନବିକତା ମରିଯାଇଛି। ଜଣେ ବ୍ୟକ୍ତି ଜୀବନ ମରଣ ସହ ସଂଘର୍ଷ କରୁଥିବା ଦୃଶ୍ୟକୁ ଉପଭୋଗ କରିଥିଲେ ହେଁ ସହଯୋଗର ହାତ ବଢ଼ାଇବାକୁ କେହି ଆଗେଇ ଆସି ନଥିଲେ। ଏଭଳି ସ୍ଥିତିରେ ସ୍ଥାନୀୟ ଗାନ୍ଧୀଛକରେ ଥିବା ଶିବମନ୍ଦିର ପାର୍ଶ୍ବ ପିଣ୍ଡାରେ ଜଣେ ମେକାନିକଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଗତି, ବିକାଶ ନାମରେ ଶୋଷଣ ଚାଲିଛି : ପୁରନ୍ଦେଶ୍ବରୀ

ବ୍ରହ୍ମପୁର: ଓଡ଼ିଶାରେ ବିକାଶ ଓ ପ୍ରଗତି ନାମରେ ବିଜେଡି ସରକାର ଶୋଷଣ କରିଚାଲିଛନ୍ତି। ଫଳରେ ବିଜେଡି ପ୍ରତି ରାଜ୍ୟବାସୀଙ୍କ ମନରେ ବିତୃଷ୍ଣା ମନୋଭାବ ଆସିଯାଇଛି। ଆଉ ଏହି ଦଳ ବର୍ତ୍ତମାନ ଲୋକଙ୍କ ଆସ୍ଥା ହରାଇବାକୁ ବସିଲାଣି। ରାଜ୍ୟବାସୀ ବିଜେଡି ଓ ନବୀନବାବୁଙ୍କୁ ଦେଖି ଭୋଟ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଣିଜ୍ୟକର ଫାଙ୍କି ଧରା ପଡ଼ିଲା ତିନୋଟି ସ୍କ୍ରାପ ବୋଝେଇ ଟ୍ରକ: ୧୫ଲକ୍ଷ ୬୫ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ

ଜୟପୁର: ବାଣିଜ୍ୟ କର (ଜିଏସଟି) ଫାଙ୍କି ଯାଉଥିବା ୩ଟି ସ୍କ୍ରାପ ବୋଝେଇ ଟ୍ରକ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ହାତରେ ଧରା ପଡ଼ି ୧୫ଲକ୍ଷ ୬୫ହଜାର ୫୪୫ଟଙ୍କାର ଜୋରିମାନା ଜମା କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ବିଶାଖାଟଣାରୁ ଭିଲାଇ ୨୪ହଜାର ୯୨୦କୁଇଣ୍ଟାଲ ଲୁହା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ନୂଆ କାମ ଲାଗି ପ୍ରସ୍ତୁତ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ଶନିବାର: ପ୍ରିୟତମଙ୍କ ସହିତ ଭ୍ରମଣରେ ଯିବେ। ରବିବାର: କାରବାରରେ ଲାଭ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଅଫିସ୍‌ରେ କାମ କରିବା…
ଅଧିକ ଖବର ଦେଖନ୍ତୁ...

ମତ୍ସ୍ୟଚାଷର ବିକାଶ ମୁଣ୍ଡପିଛା ଆୟ ବୃଦ୍ଧିର ବିକଳ୍ପ ଉତ୍ସ: କେନ୍ଦ୍ରମନ୍ତ୍ରୀ

ଧଉଳି: ମତ୍ସ୍ୟଚାଷର ବିକାଶ ନେଇ ସରକାର ବିଶେଷ ଯତ୍ନବାନ। ମତ୍ସ୍ୟଚାଷ ମାଧ୍ୟମରେ ଲୋକଙ୍କ ରୋଜଗାର ବୃଦ୍ଧି କରାଇବା ଲକ୍ଷ ନେଇ କେନ୍ଦ୍ର ସରକାର ସିଫା ଭଳି କୃଷି ଗବେଷଣା ପ୍ରତିଷ୍ଠାନ ଜରିଆରେ ବିପୁଳ ପରିମାଣର ଆର୍ଥିକ ସାହାୟତା ଯୋଗାଇ ଦେଉଛନ୍ତି। ମତ୍ସ୍ୟଚାଷ ଗବେଷଣାରେ ବୈଷୟିକ କୌଶଳର…
ଅଧିକ ଖବର ଦେଖନ୍ତୁ...