Daily Archives

January 9, 2021

ବିମାନ ଭିତର ସଫା କରିବାକୁ ରୋବଟ ବ୍ୟବହାର କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ: ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଭାରତରେ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସଫେଇ ଆରମ୍ଭ କରିଛି | ଦିଲ୍ଲୀ ବିମାନବନ୍ଦରରେ ବିମାନର ଭିତର ଅଂଶକୁ ସଫା କରିବା ପାଇଁ କମ୍ପାନୀ ଗୁରୁବାର ଦିନ ଏହି ଟେକ୍ନୋଲୋଜି ଆରମ୍ଭ କରିଛି। ବିମାନ ଭିତର ସଫେଇ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଟିକା ଗାଡିର ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: କରୋନା ଟିକାକୁ ନେଇ ଆସିଲା ବଡ଼ ଖବର । ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏଥିପାଇଁ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ତାଲିକା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ଓୱାଇସିଙ୍କୁ ଝଟକା, ମମତାଙ୍କ ହାତ ଧରିଲେ ରାଜ୍ୟ ମୁଖିଆ

କୋଲକାତା: ଚଳିତ ବର୍ଷ ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଆଉ ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିଜେପି ଏବଂ ଟିଏମସି(ତୃଣମୂଳ କଂଗ୍ରେସ) ମଧ୍ୟରେ ଚାଲିଥିବା ପ୍ରତିଯୋଗିତାରେ ଓୱାଇସିଙ୍କ ପାର୍ଟି ଏଆଇଏମଆଇଏମର ପ୍ରବେଶ ପଶ୍ଚିମବଙ୍ଗ ନିର୍ବାଚନକୁ ଆହୁରି…
ଅଧିକ ଖବର ଦେଖନ୍ତୁ...

ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଆହତ

ବାରିପଦା: ଆଜି ରାତି ପ୍ରାୟ ୮ଟା ସମୟରେ ଷ୍ଟେସନବଜାର-କେସି ସର୍କଲ୍‌ ରାସ୍ତାର ରିଲାଏନ୍ସ ଟ୍ରେଣ୍ଡ୍‌ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ୱାର୍ଡ ନଂ-୧୨ ଅନ୍ତର୍ଗତ ପ୍ରଫୁଲନଗରର ରଜତ କୁମାର ଦାଶ ବୋଲି ଜଣାପଡ଼ିଛି। ମୃତକ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଯେତେବେଳେ ଜଣେ ବର୍ଣ୍ଣାନ୍ଧ ଯୁବକଙ୍କୁ ରଂଗିନ ଚଷମା ଉପହାର ଦେଲେ ବନ୍ଧୁ..ଏପରି ଥିଲା ତାଙ୍କ ଖୁସିର ମୁହୂର୍ତ୍ତ

ନୂଆଦିଲ୍ଲୀ: ଆପଣ ଆପଣଙ୍କ ଆଖିରେ ଦୁନିଆର ସବୁ ପ୍ରକାର ରଂଗ ଦେଖି ପାରୁଛନ୍ତି, ଉପଭୋଗ କରିପାରୁଛନ୍ତି। ଥରେ ଭାବନ୍ତୁ ତ ସେମାନଙ୍କ କଥା, ଯାହାଙ୍କର ଦୃଷ୍ଟି ଶକ୍ତି ଥାଇ ମଧ୍ୟ ରଂଗ ଦେଖିପାରନ୍ତି ନାହିଁ। ଆମେ କହୁଛୁ କଲର୍‌ ବ୍ଲାଇଣ୍ଡ୍‌ ବା ରଂଗକୁ ଦେଖିପାରୁ ନଥିବା ବ୍ୟକ୍ତିଙ୍କ କଥା।…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ହସ୍ପିଟାଲରେ ରୋଗୀ ସଂଖ୍ୟା ଶୂନ୍, ବନ୍ଦ କରିବାକୁ ରାଜ୍ୟସରକାରଙ୍କ ନିକଟକୁ ଯାଇଛି ପ୍ରସ୍ତାବ

ଜୟପୁର: ଦୀର୍ଘ ଦିନ ପରେ ଜୟପୁର କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଶୂନ୍ ରେ ପହଚିଂଛି। ଜାନୁଆରି ୧ତାରିଖରୁ ଡାକ୍ତରଖାନାର ରୋଗୀଙ୍କ ସଂଖ୍ୟା ଶୂନ୍ ରହିଥିବା ବେଳେ ଗତ ୯ଦିନ ମଧ୍ୟରେ ବି କେହି ଏଠାରେ ଭର୍ତ୍ତି ହୋଇ ନାହାନ୍ତି। ଏହାରି ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ବ୍ୟବସ୍ଥାକୁ ଫୁ: ଗୋଟିଏ ବାଇକରେ ୬ ଜଣଙ୍କୁ ବସାଇ ନେଉଥିଲେ ବାଇକ ଚାଳକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଏବଂ ଭିଡିଓ ପୋଷ୍ଟ ହୋଇଥାଏ। ଏହା ମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଛି ଯାହାକି କିଛି ସମୟ ମଧ୍ୟରେ ‌ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥାଏ। ନିକଟରେ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ ପୁଲିସ ଯାଞ୍ଚ ବି…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପି ଭିତରେ ଫାଟ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପି ଭିତରେ ଫାଟ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ କେନ୍ଦ୍ର ବୈଠକକୁ ନିମନ୍ତ୍ରଣ ନମିଳିବା ପରେ ଅସନ୍ତୁଷ୍ଟ ହୋଇଛନ୍ତି ସିନ୍ଧିଆଙ୍କ ସମର୍ଥକ । ଏ ନେଇ ସେମାନେ ରାଜସ୍ଥାନରେ ବିଜେପିରୁ ଅଲଗା ହୋଇ ଏକ…
ଅଧିକ ଖବର ଦେଖନ୍ତୁ...

ପୋଙ୍ଗଲ ପାଳିବାକୁ ଓଡ଼ିଶା ଫେରୁଥିଲେ; ଦୁର୍ଘଟଣାରେ ଦମ୍ପତି ମୃତ, ପୁଅ ଅଳ୍ପକେ ବର୍ତିଲେ 

ତେନ୍ତୁଳିଖୁଣ୍ଟି/ମାଲକାନଗିରି: ପୋଙ୍ଗଲ ପାଳିବାକୁ ନିଜ ଗାଁକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା, ମା’ଙ୍କ ମୃତ୍ୟ ହୋଇଥିବା ବେଳେ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଅନ୍ତର୍ଗତ ଚିଣ୍ଟୁର ନିକଟରେ। ଉଭୟ ସ୍ୱାମୀ ଓ…
ଅଧିକ ଖବର ଦେଖନ୍ତୁ...

କିସ୍ତି ଟଙ୍କା ଆଦାୟକୁ ନେଇ ଗଣ୍ଡୋଗୋଳ, ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡ ଫାଟିଲା

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ ଏକ ଘରୋଇ ଫାଇନାନ୍ସ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। କିସ୍ତି ଟଙ୍କା ଆଦାୟକୁ ନେଇ ଯୁକ୍ତତର୍କରୁ ଏଭଳି ଘଟିଥିବା ଜଣାପଡ଼ିଛି। ଏନେଇ ଗୋଡ଼ିପଡ଼ା ଫାଣ୍ଡିରେ ଏହି ଘରୋଇ ଫାଇନାନ୍ସ କମ୍ପାନୀ ଅରୋହଣ ଫାଇନାନ୍ସ ଲିମିଟେଡ ପକ୍ଷରୁ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...