Daily Archives

January 10, 2021

ଭଟଲି : ପାଣିଟାଙ୍କି ଉପରୁ ଆତ୍ମହତ୍ୟା ଧମକ, ଅଜଣା ମହିଳା ଉଦ୍ଧାର

ଭଟଲି : ଭଟଲି ଥାନା ଅନ୍ତର୍ଗତ କେସାଇପାଲି ଗ୍ରାମରେ ଥିବା ପାଣିଟାଙ୍କି ଉପରେ ଚଢ଼ି ଜଣେ ଅଜଣା ମହିଳା ଆତ୍ମହତ୍ୟା ଧମକ ଦେଉଥିବା ବେଳେ ସ୍ଥାନୀୟ ପୁଲିସ୍‌ ଓ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାରୁ ଜଣାପଡ଼ିଛି ଯେ…
ଅଧିକ ଖବର ଦେଖନ୍ତୁ...

ସୋମବାର ଖୋଲିବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ଗୋପାଳପୁର : ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସୋମବାର ଠାରୁ ଖୋଲିବା ନିଷ୍ପତ୍ତି ହୋଇଛି। ସବୁ କୋଠା ପରିସର ଚକାଚକ୍‌ ହୋଇଛି, ହଷ୍ଟେଲ୍‌ କବାଟ ଖୋଲିଛି। ଆଜି ଦ୍ୱିତୀୟ ବର୍ଷର ପ୍ରାୟ ୫୦ରୁ ଅଧିକ ଅନ୍ତେବାସୀ ବିଶ୍ବବିଦ୍ୟାଳୟରେ ପହଞ୍ଚି ହଷ୍ଟେଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧୀ: ନିରଞ୍ଜନ 

ଆନନ୍ଦପୁର: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଓ ରାଜ୍ୟର ନବୀନ ପଟ୍ଟନାୟକ ସରକାର ଉପରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ରାଜ୍ୟରେ କୃଷକମାନେ ସବୁଠାରୁ ଅଧିକ ଅବହେଳିତ ହୋଇଥିବା ବେଳେ ମହିଳା ଓ ଶିଶୁଙ୍କ ପ୍ରତି ଅତ୍ୟାଚାର ଚରମସୀମାରେ ପହଞ୍ଚିଛି। ସାଧାରଣ ଲୋକେ ସର୍ବନିମ୍ନ ସୁବିଧା…
ଅଧିକ ଖବର ଦେଖନ୍ତୁ...

ମିଳୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଟା‌ର୍ଗେଟ; ୩ଦିନ ହେବ ବିଭିନ୍ନ ମଣ୍ଡିରେ ପଡ଼ିଛି ୧୦ହଜାର କୁଇଣ୍ଟାଲ

ଜୟପୁର: ସରକାର କଣ ଜାଣି ନାହାନ୍ତି ଯେ କୋରାପୁଟ ଜିଲ୍ଲାରେ କେତେ ଜଣ ଚାଷୀ କେତେ ଏକର ଜମିରେ ଚାଷ କରୁଛନ୍ତି ଏବଂ ଧାନ କେତେ ଅମଳ ହେବ। ଚାଷୀ ତ ବହୁ ଦିନରୁ ହିଁ ପଂଜିକରଣ କରିଛନ୍ତି। ଏବଂ ଜିଲ୍ଲାସ୍ତରୀୟ ଧାନ କିଣା କମିଟି ବୈଠକରେ ବି ଭାଗ ନେଇଥିବା ଜିଲ୍ଲା କୃଷି ବିଭାଗ, ଖାଦ୍ୟ ଯୋଗାଣ…
ଅଧିକ ଖବର ଦେଖନ୍ତୁ...

୧୨ରୁ ଖୋଲିବ କୁସୁମା ଉଦ୍ୟାନ, ସକାଳ ୮ରୁ ରାତି ୮ଯାଏ ଅନୁମତି

ଯାଜପୁର ସଦର : ଆସନ୍ତା ୧୨ ତାରିଖରୁ ଖୋଲିବାକୁ ଯାଉଛି କୁସୁମା ଉଦ୍ୟାନ । ଦୀର୍ଘ ୧୦ ମାସ ହେବ କ‌େରୋନା କଟକଣା ପାଇଁ ବନ୍ଦ ରହିବା ପରେ ପୁଣି ଥରେ କୋଳାହଳମୟ ହେବ ଯାଜପୁର ସହରର ଏହି ବହୁଚର୍ଚ୍ଚିତ ଉଦ୍ୟାନ ତଥା ପୋଖରୀ । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ଆସନ୍ତା ୧୨ ତାରିଖ…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ କଲା ନବ ଦାସଙ୍କ ଗାଡ଼ି ତାଲିକା ! ୨୦୧୮ରୁ ୨୦୨୦ ମଧ୍ୟରେ ପରିବାର ସଦସ୍ୟ କିଣିଛନ୍ତି ୮୦ଟି ଗାଡ଼ି

ଭୁବନେଶ୍ବର: ରାଜ୍ୟର ସବୁଠାରୁ ଧନୀ ମନ୍ତ୍ରୀ କିଏ ? ରାଜ୍ୟ ସରକାରଙ୍କ ୱେବସାଇଟ ଅନୁସାରେ ଏ ପ୍ରଶ୍ନର ଉତ୍ତର - ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ଥାବର, ଅସ୍ଥାବର ସମ୍ପତ୍ତି କଥା ଛାଡନ୍ତୁ, ନବ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ଗାଡିର ତାଲିକା ଦେଖିଲେ ଆପଣ…
ଅଧିକ ଖବର ଦେଖନ୍ତୁ...

ଖେଳୁ ଖେଳୁ ଗାଏବ ହୋଇଗଲେ ୨ନାବାଳକ 

ହରିଚନ୍ଦନପୁର : ସା‌ଙ୍ଗ ହୋଇ ଗାଁ ପଡ଼ିଆରେ ଖେଳୁଥିଲେ। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ପରିବାର ଲୋକ ଉଭୟ ଶିଶୁଙ୍କୁ ଦେଖିଥିଲେ। ଏହାପରେ ସେମାନେ କେଉଁଆଡେ ଗାଏବ ହୋଇଗଲେ କେହି କହିପାରୁ ନାହାନ୍ତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ ଅନ୍ତର୍ଗତ କପ୍ତିପଦା ଗ୍ରାମର ୨…
ଅଧିକ ଖବର ଦେଖନ୍ତୁ...

ସ୍କ୍ରାପ୍‌ ଲୁହା ବୋଝେଇ ଗାଡ଼ି ଜବତ, ୧ ଗିରଫ   

କୁଆରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲାର ଜମୁ ନାନାକି ନିକଟରୁ ଏକ ସ୍କ୍ରାପ୍‌ ଲୁହା ବୋଝେଇ ଓଆର୍‌ ୧୪ଏଚ୍‌ ୨୨୫୫ ଟ୍ରକ୍‌କୁ କୁଆରମୁଣ୍ଡା ପୁଲିସ ଜବତ କରିବା ସହ ଟ୍ରକ୍‌ ଚାଳକଙ୍କୁ ଗିରଫ କରିଛି। ସୂଚନାରୁ ପ୍ରକାଶ ଯେ ଗତକାଲି ରାତି ୮ଟା ସମୟରେ ରାଉରକେଲା ହକି ଛକ ନିକଟରୁ ଏକ ସ୍କ୍ରାପ୍‌ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ମୌନି ରାୟଙ୍କ ଫଟୋ ପୋଷ୍ଟ କରି ହଟହଟା ହେଲା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଶନିବାର ଟ୍ୱିଟରରେ ଏକ ବଡ ଭୁଲ କରିଛି। ଯେଉଁଥିପାଇଁ ସୋସିଆଲ ମିଡିଆରେ ଏନଏସଇକୁ ହଟହଟା ହେବାକୁ ପଡିଛି | ଯଦିଓ ପରେ ଏନଏସଇ ଏହାର ଭୁଲକୁ ବୁଝିପାରି ପୋଷ୍ଟକୁ ଡିଲିଟ କରିଦେଇଛି, କିନ୍ତୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାର ସ୍କ୍ରିନସଟ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କାଦୋଡିହା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବାଇକ୍‌ ଚାଳକ କାହ୍ନୁ ଦେହୁରୀଙ୍କ ମୃତ୍ୟୁ ହୋଇଛି। ଆଜି ସଂଧ୍ୟା ୮ଟାବେଳେ ବଡ଼ଙ୍ଗା ଗ୍ରାମର କାହ୍ନୁ ଦେହୁରୀ ଓଡ଼ି ୦୯ସି ୩୯୬୮ ବାଇକ୍‌‌ରେ ବାଲିଯୋଡ଼ି ଛକରୁ କୋଇଡ଼ା ଆଡ଼କୁ ଯାଉଥିଲେ।…
ଅଧିକ ଖବର ଦେଖନ୍ତୁ...