Daily Archives

January 11, 2021

ସୁନ୍ଦରଗଡ଼: ଗଂଜେଇ ଜବତ, ୨ ଗିରଫ

ସୁନ୍ଦରଗଡ଼: ଭଷ୍ମା ଥାନାର ପାଟ୍ରୋଲିଂ ଦଳ କଇଁସରା ଛକରେ ଏକ ବାଇକ୍‌ରୁ ୨ କେଜି ଗଂଜେଇ ଜବତ କରିବା ସହ ଗଂଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ନାଏକ (୨୫) ଓ ସମୀର ତିର୍କୀ (୨୨)। ସେମାନଙ୍କ ଘର ଛତିଶଗଡ଼ ଯଶପୁର ଜିଲ୍ଲା ଫଲସାବାହାଲ ଥାନା…
ଅଧିକ ଖବର ଦେଖନ୍ତୁ...

ଇଣ୍ଡୋନେସିଆ ଦୂତାବାସରେ ‘ବିଜୁ ପଟ୍ଟନାୟକ କୋଠରି’ ଉଦଘାଟିତ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ସ୍ବାଧୀନତା ଲାଭ କ୍ଷେତ୍ରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆର ଦୂତାବାସର ଏକ କୋଠରିକୁ ବିଜୁଙ୍କ ନାମରେ ନାମିତ କରାଯାଇଛି। ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଅସହିଷ୍ଣୁତା ସୀମା ଟପିଲା, ପିସିସି ସଭାପତିଙ୍କ ନୂଆବର୍ଷ ବ୍ୟାନର ଚିରିଲେ ଦୁର୍ବୃତ୍ତ

ଆନନ୍ଦପୁର : ଘସିପୁରା ବ୍ଲକ୍‌ ବାତୋ ପଞ୍ଚାୟତରେ ଅସମାଜିକଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ପଞ୍ଚାୟତର ପ୍ରାୟ ୧୦ଟି ସ୍ଥାନରେ ଲାଗିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୂଆବର୍ଷ ଶୁଭେଚ୍ଛା ବ୍ୟାନର ଓ ହୋଡିଂକୁ ଦୁର୍ବୃତ୍ତମାନେ ଚିରିଦେଇଛନ୍ତି। ଦୁର୍ବୃତ୍ତମାନେ ରାତିରେ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଲିଙ୍କରେ କଳାଗୁଡ଼ାରେ ଏଟିଏସ୍ ଚଢ଼ଉ ମାମଲା : ଅଭିଯୁକ୍ତଙ୍କ ସହ ବଲିଉଡ଼ର କିଛି ସଂପର୍କ ନାହିଁ  : ଜୟପୁର ପୁଲିସ  

ଜୟପୁର : ଗତ ୯ତାରିଖ ଦିନ ମୁମ୍ବାଇ ଆଣ୍ଟି ଟେରୋ‌ରିଜମ୍ ସ୍କ୍ବାର୍ଡ(ଏଟିଏସ୍)ର ନାଗପୁର ଶାଖା ଜୟପୁର ସହର ନିକଟସ୍ଥ କଳାଗୁଡ଼ା ଗାଁରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଗାଁର ଖଗପତି ପାଙ୍ଗୀଙ୍କୁ ନାଗପୁରରେ ହୋଇଥିବା ଏକ ଗଂଜେଇ ଚୋରା ଚାଲାଣ ମାମଲାରେ ଗିରଫ କରି ନେଇଥିଲା। ତେବେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ପରେ ପାଣି ପିଉଛନ୍ତି କି ? ଏପରି ଭୁଲ୍‌ ଆଦୌ କରନ୍ତୁ ନାହିଁ

ପାଣି ପିଇବା ଶରୀର ପକ୍ଷେ ଖୁବ୍‌ ଜରୁରୀ ହୋଇଥାଏ। ଅଧିକାଂଶ ରୋଗର ନିରାକରଣ ପାଣିରେ ରହିଛି। ଡାକ୍ତରମାନେ ପ୍ରାୟତଃ ଅଧିକରୁ ଅଧିକ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। ମାତ୍ର ଏହି ପାଣି ପିଇବା ବେଳେ ବେଳେ ଶରୀର ପ୍ରତି କ୍ଷତିକାରକ ମଧ୍ୟ ପ୍ରମାଣିତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ବୋରିଗୁମ୍ମା-ଜୟପୁର ମରଣଯନ୍ତାରେ ମହିଳାଙ୍କ ପ୍ରାଣ ଚାଲିଗଲା; ନୂଆ ଘରେ ରହିବା ସ୍ବପ୍ନ ରହିଲା ଅଧୁରା

ଜୟପୁର: ବାରିଣିପୁଟରୁ-ବୋରିଗୁମ୍ମା ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ସଂପ୍ରତି ଚାଳିଛି। ତେବେ ଧୀର ମନ୍ଥର ଗତିରେ କାମ ଚାଳିଛି। ଅନ୍ୟ ପକ୍ଷରେ ଜୟପୁରରୁ ଆମ୍ବାଗୁଡା ପର୍ଯ୍ୟନ୍ତ ହଜାର ହଜାର ଗର୍ତ୍ତ ସହ ଏହା ମରଣଯନ୍ତା ପାଲଟିଛି। ଏପରିକି ଜୟପୁରରୁ ଉମୁରୀ ପର୍ଯ୍ୟନ୍ତ ଅବସ୍ଥା ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଅମାନୁଷିକ: ପାଣି ନ ଦେବାରୁ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରିଦେଲେ ୩ ଦୁର୍ବୃତ୍ତ

ସିଦ୍ଧୀ(ମଧ୍ୟପ୍ରଦେଶ): ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ପରେ ଏବେ ମଧ୍ୟପ୍ରଦେଶରେ ପୁଣି ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ୩ ଦୁର୍ବୃତ୍ତ। ଦୁଷ୍କର୍ମ କରି ନଥିଲେ ମଧ୍ୟ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରିଦେବା ଭଳି ଅମାନୁଷିକ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…
ଅଧିକ ଖବର ଦେଖନ୍ତୁ...

ଟାର୍ଗେଟ ଆସିଲାନି,ବନ୍ଦ ହେଲା ମଣ୍ଡି: ୧୫ ସୁଦ୍ଧା ଧାନ ମଣ୍ଡିରେ ଜମା ନ କଲେ ପରେ କିଣାଯିବ ନାହିଁ

ଜୟପୁର: ଗୋଟିଏ ପଟେ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ଆଉ ଧାନ କିଣା ଟାର୍ଗେଟ ରାଜ୍ୟ ସରକାର ଜିଲ୍ଲା ଯୋଗାଣ ବିଭାଗକୁ ଦେଇ ନାହାନ୍ତି। ଏହି ସ୍ଥିତିରେ ଜିଲ୍ଲାରେ ଚାଲିଥିବା ହାତ ଗଣତି ମଣ୍ଡି ବି ବନ୍ଦ ହୋଇଯାଇଛି। ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଆଉ ମଣ୍ଡି ହେବ ନାହିଁ। ତେବେ ଏହାରି ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର ; ପତ୍ନୀ ଓ ବ୍ୟକ୍ତିଗତ ସହାୟକ ମୃତ

ଗୋଆ : କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ହସ୍ତଗତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ବ୍ୟକ୍ତିଗତ ସହାୟକ ପ୍ରାଣହରାଇଥିବା ଜଣାଯାଇଛି । रक्षा राज्य मंत्री श्री श्रीपद नाइक के सड़क…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ନିଜର ଜୀବନଶୈଳୀ ପରିବର୍ତ୍ତନ ଲାଗି ବିଚାର କରିପାରନ୍ତି। ନୂଆ କାମ କରିବା ଲାଗି ଦିନଟି ଶୁଭ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ବିଶ୍ବସ୍ତ ବନ୍ଧୁର ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ…
ଅଧିକ ଖବର ଦେଖନ୍ତୁ...