Daily Archives

January 11, 2021

ବଲିଉଡ୍‌ ଗୀତ ‘ଦିଲ୍‌ ମେ ବଜି ଗିଟାର୍‌’ରେ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଆମେରିକୀୟ ବ୍ୟକ୍ତି, ଏପରି ପ୍ରତିକ୍ରିୟା…

ୱାଶିଂଟନ: ବଲିଉଡ୍‌ ଚଳଚ୍ଚିତ୍ର ଓ ବଲିଉଡ୍‌ ଗୀତର ଯେ ଦୁନିଆ ସାରା ଲୋକ ଦିୱାନା ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଆମେରିକାର ଜଣେ ବ୍ୟକ୍ତି ଏବେ ଏକ ବଲିଉଡ୍‌ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଭିଡିଓ ଜୋର୍‌ରେ ଭାଇରାଲ୍‌ ହୋଇଛି, ଯାହାକି ଇଣ୍ଟର୍‌ନେଟ୍‌ରେ ଖୁବ୍‌ ଚର୍ଚ୍ଚାର…
ଅଧିକ ଖବର ଦେଖନ୍ତୁ...

ଝରକା ଭାଙ୍ଗି ଘରୁ ଟଙ୍କା ଓ ଅଳଙ୍କାର ଲୁଟ

ବାରିପଦା: ବାରିପଦା ପୌରପରିଷଦ ୱାର୍ଡ ନଂ-୧୯ ଜାତୀୟ ରାଜପଥ ପାର୍ଶ୍ବ ଜିଲ୍ଲା ଭିଜିଲାନ୍ସ ୟୁନିଟ୍‌ କାର୍ଯ୍ୟାଳୟ ସମ୍ମୁଖରେ ବାସ କରୁଥିବା ରଞ୍ଜିତ କୁମାର ପାଢ଼ୀଙ୍କ ଘରୁ ଝରକା ଭାଙ୍ଗି ଟଙ୍କା ଓ ଅଳଙ୍କାର ଲୁଟ୍‌ ‌‌ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀ ପାଢ଼ୀ ଅସୁସ୍ଥ ଅବସ୍ଥାରେ ଗତ କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ପୁଣି ଜଣେ ନାବାଳିକା ହେଲେ ଗଣଦୁଷ୍କର୍ମର ଶିକାର, ଅଭିଯୁକ୍ତଙ୍କ ସହ ସାମିଲ୍‌ ଥିଲେ ଜଣେ ମହିଳା

ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଜାନୁଆରି ୯ ତାରିଖରେ ଘଟିଥିବା ଏହି ଗଣଦୁଷ୍କର୍ମରେ ଜଣେ ନାବାଳକକୁ ମଧ୍ୟ ଗିରଫ କରାଯାଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଘରେ ନିଆଁ ଲଗାଇ ଯୁବକ ଗିରଫ

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅକରୁଆ ପଞ୍ଚାୟତ ଆମ୍ବଗଡ଼ିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲଗାଇ ଜୀବନ ଯେନା ନାମକ ଜଣେ ଯୁବକ ଗିରଫ ହୋଇଛି। ଗତକାଲି ରାତିରେ ଜୀବନ  ପୂର୍ବ ବିବାଦକୁ ନେଇ ଗ୍ରାମର ଆରତ ଯେନାଙ୍କ ଘରେ ନିଆଁ ଲଗାଇ ଦେଇଥିଲା। ଗ୍ରାମବାସୀମାନେ ନିଆଁକୁ…
ଅଧିକ ଖବର ଦେଖନ୍ତୁ...

କୁହୁଡ଼ି ପାଇଁ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

ବିଂଝାରପୁର : ଅସୁସ୍ଥ ଯୁବତୀଙ୍କୁ କାର୍‌ ଯୋଗ‌େ କଟକ ବଡ଼ଡାକ୍ତରଖାନା ନେଉଥିଲେ ପରିବାର ଲୋକେ। ଆଉ କିଛି ସମୟ ପରେ ଡାକ୍ତରଖାନାରେ ପହଞ୍ଚିଥାନ୍ତେ। ତା' ପୂର୍ବରୁ ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟାରେ ଏକ ଟ୍ରକ ଧକ୍କାରେ କାର୍‌ ଚୂରମାର ହୋଇଗଲା। ଅସୁସ୍ଥ ଯୁବତୀଙ୍କ ସମେତ ଆଉ ଜଣେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମବରଦା : ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବ୍ରହ୍ମବରଦା ଫାଣ୍ଡି ପୁଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁଯାୟୀ ବରୀ…
ଅଧିକ ଖବର ଦେଖନ୍ତୁ...

ପାଇକ ସ୍ମାରକୀ ଜବରଦଖଲ ମାମଲା: ଜବରଦଖଲକାରୀଙ୍କୁ ୩ ଦିନ ମହଲତ, ତା’ପରେ ପ୍ରଶାସନ ହଟାଇବ ଜବରଦଖଲ

ଖୋର୍ଦ୍ଧା: ରାଷ୍ଟ୍ରପତିଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ୧ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରସ୍ତାବିତ ପାଇକ ସ୍ମାରକୀସ୍ଥଳରୁ ଜବରଦଖଲ ହଟାଯାଇପାରିନାହିଁ କି ନିର୍ମାଣକାର୍ଯ୍ୟ ଆଗେଇ ପାରିନାହିଁ । ପାଇକସ୍ମାରକୀ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଓ ନିୟମିତ…
ଅଧିକ ଖବର ଦେଖନ୍ତୁ...

ଓଏମ୍‌ସି ଖଣି କାମକୁ ବିରୋଧ, ୧୪ ମାସ ପରେ ପୁଣି ଡମ୍ପ୍ ଆନ୍ଦୋଳନ

କାଳିଆପାଣି : ଓଡ଼ିଶା ଖଣି ନିଗମ(ଓଏମ୍‌ସି) କ୍ରୋମ୍‌ ଜୋନ ଅଧୀନସ୍ଥ ସୁକୁରଙ୍ଗି କ୍ରୋମାଇଟ୍‌ ଖଣି ଲିଜ୍ ଅଞ୍ଚଳରେ ଥିବା ଚିରିଗୁଡ଼ା ବସ୍ତିରେ ଦୀର୍ଘ ଦିନରୁ ରହି ଆସୁଥିବା ବସ୍ତିବାସିନ୍ଦା ସପରିବାର ଆଜି ଉକ୍ତ ଖଣିର ଡମ୍ପିଂ ୟାର୍ଡ କାମକୁ ପ୍ରବଳ ବିରୋଧ କରିଛନ୍ତି। ୧୪ ମାସ ପରେ ସମାନ…
ଅଧିକ ଖବର ଦେଖନ୍ତୁ...

ଐତିହାସିକ ଉଡ଼ାଣ: ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ବେଙ୍ଗାଲୁରରେ ଅବତରଣ କଲା କେବଳ ମହିଳା କର୍ମଚାରୀ ଥିବା ଏୟାରଇଣ୍ଡିଆ…

ବେଙ୍ଗାଲୁର: ଭାରତରେ ନାରୀ ସଶକ୍ତିକରଣର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି । ବିଶ୍ବର ଅନ୍ୟତମ ଦୀର୍ଘ ବାୟୁପଥରେ ଉଡାଣ କରି ଏୟାର ଇଣ୍ଡିଆର ସାନ ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟ (ଫ୍ଲାଇଟ ନଂ ଏଆଇ୧୭୬) ଗତ ରବିବାର ରାତି ସାଢେ ୮ଟାରେ  ଅବତରଣ କରିଛି । ତେବେ ଏହି ବିମାନର ଉଡ଼ାଣ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟରୁ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୨୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୮୨୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। Another 228 Covid patients have…
ଅଧିକ ଖବର ଦେଖନ୍ତୁ...