Daily Archives

January 12, 2021

ଗଜପତିରେ ପୁଣି କରୋନା ଉପରମୁହାଁ, ନା’ ଅଛି କଟକଣା… ନା’  ସଚେତନତା…

ପାରଳାଖେମୁଣ୍ତି : କରୋନାକୁ  ନିୟନ୍ତ୍ରଣ ରଖିବା ପାଇଁ ମାସ୍କ୍‌, ସାନିଟାଇଜର, ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି ପ୍ରଶାସନ ତରଫରୁ ବାରମ୍ବାର କୁହାଯାଉଛି। ଗତବର୍ଷ ରାଜ୍ୟ କରୋନା ସ˚କ୍ରମଣରେ ହଟ୍‌ସ୍ପଟ୍‌ ଥିବା ଗଜପତି ଜିଲ୍ଲା ଧିରେଧିରେ ପଜିଟିଭ୍‌ ସ˚ଖ୍ୟା  ହ୍ରାସ ପାଇ ରାଜ୍ୟର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟରୁ ଅନ୍ତର ଓପଟିସିଏଲ୍ ସୁରକ୍ଷାକର୍ମୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ଜୟପୁର: ଓପିଟିସିଏଲର ସୁରକ୍ଷା କର୍ମୀ ଭାବେ ଆଉଟସୋର୍ସିଂ ସଂସ୍ଥା ଗଂଜାମ ସିକ୍ୟୁରିଟି ସର୍ଭିସ ଦ୍ବାରା ନିଯୁକ୍ତି ଦିଆଯାଇଥିଲା। ତେବେ ଏହାରି ମଧ୍ୟରେ ଏହି ସୁରକ୍ଷା କର୍ମୀ ମାନଙ୍କୁ କାର୍ଯ୍ୟରୁ ସଂସ୍ଥା ଅନ୍ତର କରିଥିଲା। ଏହାକୁ ନେଇ ସୁରକ୍ଷା କର୍ମୀ ମାନେ ଦୀର୍ଘ ଦିନ ଧରି ସାଉଥକୋ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ାଉ: ୭ଟି ମାମଲାରେ ୯୦ଲିଟର ଦେଶୀ ମଦ ଜବତ ଓ ୭ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଓ ଜଟଣୀ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବିଭିନ୍ନ ସ୍ଥାନରୁ ୭ଟି ମାମଲାରେ ୯୦ ଲିଟର ଦେଶୀ ମଦ ଓ ପୋଚ ସହ ୭ଜଣଙ୍କୁ ଗିରଫ କରାଯାଇଛି । ଗୁଡ଼ୁମୁରୁ ରାକେଶ ସାମନ୍ତସିଂହାର (୧୯)ଙ୍କ ନିକଟରୁ ୪ଲିଟର ଦେଶୀ ମଦ, ଗୁରୁଜଙ୍ଗ ବିଭୂତିଭୂଷଣ ପାଟ୍ଟଷାଣୀ (୩୨)ଙ୍କ ଠାରୁ…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ସମାଧାନ ନହେଲେ ଟିକା ନେବୁ ନାହିଁ: ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ସଂଘ

ଖୋର୍ଦ୍ଧା: 'କରୋନା ମହାମାରୀରେ ସେମାନେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବା କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି କାର୍ଯ୍ୟ କରିଛନ୍ତି । କେବଳ ଏହାନୁହେଁ ସାଧାରଣ ସମୟ ଓ ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ସେମାନେ ନିଜ ଦାୟିତ୍ୱ ପାଳନ କରିବାରେ ଅବହେଳା…
ଅଧିକ ଖବର ଦେଖନ୍ତୁ...

ଯୌତୁକ ନିର୍ଯାତନା ମାମଲାରେ ସ୍ବାମୀ, ଦେଡ଼ଶୁର ଗିରଫ

ବ୍ରହ୍ମପୁର : ଯୌତୁକ ନିର୍ଯାତନା ମାମଲାରେ ମହିଳା ଥାନା ପୁଲିସ ସ୍ବାମୀ ଓ ଦେଡ଼ଶୁରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଲାଞ୍ଜିପଲ୍ଲୀ ତୋଟାସାହିର ବିକାଶ ପଣ୍ଡା ଓ ଜ୍ୟୋତିର୍ମୟ ପଣ୍ଡା। ବିକାଶ ଗତ ୫ବର୍ଷ ତଳେ ହିଂଜିଳିକାଟୁ ରାଧାକୃଷ୍ଣ ମାର୍ଗର ସୁଦର୍ଶନ ସାବତଙ୍କ ଝିଅ ସୁନିତାଙ୍କୁ ବାହା…
ଅଧିକ ଖବର ଦେଖନ୍ତୁ...

ମିଳିଲା ଅନୁମତି, ୧୪ରେ ଖୋଲିବ ତିନି ସିନେମାହଲ୍‌

ବ୍ରହ୍ମପୁର : ରେଶମ ସହରରେ ସିନେପ୍ରେମୀଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ୧୪ତାରିଖରେ ମକର ସଂକ୍ରାନ୍ତିରୁ ସିନେମା ହଲ୍ ଖୋଲିବ। ଦର୍ଶକମାନେ କୋଭିଡ୍‌ ସତର୍କତା ପାଳନ ପୂର୍ବକ ହଲ୍‌ରେ ବସି ସିନେମା ଦେଖିବାର ମଜା ଉଠାଇ ପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ମୋ ପିଲାଙ୍କ ସଂଖ୍ୟା କ୍ରିକେଟ ଟିମ ଅକାରର ହେଲେ ବି ଚଳିବ : ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଗତ ସୋମବାର ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ | ବିରାଟ-ଅନୁଷ୍କା ପିତାମାତା ହେବାର ଖବର ଜଣାପଡିବା ପରେ ବର୍ତ୍ତମାନ ଅନ୍ୟ ସେଲିବ୍ରେଟିମାନେ କେବେ ବାପା-ମା ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ୨୦୧୮ ମସିହାରେ, ନିକ ଜୋନସଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ସଂସ୍କୃତ ଭାଷାରେ ଦେଖିବାକୁ ମିଳିବ ଏହି ଗାଡିର ନାମ

ନୂଆଦିଲ୍ଲୀ: ସ୍କୋଡା ଅଟୋ ଇଣ୍ଡିଆ ଏହାର ଆଗାମୀ ନୂତନ ଗାଡିର ନାମ 'କୁଶକ୍' ଭାବେ ନାମିତ କରିଛି | କୁଶକ ହେଉଛି ଏକ ସଂସ୍କୃତ ଶବ୍ଦ, ଆଉ ସ୍କୋଡା ପ୍ରଥମ ଥର ପାଇଁ ଏକ ଭାରତୀୟ ଭାଷା ନିଜ କାରର ନାମ ରଖିଛି। ସଂସ୍କୃତ ଶବ୍ଦ 'କୁଶକ'ର ଅର୍ଥ ହେଉଛି 'ରାଜା' ବା 'ସମ୍ରାଟ'। ତେଣୁ 'ସ୍କୋଡା କୁଶକ'…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲକୁ ଜାଳେଣି ପାଇଁ ଯାଇଥିଵା ଦୁଇ ବୃଦ୍ଧଙ୍କୁ ଫରେଷ୍ଟ ଗାର୍ଡଙ୍କ ଆକ୍ରମଣ ଅଭିଯୋଗ

ଯାଜପୁର: ଫରେଷ୍ଟ ଗାର୍ଡଙ୍କ ମାଡ଼ରେ ଆହତ ହେଲେ ଦୁଇ ବୃଦ୍ଧ ବ୍ୟକ୍ତି | ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ସିଙ୍ଗାଡିଆ ଗ୍ରାମର ପରିକ୍ଷିତ ପାତ୍ର (୬୦)ଓ ରଘୁନାଥ ପାତ୍ର(୫୦)ଙ୍କୁ ସୁକିନ୍ଦା ଫରେଷ୍ଟ ଗାର୍ଡ ପ୍ରଶାନ୍ତ ହେମ୍ବ୍ରମ ମାଡ଼ ମାରି ଗୁରୁତର ଆହତ କରିଥିବାର ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ମାହାଙ୍ଗା ହତ୍ୟାକାଣ୍ତ ଘଟଣା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ: ମାହାଙ୍ଗା ନୃତ୍ତାଙ୍ଗରେ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଏକାଦଶାହରେ ମୃତ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ନେତା ଓ କର୍ମୀ। ପରିବାରକୁ ଭେଟି ସମସ୍ତ ବିଷୟରେ ପଚାରି ବୁଝିଛନ୍ତି ଧର୍ମେନ୍ଦ୍ର। ଏକାଦଶାହ କର୍ମରେ ପ୍ରଥମେ ଦୁଇ…
ଅଧିକ ଖବର ଦେଖନ୍ତୁ...