Daily Archives

January 12, 2021

କୋରାପୁଟ ଆରଟିଓରେ ନାହିଁ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍

କୋରାପୁଟ: ଚୁଲି ଥିଲେ ଚାଳ ନାହିଁ, ଚାଳ ଥିଲେ ଚୁଲି ନାହିଁ। ନାହିଁ ନାହିଁରେ ଚାଲିଛି କୋରାପୁଟ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ। ଯେଉଁଥିପାଇଁ ଏହି କାର୍ଯ୍ୟାଳୟ ରାଜସ୍ବ ଗୋଟାଉଥିଲା ତାହାକୁ ଏବେ ଅବହେଳା କରି ଚାଲିଛି। ଫଳରେ ଦିନକୁ ଦିନ ରାଜସ୍ବ ହରାଇବାରେ ଲାଗିଛି ଏହି ଆରଟିଓ।…
ଅଧିକ ଖବର ଦେଖନ୍ତୁ...

ନୂଆ ପ୍ରାଇଭେସି ପଲିସି ଲାଗୁ ହେବା ପରେ ହ୍ଵାଟ୍ସଆପ କେତେ ସୁରକ୍ଷିତ? କ’ଣ କହିଲା କମ୍ପାନୀ ଜାଣନ୍ତୁ

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଚର୍ଚ୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ଆଡକୁ ଟାଣି ନେଇଗଲା ସାଙ୍ଗର ଭାଉଜକୁ ପ୍ରେମ

ବାରଣାସୀ: ସାଙ୍ଗର ଭାଉଜକୁ ଦେଖି ପ୍ରେମ ହୋଇଗଲା, ଆଉ ଏଥିପାଇଁ ଜଣେ ଯୁବକଙ୍କୁ ହତ୍ୟାର ଶିକାର ହେବାକୁ ପଡିଛି | ପ୍ରେମିକ ଜଣକ କେବେ କଳ୍ପନା କରିନଥିଲେ ଯେ ଏହି ଭାଉଜ ପ୍ରେମ ତାଙ୍କୁ ମୃତ୍ୟୁ ଆଡକୁ ଟାଣି ନେଇଯିବ | ଉତ୍ତରପ୍ରଦେଶ ବାରାଣାସୀର ଭେଲୁପୁର ଅଂଚଳରେ ଏଭଳି ଏକ ଲୋମହର୍ଷଣକାରୀ…
ଅଧିକ ଖବର ଦେଖନ୍ତୁ...

ପରୀ ହତ୍ୟାକାଣ୍ଡ: ତଦନ୍ତର ଅଗ୍ରଗତିକୁ ନେଇ ହାଇକୋର୍ଟ ସନ୍ତୋଷବ୍ୟକ୍ତ କଲେ

କଟକ: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତର ଅଗ୍ରଗତିକୁ ନେଇ ହାଇକୋର୍ଟ ସନ୍ତୋଷବ୍ୟକ୍ତ କରିଛନ୍ତି। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବା‌ର୍ଥ ମାମଲାର ଶୁଣାଣି ହୋଇଥିଲା। ତଦନ୍ତର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଅଫିସରେ କୌଣସି ନୂଆ ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବୃଷ: ଧାର୍ମିକ କାର୍ଯ୍ୟରେ ବିଶ୍ବାସ ବଢ଼ିବ। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବେ। ଆପଣଙ୍କୁ ନିଜ କାମରେ ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଲାଞ୍ଚ ନେଉଥିଲେ ୧ ଲକ୍ଷ୧୦ ହଜାର ଟଙ୍କା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ ଆଜି ସନ୍ଧ୍ୟା ପ୍ରାୟ ୭.୪୫ରେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ନଗଦ ୧ଲକ୍ଷ ୧୦ହଜାର ଟଙ୍କା ସହିତ ବାରିପଦା ଭିଜିଲାନ୍‌ସର ଏକ ଟିମ୍‌ ଶ୍ରୀ ଘଡ଼େଇଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରୁ ଧରିଥିଲେ। ବାରିପଦା ସହରର…
ଅଧିକ ଖବର ଦେଖନ୍ତୁ...

ଘୋଡାରେ ବସି ଘ‌ରଘର ବୁଲି ପାର୍ସଲ ବାଣ୍ଟୁଛନ୍ତି ଆମାଜନର ଏହି ଡେଲିଭରି ବଏ

ନୂଆଦିଲ୍ଲୀ: ଜଣେ ଆମାଜନ ଡେଲିଭରି ବଏ ଘୋଡାରେ ବସି ପାର୍ସଲ ଘରେଘରେ ପହଞ୍ଚାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି କଶ୍ମୀରର ବୋଲି କୁହାଯାଉଛି। ଏଥିରେ ଜଣେ ବ୍ୟକ୍ତି ପାର୍ସଲ ନେଇ ଘୋଡାରେ ବସି ଆସୁଛନ୍ତି, ଆଉ ଜଣେ ବ୍ୟକ୍ତି ତାଙ୍କ ଠାରୁ ପାର୍ସଲ…
ଅଧିକ ଖବର ଦେଖନ୍ତୁ...

ରେଫରାଲ୍ ସେଣ୍ଟର୍ ପାଲଟିଛି ଜିଲ୍ଲା ଚିକିତ୍ସାଳୟ

. ବର୍ଷକରେ ସ୍ଥାନାନ୍ତର ହୋଇଛନ୍ତି ୩୧୭୪ ରୋଗୀ . ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୫୨୦ ଅସୁସ୍ଥ . ନିଯୁକ୍ତି ନ ଦେଇ ପୁଣି ୩ ବିଶେଷଜ୍ଞଙ୍କୁ ବଦଳି ନିର୍ଦେଶ ରାୟଗଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ବିଶେଷଜ୍ଞ। ସର୍ଜନ, ଏମବିବିଏସଙ୍କୁ ନେଇ ଚାଲିଛି ରୋଗୀ ସେବା।…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଭିଡିଓ ସୁଟ୍ ପାଇଁ ରାସ୍ତାରେ କରୁଛନ୍ତି କି ନୃତ୍ୟ, ହୋଇପାରେ ଏଭଳି ଅବସ୍ଥା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଥାଏ। ଏହାରି ମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ଅଛି ଯାହାକୁ ଦେଖିବା ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରିଥାଆନ୍ତି। ଆଉ ତାହା ପରବର୍ତ୍ତୀ ସମୟରେ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଅଧାରେ ଲଟକିଛି ଇଟିପୁର ବ୍ରିଜ ନିର୍ମାଣ କାର୍ଯ୍ୟ, ସ୍ଥିତି ପରଖିଲେ ମନ୍ତ୍ରୀ

ଧଉଳି: ସ୍ଥାନୀୟ ଇଟିପୁର ସ୍ଥିତ ଦୟାନଦୀ ଉପରେ ନିର୍ମାଣାଧୀନ ଥିବା ବ୍ରିଜ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ଦାୟିତ୍ବରେ ଥିବା ଠିକାଦାର କାର୍ଯ୍ୟ ସଂପାଦରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହୋଇଛି ।  ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ସମୟ ଅବଧି ଏହା ଭିତରେ ଦୁଇବର୍ଷ…
ଅଧିକ ଖବର ଦେଖନ୍ତୁ...