Daily Archives

January 13, 2021

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା: ପୁଲିସ ଉପଯୁକ୍ତ ତଦନ୍ତ ନ କରି ଫାଇନାଲ୍ ଫର୍ମ ଦାଖଲ କରିଥିବା…

ଜୟପୁର: ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଗତ କାଲି ଶୁଣାଣି ରହିଥିଲା। ତାଙ୍କ ମା, ଖୁଡି ଓ ବଡ଼ ଭାଇ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ କୁମାର ନାୟରଙ୍କ କୋର୍ଟରେ ଉପସ୍ଥିତ ହୋଇଥିଲେ। କୋରାପୁଟଜିଲ୍ଲା ପୁଲିସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣର ଦ୍ବିତୀୟ ଜନଶୁଣାଣି: ପରିବାରର ଜଣକୁ  ନିଯୁକ୍ତି ଦେବାକୁ ଦାବି

ଜୟପୁର:‌ ଏହି ରେଳ ପ୍ରକଳ୍ପ ପାଇଁ ମୋର ୨ଟି ସ୍ଥାନରେ ଖରିଫ ଓ ରବିରେ ଧାନ ଅମଳ ହେଉଥିବା ଏକ ନମ୍ବର ଜମି ପଳାଇବ। ମଜୁରମୁଣ୍ଡାରେ ୨ଏକର, ଜୟନ୍ତଗିରୀରେ ୨ଏକର। ଏହି ଜମି ଉପରେ ହିଁ ମୁଁ ମୋ ପରିବାର ନିର୍ଭର ଥିଲୁ। ରେଳ ପ୍ରକଳ୍ପକୁ ମୁଁ ସ୍ବାଗତ କରୁଛି। କିନ୍ତୁ ଏଥି ପାଇଁ ମୁଁ ଓ ମୋ…
ଅଧିକ ଖବର ଦେଖନ୍ତୁ...

ଖରିଫ ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ତାତି

ବାରିପଦା:- ଜିଲ୍ଲାରେ ଖରିଫ ଧାନ କ୍ରୟରେ ହେଉଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଆଜି ଏନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ସଂଗଠନ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚାଷୀମାନଙ୍କ ନିକଟରୁ ଧାନ କ୍ରୟକୁ ନେଇ ଚରମ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ବଡ଼ବୋରସିଂ ପଞ୍ଚାୟତ ବାଙ୍କଲେଡ଼ି ଗ୍ରାମରେ ବାସି ଭୋଜି ଖାଇ ୪୫ ଅସୁସ୍ଥ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ବଡ଼ବୋରସିଂ ପଞ୍ଚାୟତ ବାଙ୍କଲେଡ଼ି ଗ୍ରାମରେ ବାସି ଭୋଜି ଖାଇ ଶିଶୁ ଓ ପିଲାଙ୍କ ସମେତ ୪୫ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଖବର ମିଳିବା ସୁଦ୍ଧା ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। କିଛି ଶିଶୁଙ୍କ ଅବସ୍ଥା ସଂକଟାପନ୍ନ…
ଅଧିକ ଖବର ଦେଖନ୍ତୁ...

ଧାନ ଗାଡ଼ି ଛାଡ଼ିଦେଲା ଯୋଗାଣ ବିଭାଗ ସ୍କ୍ବାଡ୍!‌

ଘଟଗାଁ: ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଚୋରା ଧାନ ବୋଝେଇ ଟ୍ରକ୍‌ ଜବତ କରିବା ପାଇଁ ଯାଇଥିଲା ଯୋଗାଣ ବିଭାଗ ସ୍କ୍ବାଡ୍‌। ହେଲେ ଦଲାଲମାନେ ଗାଡ଼ିରେ ଧାନ ଲୋଡ୍‌ କରି ବାହାରି‌ଲା ବେଳକୁ ସ୍କ୍ବାଡ୍‌ ଖାଇବାକୁ ପଳାଇଲା। ଏହାର ସୁୁଯୋଗ ନେଇ ଦଲାଲ ଧାନ ଗାଡ଼ି ନେଇ ଫେରାର…
ଅଧିକ ଖବର ଦେଖନ୍ତୁ...

କୋଡିଏ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗଂଜେଇ ଜବତ, ବୋଲେରୋ ସମେତ ଜଣେ ଗିରଫ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ସଫଳତା । ଚିତ୍ରକୋଣ୍ଡା ଏସାର କମ୍ପାନୀ ଛକଠାରେ ବୋଲେରୋ ଗାଡ଼ିରୁ ୨୦୩ କେଜି ସହ ଜଣକୁ ଗିରଫ କଲା ଚିତ୍ରକୋଣ୍ଡା ପୁଲିସ । ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପୁଲିସ ଏସାର କମ୍ପାନୀ ଛକଠାରେ ପେଟ୍ରୋଲିଂ କରୁଥିବା ସମୟରେ ଜାନବାଇ ପଟୁ ଆସୁଥିବା…
ଅଧିକ ଖବର ଦେଖନ୍ତୁ...

ନୟାପଲ୍ଲୀ ବୃଦ୍ଧା ହତ୍ୟା ଓ ଲୁଟ ମାମଲାରେ ଆସିଲା ସାଂଘାତିକ ତଥ୍ୟ, ଲୁଟେରାର ୨୫ ପ୍ରେମିକା

ଭୁବନେଶ୍ବର: ଏବେ ନଜର ପକାଇବା ଜଣେ ଅଭିଯୁକ୍ତର କଳା କାରନାମା ଉପରେ । ଲୁଟ କରିବା ପାଇଁ ହତ୍ୟା କରୁଥିବା ଏହି ଅଭିଯୁକ୍ତଙ୍କ ନାଁରେ ଥାନାରେ ମାମଲା ଯେତିକି ତାର ପ୍ରେମିକା ସଂଖ୍ୟା ସେତିକି । ଲୁଟ କରିବା ପଛର କାରଣ ଥିଲା, ଲୁଟ ଅଳଙ୍କାରକୁ ସେ ତା ପ୍ରେମିକାକୁ ଉପହାର ଦେଉଥିଲା । ସିଧା…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ଦୂଆରେ ଭକ୍ତଙ୍କୁ କୁକୁର ଦେଉଛି ଆଶୀର୍ବାଦ ! ଭାଇରାଲ ହେଉଛି କୁକୁରର ଭିଡିଓ

ଭୁବନେଶ୍ବର: ମନ୍ଦିର ସାମ୍ନାରେ ପୂଜାରୀ କି ପଣ୍ଡିତମାନେ ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଥିବାର ଆପଣମାନେ ଦେଖିଥିବେ । ହେଲେ ଗୋଟିଏ କୁକୁର ଆଶୀର୍ବାଦ ଦେଉଥିବାର ଆପଣ ଦେଖିଛନ୍ତି କି? କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । ମନ୍ଦିର ସାମ୍ନାରେ କୁକୁରଟି ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଛି ।…
ଅଧିକ ଖବର ଦେଖନ୍ତୁ...

ଡ଼ୟୁଶ୍ଚ ବ୍ୟାଙ୍କ ଉପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ: ଡ଼ୟୁଶ୍ଚ ବ୍ୟାଙ୍କ ଉପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) | ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଡ଼ୟୁଶ୍ଚ ବ୍ୟାଙ୍କର ଆର୍ଥିକ ସ୍ଥିତି ଯାଞ୍ଚ କରିବା ପରେ ନିୟମ ଉଲ୍ଲଙ୍ଘନ ପାଇଁ ୨ କୋଟି ଟଙ୍କା ଜରିମାନା ଲଗାଯାଇଛି । ଯାଞ୍ଚ ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ: ଜଣେ ଗୁରୁତର

ନୀଳଗିରି: ବାଲେଶ୍ବର ନୀଳଗିରି ଥାନା ଅନ୍ତର୍ଗତ ମିରିଗିଣି ଛକ ନିକଟରେ ଆଜି ଏକ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେ‌‌ଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି କାଇଁଶପାଳର କାର୍ତ୍ତିକ ଦେହୁରୀ(୪୫)। ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟା ସମୟରେ…
ଅଧିକ ଖବର ଦେଖନ୍ତୁ...