Daily Archives

January 14, 2021

ସରିଲା ପକ୍ଷୀ ଗଣନା: କମୁଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା, ପୂର୍ବ ବର୍ଷ ତୁଳନାରେ ଆସିଛନ୍ତି ୪୧୫୪ କମ୍ ପକ୍ଷୀ

ରାୟଗଡ଼ା: ରାୟଗଡ଼ା ବନଖଣ୍ଡରେ ସରିଛି ପକ୍ଷୀ ଗଣନା। ୨୦୨୦ ଅପେକ୍ଷା ୨୦୨୧ରେ ଜିଲ୍ଲାକୁ ୪୧୫୪ କମ ପକ୍ଷୀ ଆସିଛନ୍ତି। ଗୋଟିଏ ବର୍ଷରେ ଏତେ ସଂଖ୍ୟକ ପକ୍ଷୀ କମିବା ବନ ବିଭାଗକୁ ଚିନ୍ତାରେ ପକାଇଛି। ଖଣି ଖନନ, ଜଙ୍ଗଲ ନଷ୍ଟ, ପରିବେଶ ପ୍ରଦୂଷଣ ଯୋଗୁ କ୍ରମାଗତ ଭାବେ ରାୟଗଡ଼ାରେ ବିଦେଶାଗତ…
ଅଧିକ ଖବର ଦେଖନ୍ତୁ...

ବିବାହ ଉତ୍ସବରେ ସର୍ବାଧିକ ଯୋଗ ଦେବେ ଦୁଇ ଶହ; ବରଯାତ୍ରୀ ଶୋଭାଯାତ୍ରା, ବାଣ ରୋଷଣୀକୁ ସ୍ବୀକୃତି

କଟକ: କରୋନା ସଂକ୍ରମଣ କମୁଥିବା ବେଳେ ମହାନଗର ନିଗମ ପକ୍ଷରୁ ବିବାହ ଉତ୍ସବ ଆୟୋଜରେ ଲଗାଯାଇଥିବା କଟକଣାକୁ କୋହଳ କରାଯାଇଛି। ବିବାହ ଉତ୍ସବରେ ଏବେ ଦୁଇଶହ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ଥିବା ବେଳେ ବରଯାତ୍ରୀ ଶୋଭାଯାତ୍ରା ଆୟୋଜନ ପାଇଁ ମଧ୍ୟ ସବୁଜ ସଙ୍କେତ ମିଳିଛି। ଶୋଭାଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ଟିପିସିଓଡିଏଲ୍ ଦ୍ୱାରା ପୁରୀରେ ଖୋଲିଲା କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ୨ୟ ଗ୍ରାହକ ସେବା କେନ୍ଦ୍ର

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଦ୍ୱାରା ଜଗନ୍ନାଥ ଧାମ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ୨ୟ ଗ୍ରାହକ ସେବା କେନ୍ଦ୍ର (କଷ୍ଟମର କେୟାର୍ ସେଣ୍ଟର) ଉଦଘାଟିତ ହୋଇଯାଇଛି । ଏହି…
ଅଧିକ ଖବର ଦେଖନ୍ତୁ...

କୋଲକାତା ଏମ୍‌ସ୍‌ରେ ହେଲା ଚିକିତ୍ସା ବ୍ୟବସ୍ଥା; ସରିତାଙ୍କ ପାଇଁ ସରିତ

ରଘୁନାଥପୁର: ଦୀର୍ଘ ବର୍ଷ ହେବ ଜନ୍ମଗତ ଅଜଣା ଚର୍ମ ରୋଗରେ ଛଟପଟ ହେଉଥିବା ୭ ବର୍ଷର ଝିଅ ସରିତାର ଉନ୍ନତ ଚିକିତ୍ସା ନିମନ୍ତେ କୋଲକାତା ଏମ୍‌ସ୍‌କୁ ସ୍ଥାନାନ୍ତର କରିଥିବା ସମାଜ ବିକାଶ ମିସନ୍‌ର ମୁଖ୍ୟ ସରିତ ମହାପାତ୍ର ଏବେ ଚର୍ଚ୍ଚାରେ। ସରିତ୍‌ଙ୍କ ଏଭଳି ସେବା କାର୍ଯ୍ୟ ପାଇଁ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଜଗତପୁର ସୁନା ଦୋକାନ ଲୁଟ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ; ଅଳଙ୍କାର ସମେତ କାର ଓ ୪ଟି ମୋବାଇଲ ଫୋନ ଜବତ

କଟକ: କଟକ ଜଗତପୁର ଆଇବି ରୋଡ଼୍‌ ସୁନା ଦୋକାନ ଲୁଟ୍‌ ଘଟଣା ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୁଲିସ। ଗତ ଡ଼ିସେମ୍ବର ୫ ୨୦୨୦ ତାରିଖ ବିଳମ୍ବିତ ରାତିରେ ଦୋକାନର କାନ୍ଥ ତାଡ଼ି ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ସମେତ ଟଙ୍କା, ଦୋକାନରେ ଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟ,…
ଅଧିକ ଖବର ଦେଖନ୍ତୁ...

ମା ଗୃହରୁ ମିଳୁନାହିଁ ସୁଫଳ: ରକ୍ତହୀନତା ଯୋଗୁଁ ଆମ୍ବୁଲାନ୍ସରେ ମୃତ ସନ୍ତାନ ପ୍ରସବ କଲେ ମହିଳା

ଝରିଗାଁ: ରକ୍ତହୀନତା ଯୋଗୁଁ ଆମ୍ବୁଲାନ୍ସରେ ମୃତ ସନ୍ତାନ ପ୍ରସବ କଲେ ମହିଳା | ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଫଟକି ଗ୍ରାମର ଜଣେ ରକ୍ତହୀନତା ଶିକାର ଗର୍ଭବତୀ ମହିଳା ରାସ୍ତାରେ ଆମ୍ବୁଲାନ୍ସରେ ସନ୍ତାନ ପ୍ରସବ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଫଟକି ଗ୍ରାମର ଗୌତମ ସାଗରଙ୍କ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ମୋବାଇଲକୁ ନେଇ ବଦଳି ଯିବ ଏହି ବଡ ନିୟମ! ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ (ଜାନୁୟାରୀ-୧୫) ଟେଲିଫୋନରେ ବାର୍ତ୍ତାଳାପ ସହ ଜଡିତ ଏକ ପ୍ରକ୍ରିୟା ବଦଳିବାକୁ ଯାଉଛି | ଆସନ୍ତାକାଲିଠାରୁ ସାରା ଦେଶରେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କୁ ନମ୍ବର ପୂର୍ବରୁ 'ଶୂନ'(୦) ଲଗାଇବା ବାଧ୍ୟତାମୂଳକ ହେବ | ଟେଲିକମ୍…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗାଯିବା ଘଟଣାରେ ୧୨ ଜଣ ପୁଲିସ କର୍ମୀଙ୍କୁ ବହିଷ୍କାର କରାଗଲା

କରାଚୀ: ପାକିସ୍ତାନର ଖାଇବର ପାଖ୍ଟନଖୱା ପ୍ରଦେଶ ସରକାର ୧୨ ଜଣ ପୁଲିସ କର୍ମଚାରୀଙ୍କୁ ରାଜ୍ୟରେ ଏକ ହିନ୍ଦୁ ମନ୍ଦିରକୁ ସୁରକ୍ଷା ଦେବାରେ ଅବହେଳା ଅଭିଯୋଗରେ ବହିଷ୍କାର କରିଛନ୍ତି | ଅଭିଯୋଗ ମୁତାବକ ଏକ ଉଗ୍ରବାଦୀ ଇସଲାମ ଦଳର ସଦସ୍ୟଙ୍କ ନେତୃତ୍ୱରେ ଖାଇବର ପାଖ୍ଟନଖୱା ପ୍ରଦେଶରେ ଥିବା ଏହି…
ଅଧିକ ଖବର ଦେଖନ୍ତୁ...

ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ବିଜେପିକୁ ଜିତିବାରେ ସାହାଯ୍ୟ କରିବେ ଓ଼ୱେସି : ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ବିହାରରେ ବିଜେପିକୁ ଜିତାଇବାରେ ଯେଭଳି ଓ଼ବେସିଙ୍କ ଦଳ ଏଆଇଏମଆଇଏମ ପରୋକ୍ଷ ଭାବରେ ସାହାଯ୍ୟ କରିଥିଲା ପଶ୍ଚିମବଙ୍ଗରେ ମଧ୍ୟ ସେମିତି ଏହି ଦଳ ବିଜେପିକୁ ସାହାଯ୍ୟ କରିବ | କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ | ସାକ୍ଷୀ ମହାରାଜ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଗାଁ ସାଥୀଙ୍କ ମୃତ ଶରୀର ଉଦ୍ଧାର; ହତ୍ୟା ସନ୍ଦେହ, ପୂର୍ବରୁ ମିଳିଥିଲା କଟା ହାତ

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ସହର ବିଜୁ ଏକ୍ସପ୍ରେସ ୱେ କଡ଼ରେ ଥିବା ଆମ୍ବିଆନ୍ସ ହୋଟେଲ ପଛ ପଟ ବିଲରୁ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂଙ୍କ ମୃତ ଶରୀର ମିଳିଛି। ଆଜି ମଧ୍ୟାହ୍ଣରେ ତାଙ୍କର କଟା ହାତକୁ ଉଦ୍ଧାର କରାଯାଇଥିଲା। କଚଟି ଉପରକୁ କେବଳ ହାଡ଼ ଥିବା ବେଳେ ତଳକୁ ହାତ ଅକ୍ଷତ ରହିଛି।…
ଅଧିକ ଖବର ଦେଖନ୍ତୁ...